Latest Odisha News

BREAKING NEWS

ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ: ଏଣିକି ରାଜଧାନୀ ଦିଲ୍ଲୀରେ ହୋମ୍‌ ଡେଲିଭରି ଦିଆଯିବ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‌ଘୋଷଣା କରିଛନ୍ତି। ଏହାସହ ଆସନ୍ତା ୧୫ ତାରିଖରୁ ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର ବ୍ୟାଙ୍କ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଛନ୍ତି।…

ଘଡ଼ଘଡ଼ି ବର୍ଷା ନେଇ ୫ ଜିଲ୍ଲାକୁ ୩ ଘଣ୍ଟା ଯାଏ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆଜି ବି ହେବ କାଳବୈଶାଖୀ । ଅପରାହ୍ଣରେ ରାଜ୍ୟର ୫ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସାମାନ୍ୟରୁ ମଧ୍ୟମ ଧରଣର ଘଡ଼ଘଡ଼ି ସହ ସାମାନ୍ୟ ବର୍ଷା ଆଶଙ୍କା ରହିଛି । ଏନେଇ କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼,…

କୋଭିସିଲ୍ଡର ୨ଟି ଡୋଜ୍ ଟିକା ମଧ୍ୟରେ ବ୍ୟବଧାନ କମାଇଲା ବ୍ରିଟେନ୍

ଲଣ୍ଡନ: କରୋନା ସହ ଲଢ଼େଇ ପାଇଁ ବ୍ରିଟେନ୍ ଟିକାକରଣ ଦ୍ରୁତଗତିରେ କରୁଛି । ବ୍ରିଟେନ୍ ଏବେ କୋଭିସିଲ୍ଡର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ସମୟକୁ କମାଇଛି । ଏବେ ୨ଟି ଡୋଜ୍ ଭିତରେ ୮ ସପ୍ତାହ ବ୍ୟବଧାନ ରଖାଯାଇଛି । ତେବେ, ଏହି ନିୟମ ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ଲାଗି ଲାଗୁ ହେବ । ଏଥିସହ…

ରିଲିଜ ହେଲା ନିର୍ମାତା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ଡି କମ୍ପାନୀ’

ନୂଆଦିଲ୍ଲୀ: ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଗ୍ୟାଙ୍ଗଷ୍ଟର ଫିଲ୍ମ ଡି କମ୍ପାନୀ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି। ଏ ନେଇ ନିର୍ମାତା ରାମ ଗୋପାଳ ବର୍ମା ‌ନିଜେ ଘେ‌ାଷଣା କରିଛନ୍ତି। ଏହି ଫିଲ୍ମରେ ଅଭିନେତା ଅଶ୍ୱତ କନ୍ଥ, ପ୍ରଣୟ ଦୀକ୍ଷିତ, ନୈନା ଗାଙ୍ଗୁଲି ଏବଂ ଇରା ମୋର୍‌…

ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି; ମେ ୧୬ରୁ ୩୦ ସମ୍ପୂର୍ଣ୍ଣ ବନ୍ଦ

ପଶ୍ଚିମବଙ୍ଗ: ସମଗ୍ର ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ଅବଧିକୁ ବଢାଇସାରିଲେଣି। ଏହାଭିତରେ ପଶ୍ଚିମବଙ୍ଗ ସରକାର ମଧ୍ୟ ରାଜ୍ୟରେ କରୋନା ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଶନିବାର ଲକ୍‌ଡାଉନ୍‌ ବୃଦ୍ଧି ନେଇ…

କରୋନାରେ ସିଏମ୍‌ ମମତା ବାନାର୍ଜୀଙ୍କ ଭାଇ ଅଶିମ୍ ବନ୍ଦୋପାଧ୍ୟାୟଙ୍କ ପରଲୋକ

ପଶ୍ଚିମବଙ୍ଗ: କରୋନାରେ ପ୍ରାଣ ହରାଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନଭାଇ ଅଶିମ୍ ବନ୍ଦୋପାଧ୍ୟାୟ। କରୋନା ଯୋଗୁ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ପାରିବାରିକ ସୂତ୍ର ଅନୁଯାୟୀ, ଗତ ଏକ ମାସ ଧରି ଅଶିମ୍‌ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ।…

