Latest Odisha News

BREAKING NEWS

ପଦୂଷଣ ମୁକାବିଲା; ଲକଡାଉନ୍‌ ହେବ ରାଜଧାନୀ!

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ଲୋକ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। ଘରେ ମାସ୍କ ବିନ୍ଧି ରହିବାକୁ ବାଧ୍ୟ ହେଉଛନ୍ତି। ଅନେକ ଲୋକ ଆଖି ଜଳିବା, ଗଳା ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ଅସୁବିଧା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ ପ୍ରଦୂଷଣ ସମସ୍ୟାର…

ରାଜ୍ୟରେ ଦୁଇ ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସିବ କରୋନା କେସ୍ । ଆଜି ଦୈନିକ ସଂକ୍ରମଣ ଦୁଇ ଶହ ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହନଟ ହୋଇଛନ୍ତି ୧୮୫ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୬ । ୧୮ ବର୍ଷ ଭିତରେ ଆଉ ୩୫ ଜଣ ପଜିଟିଭ୍…

ଗାଈଙ୍କ ଚିକିତ୍ସା ଲାଗି ୨୪ ଘଣ୍ଟା ଦିଆଯିବ ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ: ଯୋଗୀ ସରକାରଙ୍କ ନୂଆ ନିୟମ। ରାଜ୍ୟରେ ଥିବା ଗାଈମାନଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇବା ଲାଗି 'ଡାଏଲ୍ ୧୧୨' ଜରୁରୀକାଳୀନ ହେଲ୍ପଲାଇନ ସେବା ଲାଇନରେ 'ଅଭିନବ ଆମ୍ବୁଲାନ୍ସ' ସେବା ଆରମ୍ଭ କରିବାକୁ ଯାଉଛନ୍ତି। ୟୁପିର ଦୁଗ୍ଧ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ଚୌଧୁରୀ କହିଛନ୍ତି…

୫ ରୁ ୧୧ ବର୍ଷ ବୟସର ପିଲାଙ୍କ ଟିକାକରଣକୁ ଅନୁମତି ଦେଲେ ଇସ୍ରାଏଲ୍ ସରକାର

ଜେରୁଜେଲମ୍: ୫ ରୁ ୧୧ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକା ଦେବା ପାଇଁ ଇସ୍ରାଏଲ୍ ସରକାର ଅନୁମୋଦନ କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଇସ୍ରାଏଲର ଆକ୍ରମଣାତ୍ମକ ଟିକାକରଣ ପ୍ରୟାସ କରୋନାଭାଇରସର ବିସ୍ତାରକୁ ରୋକିବାରେ ସାହାଯ୍ୟ କରିଛି ଏବଂ ନିକଟରେ ଡେଲ୍‌ଟା ପ୍ରକାରର ତରଙ୍ଗକୁ…

ପ୍ରଦୂଷଣ ମୁକାବିଲା ପାଇଁ ନିୟମିତ ମାସ୍କ ବଦଳାଇବା ଜରୁରୀ

ନୂଆଦିଲ୍ଲୀ: ଏକ ସପ୍ତାହରୁ ଅଧିକ ସମୟ ଧରି ଦିଲ୍ଲୀ-ଏନସିଆର ବାୟୁ ପ୍ରଦୂଷଣରେ ବୁଡି ରହିଛି। ତେବେ ପ୍ରଦୂଷଣ ମୁକାବିଲା ପାଇଁ ଏବେ ପ୍ରମୁଖ ଅସ୍ତ୍ର ସାଜିଛି ମାସ୍କ। କରୋନାଭାଇରସରୁ ରକ୍ଷା କରିବା ପାଇଁ ପୂର୍ବରୁ ବ୍ୟବହୃତ ହେଉଥିବା ମାସ୍କଗୁଡ଼ିକ ବର୍ତ୍ତମାନ ମାରାତ୍ମକ ପ୍ରଦୂଷଣରୁ ରକ୍ଷା…

