Latest Odisha News

BREAKING NEWS

୧୦୦ କୋଟିର ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କଲା ମାଲକାନଗିରି ପୋଲିସ

ମାଲକାନଗିରି : ମାଲକାନଗିରି ପୋଲିସକୁ ସଫଳତା । ସ୍ୱଭିମାନ ଅଞ୍ଚଳରୁ ଏକ ଲକ୍ଷ ୮୮ ହଜାର ଟଙ୍କାର ବେଆଇନ ଗଞ୍ଚେଇ ଗଛକୁ ନଷ୍ଟ କରିଛି ମାଲକାନଗିରି ପୋଲିସ । ଏହି ଗଞ୍ଜେଇର ବଜାର ମୂଲ୍ୟ ୧୦୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସ୍ୱଭିମାନ ଅଞ୍ଚଳରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଝାରସୁଗୁଡ଼ାର ହୀରାକୁଦ ବିସ୍ଥାପିତଙ୍କୁ ଦିଆଯିବ ଘରଡିହ

ଝାରସୁଗୁଡ଼ା: ହୀରାକୁଦ ବିସ୍ଥାପିତଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ । ନଦୀ ବନ୍ଧ ପ୍ରକଳ୍ପ ଦ୍ୱାରା ଝାରସୁଗୁଡ଼ାର ବିସ୍ଥାପିତଙ୍କୁ ଘରଡିହ ଯୋଗାଇ ଦେବେ ସରକାର । ଝାରସୁଗୁଡ଼ାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ଝାରସୁଗୁଡ଼ାବାସୀ ପାଇଲେ ସ୍ମାର୍ଟ ହେଲଥ୍ କାର୍ଡ

ଝାରସୁଗୁଡ଼ା: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ଝାରସୁଗୁଡା ଜିଲ୍ଲା । ଆଜି ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଉପକୃତ ହେବେ ଜିଲ୍ଲାର ୧ ଲକ୍ଷ ୧୫ ହଜାର ଲୋକ ।…

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଶୀତ ସାହିତ୍ୟ ଆସର

ଭୁବନେଶ୍ୱର : ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଶୀତ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର "ଶାରଦୀୟ ବିଶେଷାଙ୍କ" ପତ୍ରିକା ଉନ୍ମୋଚିତ ହୋଇଥିଲା । ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରମାକାନ୍ତ ମିଶ୍ର, ପ୍ରସନ୍ନ ପାଟ୍ଟଶାଣୀ,…

ଜୋତାରେ ମଦ ଢାଳି ପିଇଲେ ଅଷ୍ଟ୍ରେଲିଆ ଖେଳାଳି, ଦେଖନ୍ତୁ ସେଲିବ୍ରେସନ୍ ଭିଡିଓ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ୧୪ ବର୍ଷ ପରେ ଅଷ୍ଟ୍ରେଲିଆ ହାତରେ ଲାଗିଛି ଟି-ଟ୍ୱେଣ୍ଟି ବିଶ୍ୱକପ୍ । ୨୦୨୧ରେ କଙ୍ଗାରୁ ବାହିନୀର ଚାମ୍ପିଅନ୍ ସ୍ୱପ୍ନ ସାକାର ହୋଇଛି । ନ୍ୟୁଜିଲାଣ୍ଡଠାରୁ ମ୍ୟାଚ୍ ଜିତିବା ପରେ ପାର୍ଟିରେ ମସଗୁଲ୍ ହୋଇଥିଲା ଟିମ୍ । ଡ୍ରେସିଂ ରୁମରେ ଜବରଦସ୍ତ…

