Latest Odisha News

BREAKING NEWS

[ଭିଡିଓ] ଚାଲାକ ହାତୀର ଚକିତକର କାରନାମା

ଭୁବନେଶ୍ୱର: ସାଧାରଣତଃ ହାତୀ ବୁଦ୍ଧିଆ ଓ ସମ୍ବେଦନଶୀଳ ଜନ୍ତୁ ଭାବେ ପରିଗଣିତ । ସେମାନଙ୍କ ନିକଟରେ ବିଚକ୍ଷଣ ସ୍ମୃତିଶକ୍ତି ରହିଛି । ସୋସିଆଲ ମିଡିଆରେ ଗୋଟିଏ ହାତୀର କାରନାମା ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭଡିଓରେ ଗୋଟିଏ ହାତୀ ମଣିଷଙ୍କୁ ନକଲ କରି ଲୁହାର ବାଡ ଡେଇଁବାରେ…

ସୁନ୍ଦରଗଡ ଜିଲ୍ଲା ଖଣି ପ୍ରଭାବିତ ଅଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ପ୍ରବେଶିକା ପରୀକ୍ଷା କୋଚିଂ ବ୍ୟବସ୍ଥା

ସୁନ୍ଦରଗଡ: ପ୍ରବେଶିକା ପରୀକ୍ଷା ହେଉ ଅବା ଚାକିରୀ ପାଇଁ ଇଣ୍ଟରଭ୍ୟୁ । ସଫଳତା ହାସଲ କରିବା ଲାଗି ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ରହୁଥିବା ସ୍ୱଚ୍ଛଳ ପରିବାରର ଛାତ୍ରଛାତ୍ରୀଙ୍କ ପାଖରେ ଅଧିକ ସୁଯୋଗ ରହିଥାଏ । ଅଧିକାଂଶ କ୍ଷେତ୍ରରେ ଗ୍ରାମାଂଚଳରେ ରହୁଥିବା ଗରିବ ତଥା ମେଧାବୀ…

ଭାରତ ଓ ଚୀନ୍ ସମ୍ପର୍କକୁ ନେଇଁ ମୁହଁ ଖୋଲିଲେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର

ଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌. ଜୟ ଶଙ୍କର । ଏଲଏସିରେ ଦେଢ ବର୍ଷ ହେବା ଚାଲିଥିବା ଅଶାନ୍ତ ବାତାବରଣକୁ ନେଇ ଉଭୟ ଦେଶ ସେନା ସ୍ତରୀୟ ବାର୍ତ୍ତାକୁ ନେଇ ସହମତି ଦେଇଛନ୍ତି । ଏହା ୧୪ ସ୍ତରୀୟ ବାର୍ତ୍ତାହେବ ଯେଉଁଥିରେ…

ଡ଼ଙ୍ଗା ଭସାଇବାବେଳେ ଭାସିଯାଇଥିବା ନାବାଳକର ମୃତଦେହ ଉଦ୍ଧାର

କାମାକ୍ଷାନଗର: ଡ଼ଙ୍ଗା ଭସାଇବାକୁ ଯାଇଥିବାବେଳେ ନଦୀରେ ଭାସିଯାଇଥିବା ନାବାଳକକୁ ଉଦ୍ଧାର କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ଢ଼େଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ ବୁଦେ୍ଧଶ୍ୱର ଘାଟରେ ଡ଼ଙ୍ଗା ଭସାଇବାକୁ ଯାଇଥିଲେ ରୋଶନ ନାୟକ । ଏହି ସମୟରେ ନଦୀରେ ସେ ଭାସିଯାଇଥିଲେ । ଜଣେ ମାଛ…

