Latest Odisha News

ଓଡ଼ିଶାର ୭ଟି ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୩ ଦିନ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହେବାର ସତର୍କ ସୂଚନା ଜାରି କରାଯାଇଛି । ଏନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗଜପତି ଏବଂ ଗଞ୍ଜାମ ଜିଲ୍ଲା…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ବର : ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ୍ ବିଲ୍ଡିଂ । ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ଭୁବନେଶ୍ବର ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ ।…

ଆଇପିଏଲକୁ ଫେରିବା ସଙ୍କେତ ଦେଲେ ଡିଭିଲର୍ସ !

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ପ୍ରଶଂସକମାନେ ନିରାଶ ହୋଇ ପଡିଥିଲେ । ତେବେ ଆଜି ବିଶ୍ୱର ଏହି ମହାନ ଖେଳାଳି ପରୋକ୍ଷରେ ଆଇପିଏଲ ଓ ଆରସିବିକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି । ସଣ୍ଡେ ଟାଇମ୍ସକୁ…

ତପସ୍ୱିନୀ ଘରେ ରହିବା ନେଇ ଖୁସି ନାହାନ୍ତି ସୁମିତ, ହାଇକୋର୍ଟ ଯିବେ ସୁମିତ

ବ୍ରହ୍ମପୁର : ତପସ୍ୱିନୀ ଓ ସୁମିତ ମାମାଲାରେ କୋର୍ଟର ରାୟ ଆସିବା ପରେ ଖୁସି ନାହାଁନ୍ତି ଡକ୍ଟର ସୁମିତ । ଏନେଇ ସୁମିତଙ୍କ ଓକିଲ ସୂଚନା ସୂଚନା ଦେଇଛନ୍ତି । ଜିଲ୍ଲା କୋର୍ଟରେ ରାୟ ବିରୋଧରେ ସୁମିତ୍ ହାଇକୋର୍ଟ ଯିବେ ବୋଲି ଜଣାପଡିଛି । ୪୪ ଦିନ ଧରି ତପସ୍ୱିନୀ ଧାରଣାରେ ବସିବା ପରେ…

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି । ଖୁବଶୀଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ । କିନ୍ତୁ ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା ୧୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ…

ରାଜ୍ୟ ସରକାର ଉଠାଇବେ ଉଷୁନା ଚାଉଳ

ଭୁବନେଶ୍ବର : ଖରିଫ ମାର୍କେଟିଂ ୨୦୨୧-୨୨ର ଗାଇଡଲାଇନ ସଂଶୋଧନ କରିଛି ଯୋଗାଣ ନିଗମ । ଗତବର୍ଷ ପରି ଚଳିତ ଖରିଫ ଋତୁରେ ମଧ୍ୟ କେନ୍ଦ୍ର ସରକାର ଉଷୁନା ଚାଉଳ ଉଠାଇବାକୁ ମନା କରିଛନ୍ତି । ତେଣୁ ନିଜ ମିଲରଙ୍କ ଦ୍ବାରା ଉଷୁନା ଚାଉଳ ଉଠାଇବାକୁ ନୀତି ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର ।…

କରଡ଼ା ଘାଟିରେ ୭୦ଫୁଟ୍ ତଳକୁ ଖସିଲା କାର, ୩ମୃତ୍ୟୁ ଓ ୬ଜଣ ଆହତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ କରଡ଼ା ଘାଟିରେ ଦୁର୍ଘଟଣା । ପିକନିକ୍ ପାଇଁ ଯାଉଥିବାବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା କାର୍ । ଆଜି ଅପରାହ୍ନରେ ଘଟିଛି ଏହିଭଳି ଦୁର୍ଘଟଣା । ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି ।…

ବୁଲ୍ଲି ବାଇ ଆପ ମାମଲା: ମୁଖ୍ୟ ଅଭିଯୁକ୍ତ ଅଟକ

ନୂଆଦିଲ୍ଲୀ:ବୁଲ୍ଲି ବାଇ ଆପ ମାମଲାରେ ମୁମ୍ବାଇ ପୋଲିସ ସାଇବର ସେଲ ମଙ୍ଗଳବାର ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଉତରାଖଣ୍ଡର ଏହି ମହିଳାଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ବୋଲି ଘୋଷଣା କରିଛି । ପୂର୍ବରୁ ସୋମବାର ୨୧ ବର୍ଷୀୟ ଇଞ୍ଜିନିୟର ଛାତ୍ର ବିଶାଳଙ୍କୁ ଗିରଫ କରାଯାଇଥିଲା ।…

କୋଭିଡ଼ ନିୟମ ଉଲ୍ଲଂଘନ, ପୁରୀରେ ସିଲ୍ ହେଲା ୩ଟି ଦୋକାନ

ପୁରୀ: ପୁରୀରେ ତିନୋଟି ଦୋକାନକୁ ସିଲ୍ କରାଯାଇଛି । କୋଭିଡ଼ ଗାଇଡ଼ଲାଇନ୍ ଉଲ୍ଲଂଘନ ଅଭିଯୋଗରେ ପୁରୀ ଟାଉନ ଥାନା ଅଧିନ ନିଳାଦ୍ରୀ ମାର୍କେଟ କମ୍ପେ୍ଲକ୍ସରେ ଦୋକାନକୁ ପ୍ରଶାସନ ସିଲ୍ କରିଥିବା ଜଣାପଡ଼ିଛି । କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏନେଇ ପ୍ରଶାସନ ପକ୍ଷରୁ କଟକଣା…

ଅସହାୟ ଓ ଅଭାବୀ ଲୋକଙ୍କ ସେବାରେ ‘ଆସ୍ଥା ଆଲୋକ’ 

କଟକ: ସମାଜର ଅସହାୟ ଓ ଅଭାବୀ ଲୋକଙ୍କୁ ସେବା ମିଳିବ । ଲୋକଙ୍କର ସେବା କରିବା ଉଦ୍ଦେଶ୍ୟରେ 'ଆସ୍ଥା ଆଲୋକ' ନାମରେ ଏକ ରେଜିଷ୍ଟ୍ରୀଭୁକ୍ତ ନ୍ୟାସ ଗଠନ କରାଯାଇଛି । କେନ୍ଦ୍ର ରିଜର୍ଭ ପୁଲିସ ବାହାନୀର ପୂର୍ବତନ ମହାନିର୍ଦେଶକ ଶ୍ରୀ ପ୍ରକାଶ ମିଶ୍ର ଓ ଓଡ଼ିଶା ଘରୋଇ ଯାନ୍ତ୍ରୀକ ମହାବିଦ୍ୟାଳୟ…