ଆଜି ବାହା ହେବେ ବଲିଉଡ୍‌ ଲଭବର୍ଡସ୍ ରାଜକୁମାର ଓ ପତ୍ରଲେଖା

ନୂଆଦିଲ୍ଲୀ: ବଲିଉଡ୍‌ ଲଭବର୍ଡସ୍ ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କର ଆଜି ନଭେମ୍ବର ୧୫ ରେ ଚଣ୍ଡିଗଡ଼ରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହି ସମାରୋହରେ ଘନିଷ୍ଠ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଯୋଗଦେବେ। ନଭେମ୍ବର ୧୩ ରେ ଦମ୍ପତିଙ୍କର ନିର୍ବନ୍ଧ ହୋଇଥିଲା। ବର୍ତ୍ତମାନ, ସେମାନଙ୍କର…

ପରଲୋକରେ ପଦ୍ମବିଭୂଷଣ ବାବାସାହେବ ପୁରନ୍ଦରେ

ପୁଣେ: ପରଲୋକରେ ପଦ୍ମବିଭୂଷଣ ବାବାସାହେବ ପୁରନ୍ଦରେ । ମହାନ ଐତିହାସିକ ତଥା ଲେଖକ ବାବାସାହେବ ପୁରନ୍ଦରେଙ୍କ ଆଜି ଦେହାନ୍ତ ହୋଇଛି । ଭୋର୍ ୫ଟା ୭ ମିନିଟରେ ପୁଣେ ସ୍ଥିତ ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା ।…

ରାଜଧାନୀକୁ ଘୋଡ଼ାଇ ଦେଲା ଘନ କୁହୁଡ଼ି

ଭୁବନେଶ୍ୱର: ରାଜଧାନୀରେ ଘଡ଼ କୁହୁଡ଼ି । ଦେଖାଗଲାନି ରାସ୍ତାଘାଟ । ଆଜି ସକାଳୁ ସକାଳୁ ଉୁବନେଶ୍ୱରକୁ ଘୋଡ଼ାଇ ରଖିଥିଲା ଘନ କୁହୁଡ଼ି । ସକାଳ ୭ଟା ଯାଏ ରାସ୍ତାଘାଟ ଦିଶୁ ନଥିଲା । ଅତି ପାଖରେ ଥିବା ଜିନିଷ ବି ଖାଲି ଆଖିରେ ଦୃଶ୍ୟମାନ ହେଉ ନଥିଲା । ୨୦୦ ମିଟର ଭିଜିବିଲିଟି ରହିଥିବାରୁ ଯାଆସ…

୧୪ ବର୍ଷ ପରେ T20 ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସ୍ୱପ୍ନ ଧୂଳିସାତ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଅଷ୍ଟ୍ରେଲିଆର ୧୪ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ନ୍ୟୁଜିଲାଣ୍ଡକୁ ହରାଇ ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଅଷ୍ଟ୍ରେଲିଆ । ଗତକାଲି ରୋମାଞ୍ଚକର ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୮ ଓ୍ୱିକେଟରେ ହରାଇ ଟି-ଟ୍ୱେଣ୍ଟି ଟ୍ରଫି ନିଜ ନାଁରେ କରିଛି…

ଆଜିଠୁ କ୍ଲାସରୁମରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ କ୍ଲାସରୁମରେ ଆରମ୍ଭ ହେବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଠପଢ଼ା । କୋଭିଡ୍ କଟକଣା ଓ ଗାଇଡଲାଇନ ଅନୁସାରେ ଅଫଲାଇନରେ ପାଠପଢ଼ା ଆରମ୍ଭ ହେଉଛି । ସକାଳ 9ଟାରୁ ଆରମ୍ଭ ହେବ କ୍ଲାସ । ଦୁଇ ବର୍ଷ ପରେ ସ୍କୁଲକୁ ଫେରୁଛନ୍ତି ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା । ତେଣୁ…