[ଭିଡ଼ିଓ] କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ପୀଠରେ ୧୪୪ଧାରା

ଭୁବନେଶ୍ୱର: ଧର୍ମ ମାସର ଶେଷ ଦିନରେ ବିଭିନ୍ନ ଜଳାଶୟ ଗୁଡ଼ିକରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଗହଳି । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଭିନ୍ନ ଜଳାଶୟ ଓ ମନ୍ଦିରଗୁଡ଼ିକରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଥିଲା । ହେଲେ ଆଜି ଯାଜପୁର ବଞ୍ଝାରପୁର ବରୁଣେଶ୍ୱର ମନ୍ଦିରରେ ନିୟମର ଖୋଲାଖୋଲି…

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଭୁବନେଶ୍ୱର : ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । କିଛି ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି…

[ଭିଡ଼ିଓ] ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଛି । କାର୍ତ୍ତିକ ପୂର୍ଣ୍ଣିମାରେ ପାରମ୍ପରିକ ରୀତି ମତେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ବିରାଜିତ ତିନି ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ସଜିତ କରାଯାଇଥାଏ । ଆଜି ଅବକାଶ ନୀତି ଶେଷ ହେବା ପରେ…

ଆନ୍ଧ୍ରପ୍ରଦେଶ କଡ଼ାପାରେ ଆକସ୍ମିକ ବନ୍ୟା ବିତ୍ପାତ ,୩ ମୃତ ୩୦ ନିଖୋଜ

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶରେ ପୁଣି ବନ୍ୟା ବିତ୍ପାତ । ଆନ୍ଧ୍ରପ୍ରଦେଶ କଡ଼ାପା ଜିଲ୍ଲାରେ ହଠାତ୍ ବନ୍ୟା ହେବା ଯୋଗୁଁ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ସୂଚନା ଅନୁସାରେ ଗୋଟିଏ ଜଳ ଭଣ୍ଡାରରେ ଘାଇ ହେବାରୁ ଚେୟୁର ନଦୀ କୂଳଲଙ୍ଘି କେତେକ ଅଞ୍ଚଳ…

ପ୍ରବଳ ବର୍ଷାରେ କାନ୍ଥ ପଡ଼ି ତାମିଲନାଡ଼ୁରେ ୪ପିଲାଙ୍କ ସମେତ ୯ମୃତ

ତାମିଲନାଡ଼ୁ: ତାମିଲନାଡ଼ୁରେ ବର୍ଷା ବିତ୍ପାତ । ପ୍ରବଳ ବର୍ଷା ଯୋଗୁଁ ତାମିଲନାଡ଼ୁର ଭେଲୋର ଜିଲ୍ଲାରେ ଏକ କୋଠାଘରର କାନ୍ଥ ପଡ଼ିଯିବାରୁ ୪ଜଣ ପିଲାଙ୍କ ସମେତ ୯ଜଣଙ୍କ ମୃତ୍ୟୁ ହୋଇଛି । ଭେଲୋର ଜିଲ୍ଲା ଅନ୍ତର୍ଗତ ପେରନାମପଟ୍ଟୁ ଅଞ୍ଚଳରେ ଘଟିଛି ଏହି ଅଘଟଣ । ସ୍ଥାନୀୟ ଲୋକଙ୍କଠାରୁ ଘଟଣା…

ପ୍ରଦୂଷଣରେ ବେହାଲ ପାକିସ୍ତାନ

ନୂଆଦିଲ୍ଲୀ: ପ୍ରଦୂଷଣ ହେତୁ ପାକିସ୍ତାନର ସ୍ଥିତି ଶୋଚନୀୟ ହୋଇପଡ଼ିଛି। ଲାହୋର ସମେତ ଅନେକ ସହରରେ ଲୋକମାନେ ନିଶ୍ୱାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ପ୍ରଦୂଷଣ ଦୃଷ୍ଟିରୁ ଲାହୋର ସହର ଦୁନିଆର ସବୁଠାରୁ ଖରାପ ସହର ତାଲିକାରେ ରହିଛି। ଲୋକମାନଙ୍କ ଅଭିଯୋଗ ଅନୁଯାୟୀ ସେମାନେ…