ରାଉରକେଲାର ୩ଟି ଅଞ୍ଚଳରୁ ହଟିଲା କୋଭିଡ୍ କଣ୍ଟେନମେଣ୍ଟ

ରାଉରକେଲା: କୋଭିଡ୍ ସଂକ୍ରମଣ ରୋକିବା ପାଇଁ ରାଉରକେଲା ମହାନଗର ନିଗମର ବିଭିନ୍ନ ଅଞ୍ଚଳକୁ ଆବଶ୍ୟକସ୍ଥଳେ ମାଇକ୍ରୋ କଣ୍ଟେନମେଣ୍ଟ ଭାବେ ଘୋଷଣା କରାଯାଉଛି। ସୂଚନା ଅନୁଯାୟୀ ଗତ କିଛିଦିନ ତଳେ କଣ୍ଟେନମେଣ୍ଟ ଲାଗୁ ହୋଇଥିବା ସେକ୍ଟର ୧୭, ସେକ୍ଟର-୬ ଏବଂ ଛେଣ୍ଡସ୍ଥିତ ଏଲସିଆର କ୍ଵାର୍ଟର…

କରୋନା ପ୍ରଭାବିତଙ୍କ ସହାୟତା ପାଇଁ ଆଗକୁ ଆସିଲେ ଅଭିନେତ୍ରୀ ସଞ୍ଜନା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ବଲିଉଡ୍‌ ସେଲିବ୍ରିଟି ଲୋକଙ୍କୁ ସହାୟତାର ହାତ ବଢାଉଥିବା ଦେଖିବାକୁ ମିଳୁଛି। ବଲିଉଡ୍‌ ଅଭିନେତ୍ରୀ ସଞ୍ଜନା ସାଙ୍ଘି ମଧ୍ୟ ଏହି ସମୟରେ ସମାଜ କଲ୍ୟାଣ ପାଇଁ ଆଗେଇ ଆସିଛନ୍ତି। ସେ ଏକ ଏନଜିଓ, ସେଭ୍ ଦି ଚାଇଲ୍ଡ୍ ସହିତ ହାତ ମିଳାଇଛନ୍ତି। ଯାହା…

କରୋନାରୁ ବର୍ତ୍ତିବା ପାଇଁ ଚାଲିଛି କରୋନା ମାତାଙ୍କ ପୂଜା

ମାଲକାନଗିରି: ଭାରତରେ ଲୋକେ ୩୩ କୋଟି ଦେବାଦବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣ ଅନୁସାରେ ଦେବାଦେବୀଙ୍କର ରହିଛି ଅନେକ ବେଶ, ଅନନ୍ୟ ନାମ । ତେବେ ଦେବାଦେବୀଙ୍କର ଏପରି ବି କିଛି ନାମ ରହିଛି ଯାହା ଲୋକଙ୍କୁ ଏକାଧିକ ଥର ଚିନ୍ତା କରିବାକୁ ବାଧ୍ୟ କରିଥାଏ । ଏହି ଧାରାରେ ମାଲକାନଗିରି…

ଶ୍ମଶାନ ଗୃହ ନିର୍ମାଣ କାର୍ଯ୍ୟର ତଦାରଖ କଲେ ବିଏମସି କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) କମିଶନର ସଞ୍ଜୟ କୁମାର ସିଂ ଶୁକ୍ରବାର ଦିନ ପଟିଆରେ ନିର୍ମିତ ଏଲପିଜି ଭିତ୍ତିକ ଶବ ସତ୍କାର ହଲର ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି। ସୂଚନା ଅନୁଯାୟୀ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ନିର୍ଦ୍ଧାରିତ ସମୟସୀମା…