Latest Odisha News

BREAKING NEWS

ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା

ଭୁବନେଶ୍ବର : କୋଭିଡ ମହାମାରୀ ବିରୋଧରେ ଚାଲିଥିବା ଟିକାକରଣରେ ସାରା ଦେଶରେ ଆଗରେ ଓଡ଼ିଶା । ଏବେ ଯାଏଁ ଟିକା ନେଇ ସାରିଲେଣି ୪.୦୩ କୋଟି ଲୋକ ସେମାନଙ୍କ ମଧ୍ୟରୁ ୨ କୋଟି ୬୮ ଲକ୍ଷ ୪ ହଜାର ଲୋକଙ୍କ ଦିଆଯାଇଛି ପ୍ରଥମ ଡୋଜ୍ । ସେହିପରି ୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକଙ୍କୁ…

JSW ପ୍ରକଳ୍ପ ପାଇଁ ନିଆଯାଉଛି ଲୋକଙ୍କ ମତ, ଗଡ଼କୁଜଙ୍ଗରେ ପ୍ରଶାସନର ବୈଠକ

ପାରାଦୀପ : ଜେଏସଡବ୍ଲ୍ୟୁ ପ୍ରକଳ୍ପ ପାଇଁ ନିଆଯାଉଛି ଲୋକଙ୍କ ମତାମତ । ଜିଲ୍ଲା ପ୍ରଶାସନ ପକ୍ଷରୁ ସିଧାସଳଖ ଲୋକଙ୍କ ମତ ନେବା ପାଇଁ ଗଡ଼କୁଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ବୈଠକ । ବୈଠକରେ ଗଡ଼କୁଜଙ୍ଗ ପଞ୍ଚାୟତର ବହୁ ମହିଳା ଓ ମୁରବୀ ସାମିଲ ହୋଇଛନ୍ତି । କମ୍ପାନୀ…

ବ୍ରାଉନସୁଗାର ଜବତ,୨ ଗିରଫ

ଭୁବନେଶ୍ୱର : ବ୍ରାଉନସୁଗାର ଜବତ । ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ପୁରୀ କେନାଲ ନିକଟରୁ ୩୦୦ ଶହ ଗ୍ରାମ ବ୍ରାଉନସୁଗାର ଜବତ କଲା ପୋଲିସ । ଘଟଣା ସ୍ଥଳରୁ ଅଭିଯୁକ୍ତ ଅନୀଲ ନାୟକ ଓ ଶେଖ ସାମଶୁଦ୍ଧିନ ନାମକ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୋଲିସ ଚଢାଉ ସମୟରେ ଅଭିଯୁକ୍ତଙ୍କ…

ପୋଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ମାମଲା, ପୁଣି ୨ ଦିନିଆ ରିମାଣ୍ଡରେ ଗଲା ବୈକୁଣ୍ଠ

ଭୁବନେଶ୍ବର : ପୋଲିସ ଚାକିରି କରାଇବା ନାଁରେ ଦେଢ଼ କୋଟି ଠକେଇ ମାମଲାରେ ତନାଘନା । ପୁଣି ୨ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ ବୈକୁଣ୍ଠ ନାୟକ । ଠକ ବୈକୁଣ୍ଠନାଥର ମିଛ ନିଯୁକ୍ତି ଠକେଇର ଗୁମର ଖୋଲିବ ଇଓଡବ୍ଲ୍ୟୁ । ବୈକୁଣ୍ଠକୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲ୍ୟୁ ।…

ତାଇଓ୍ବାନ ପ୍ରସଙ୍ଗରେ ଆମେରିକାକୁ ଚୀନର ଧମକ, କହିଲା ନିଆଁ ସହ ଖେଳ ନାହିଁ

ବେଜିଂ : ସକାଳେ ପ୍ରଶଂସାରେ ପୋତି ପକାଇଲେ, ଆଉ ଅପରାହ୍ନରେ ଧମକ । ବିଶ୍ବର ଦୁଇ ସୁପରପାଓ୍ବାର ଆମେରିକା ଓ ଚୀନ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ଏକ ଭିନ୍ନଗତି ଦେଖିବାକୁ ମିଳିଛି । ତାଇଓ୍ବାନ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କୁ ଧମକ ଦେଇଛନ୍ତି ଚୀନ…

ହକି ଜ୍ୱରରେ ଆକ୍ରାନ୍ତ ହେଲାଣି ଭୁବନେଶ୍ୱର, ଆଜି ପଂହଚିଲା ବେଲଜିୟମ ଟିମ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଭୁବନେଶ୍ୱରରେ ୨୪ ନଭେମ୍ବରରୁ ଆରମ୍ଭ ହେବା । ଏହା ପୂର୍ବରୁ ହକି ଜ୍ୱରରେ ଆକ୍ରାନ୍ତ ହୋଇଗଲାଣି ରାଜଧାନୀ । ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଥିବା ବେଲଜିୟମ ଟିମ ଆଜି ଭୁବନେଶ୍ୱରରେ ପଂହଚିଛନ୍ତି । ଗ୍ରୁପ ଏ’ରେ ବେଲଜିୟମ ସହ ଚିଲି, ମାଲେସିଆ ଓ…

କରୋନା ଟିକାକରଣରେ ସାରା ଦେଶରେ ଓଡିଶା ଆଗରେ

ଭୁବନେଶ୍ୱର : କରୋନା ଟିକା କରଣରେ ସାରା ଦେଶରେ ଓଡିଶା ଆଗରେ । ରାଜ୍ୟରେ ଟିକାକରଣର ୱେଷ୍ଟଜ ହାର କମିଛି ।ଏପର୍ଯ୍ୟନ୍ତ ୪.୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ଅନ୍ୟପଟେ ୨ କୋଟି ୬୮ଲକ୍ଷ ୪ ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ଦିଆ ସରିଛି ।୧ କୋଟି ୩୪ ଲକ୍ଷ ୯୬ ହଜାର ଲୋକ ଦ୍ୱିତୀୟ ଡୋଜ…

ବିଶ୍ୱର ଡ୍ରଗ୍‌ କ୍ୟାପିଟାଲ୍‌ ପାଲଟିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ଅଫିମ ଉତ୍ପାଦନରେ କ୍ରମାଗତ ପଞ୍ଚମ ବର୍ଷ ପାଇଁ ୬୦୦୦ ଟନ୍ ଅତିକ୍ରମ କରିଛି। ତାଲିବାନ ରାଜ ପରେ ଆଫଗାନିସ୍ତାନ ଏବେ ବିଶ୍ୱର ଡ୍ରଗ୍ କ୍ୟାପିଟାଲ୍‌ ପାଲଟିଛି। ତାଲିବାନ ଆସିବା ପରେ ଅଫିମ୍‌ ଉତ୍ପାଦନରେ ବହୁତ ବୃଦ୍ଧି ଘଟିଛି।…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼

ଜଗତସିଂହପୁର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଣ୍ଡାମାଡ଼ । କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଜଗତସିଂହପୁରରେ କେନ୍ଦ୍ରମନ୍ତ୍ରୀଙ୍କୁ ହୋଇଛି ଅଣ୍ଡାମାଡ଼। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ…

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମହାମାରୀ ସମୟରେ ଗଣମାଧ୍ୟମ:ଏକ ନୂତନ ଆହ୍ୱାନ ବିଷୟବସ୍ତୁ ଉପରେ ଆଲୋଚନା…