ଜାପାନ ରାଜକୁମାରୀ ମାକୋଙ୍କ ପ୍ରେମ ବିବାହ: ଏବେ ଦେଶ, ରାଜମହଲ ଛାଡି ରହିବେ ନ୍ୟୁୟର୍କରେ

ଟୋକିଓ: ପ୍ରେମ ପାଇଁ ଜାପାନ ରାଜକୁମାରୀ ମାକୋ ସବୁ କିଛି ଛାଡିଲେ । ନିଜ ପ୍ରିୟର ମଣିଷଟିକୁ ପାଇବା ପାଇଁ ସେ ରାଜମହଲ, ରାଜକୀୟ ସମ୍ମାନ ଓ ଶେଷର ଦେଶ ବି ଛାଡିଲେ । ଗତ ମାସରେ ମାକୋ ଏବଂ କେଇ କୋମୁରୋ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଗତକାଲି ରାତିରେ ସେମାନେ ନ୍ୟୁୟର୍କରେ ପଂହଚିଛନ୍ତି ।…

ସାହିତ୍ୟରେ ଶାନ୍ତିଭଙ୍ଗ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦିନକର ଘଟଣା । ବଙ୍ଗଳାରେ ସାହିତ୍ୟ ପ୍ରତି ସାଧାରଣ ଲୋକଙ୍କର ପ୍ରବଳ ଆଗ୍ରହ ରହିଆସିଛି କେଉଁକାଳରୁ । ପ୍ରତିବର୍ଷ ଦୁର୍ଗାପୂଜାରେ ଅନେକ ପ୍ରକାଶକ ଅନେକ ଲେଖକଙ୍କର ପୁସ୍ତକ ପ୍ରକାଶନ କରନ୍ତି । ଲୋକମାନଙ୍କର ମଧ୍ୟ ପୂଜା ବଜେଟରେ ପୁସ୍ତକ…

ଆମେରିକାରେ ଚାକିରୀ ପ୍ରତି ହେଉଛି ମୋହ ଭଙ୍ଗ, ଛୁଟୁଛି ଇସ୍ତଫାର ସୁଅ

ନୂଆଦିଲ୍ଲୀ:ଉତମ କ୍ୟାରିୟର ଏବଂ ଅଧିକ ଅର୍ଥ ରୋଜଗାର ପାଇଁ ଆମେରିକାକୁ ଚାକିରୀ ନିମନ୍ତେ ବିଭିନ୍ନ ଦେଶରୁ ଲୋକ ଏଠାକୁ ଆସିଥାନ୍ତି । କରୋନା ମହାମାରୀ ପରେ ଏବେ କିନ୍ତୁ ବଡ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଚୀନ ପରେ ଆମେରିକାରେ ଚାକିରୀ ପ୍ରତି ଯୁବପିଢ଼ୀଙ୍କ ମୋହ ଭଙ୍ଗ ହେଉଛି । ଅଗଷ୍ଟରେ…

ବଢୁଛି ଡେଲ୍‌ଟା ସଂକ୍ରମଣ; ଚିନ୍ତାରେ ସରକାର

ବେଜିଂ: ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟ ସଂକ୍ରମଣ କାରଣରୁ ଚୀନ୍ ଏବେ ଚିନ୍ତାରେ ପଡ଼ିଯାଇଛି। ଦିନକୁ ଦିନ ବଢିଚାଲିଛି ସଂକ୍ରମଣ। ଦେଶର ଅନ୍ୟ ସ୍ଥାନ ତୁଳନାରେ ଉତ୍ତରପୂର୍ବ ଅଞ୍ଚଳରେ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ମଧ୍ୟରେ ମୋଟ ୧୩୦୮ ସଂକ୍ରମଣ…

‘ପାୱାର୍ ନାପ୍’ ଜ୍ଞାନଗତ କାର୍ଯ୍ୟଦକ୍ଷତାକୁ ବଢାଇଥାଏ

ନୂଆଦିଲ୍ଲୀ: ପାଟନା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଦିନରେ ଏକ ଛୋଟ ପାୱାର୍ ନାପ୍‌ ମଣିଷର ଜ୍ଞାନଗତ କାର୍ଯ୍ୟଦକ୍ଷତାକୁ ବଢାଇଥାଏ। ବିଶେଷକରି ଗଣନା କ୍ଷମତା କିମ୍ବା ଡ୍ରାଇଭିଂ ଭଳି କୁଶଳୀ କାର୍ଯ୍ୟଗୁଡ଼ିକର…