୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ, ୧୮୮୨ଜଣ କିଶୋର ନେଲେଣି ଟିକା
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟିକାକରଣ । ଜାନୁଆରୀ ୧ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧ହଜାର ୮୮୨ ଜଣ ଟିକା ନେଇସାରିଲେଣି । ରାଜ୍ୟରେ ୩ ହଜାର ୧୯୩ କେନ୍ଦ୍ରରେ ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ…