ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି
କାକୁସ୍ଥ ପୃଥିବୀ
ସୋମବାର ନସରୁଣୁ ଚିଠି ପାଇଁ ଭାବ ସବୁ ଶବ୍ଦ ହୋଇ ଅଦୃଶ୍ୟରେ ବୁଣି ହେଉଥାଏ ମନର କେଉଁ ଏକ ଅପହଞ୍ଚ ଇଲାକାରେ । ଲେଖିବି ଲେଖିବି ହୋଇ ଡେଇଁଯାଏ ଅକ୍ଷରମାନଙ୍କ ମୋହକୁ ତୁମ ପାଇଁ ତିଆରି ହୋଇ ଚାଲିଥିବା ଅଭିମାନର ମଧୁର ଜଞ୍ଜାଳରେ । କହିପାର ନିଜକୁ ମୁଁ ବାରମ୍ବାର ଭୁଲୁଥାଏ…