Latest Odisha News

BREAKING NEWS

ସହିଦଙ୍କ ସ୍ମାରକୀ ସହ ଫଟୋ ଉଠାଇବା ପଡ଼ିଲା ମହଙ୍ଗା; ୭ ମାସ ଜେଲ୍‌

ନୂଆଦିଲ୍ଲୀ: ଭାରତୀୟ ସୈନିକମାନଙ୍କ ସହ ଗଲୱାନ ଉପତ୍ୟକା ସୀମା ସଂଘର୍ଷରେ ଚୀନ୍ ସୈନିକଙ୍କ ସମାଧି ନିକଟରେ ପୋଜ୍ ଦେଇ ଫଟୋ ଉଠାଇଥିବ‌ାରୁ ଜଣେ ଟ୍ରାଭେଲ ବ୍ଲଗରଙ୍କୁ ସାତ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଚୀନ୍ କୋର୍ଟ ଏହାକୁ ସହିଦମାନଙ୍କ ପ୍ରତି ଅପମାନ ବୋଲି ବିବେଚନା କରିଥିଲେ।…

ପୋଲିସ ଗୁଳିରେ ହାର୍ଡ଼କୋର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଏନକାଉଣ୍ଟର। ପୋଲିସ ଗୁଳିରେ ଜଣେ ହାର୍ଡ଼କୋର ମାଓବାଦୀ ନିହତ। ଛୋଟେ ଡ଼ଙ୍ଗର ଥାନା ଅନ୍ତର୍ଗତ ବହକର ଜଙ୍ଗଲରେ ନକ୍ସଲମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି…

ଦୁନିଆର ସବୁଠୁ ଲମ୍ବା କାର, ହେଲିପ୍ୟାଡ଼ରୁ ଆରମ୍ଭ କରି ଗୋଲ୍ଫ କୋର୍ସ ପର୍ଯ୍ୟନ୍ତ ରହିଛି ସୁବିଧା

ଓଡ଼ିଶା ସମ୍ବାଦ ବ୍ୟୁରୋ: ନିଜର ଗୋଟିଏ କାର ହେଉ ବୋଲି ଅନେକ ଲୋକଙ୍କ ସ୍ୱପ୍ନ ରହିଥାଏ। ଆଉ ସେହି କାରରେ ବସି ପରିବାର ଲୋକଙ୍କ ସହ ବୁଲିବାକୁ ଯାଇପାରିବେ। ଆଜିର ସମୟରେ ଦୁନିଆରେ ଏମିତି ସ୍ଥିତି ହୋଇଯାଇଛି ଯେ ଯଦି କାହା ପାଖରେ ଦାମିକିଆ କାର ରହିଛି ତାହେଲେ ତାର ବ୍ୟକ୍ତିତ୍ୱ ଓ ଷ୍ଟାଟର୍ସ ଅଛି…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ମନ୍ତ୍ରୀ ନବ ଦାସଙ୍କୁ କଳା ପତାକା ପ୍ରଦର୍ଶନ

ଝାରସୁଗୁଡା : ଝାରସୁଗୁଡାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରି ଫେରବା ବେଳେ ମନ୍ତ୍ରୀ ନବ ଦାସଙ୍କୁ କଳା ପତାକା ପ୍ରଦର୍ଶନ । ମନ୍ତ୍ରୀ ନବ ଦାସ ସର୍କିଟ ହାଉସ ଯିବା ସମୟରେ ଓଏମ୍‌ପି ଛକରେ ବିଜେପି କର୍ମୀମାନେ ତାଙ୍କ ଗାଡିକୁ କଳାପତାକା ପ୍ରଦର୍ଶନ କରିଥିଲେ। ଅନ୍ୟପଟେ ଗ୍ରାମ୍ୟଉନ୍ନୟନ…

ତ୍ରିପୁରାରେ ଓଡ଼ିଆ ସାମ୍ବାଦିକାଙ୍କୁ ଅଟକ

ଭୁବନେଶ୍ୱର: ତ୍ରିପୁରାରେ ଓଡ଼ିଆ ସାମ୍ବାଦିକାଙ୍କୁ ଅଟକ । ତ୍ରିପୁରାରେ ଓଡ଼ିଆ ସାମ୍ବାଦିକା ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖାଯାଇଛି । ଅଟକ ଓଡ଼ିଆ ସାମ୍ବାଦିକା ଜଣକ ହେଲେ ଝାରସୁଗୁଡ଼ାର ସମୃଦ୍ଧି କେ .ସାକୁନିଆ ଓ ତାଙ୍କ ସହଯୋଗୀ ଦିଲ୍ଲୀ ରୋହିଣୀ ଅଞ୍ଚଳର ସ୍ୱର୍ଣ୍ଣ ଝା । ଦିଲ୍ଲୀର ଏକ…

ଆମେରିକାଠୁ ୩୦ ଟି ଘାତକ ଡ୍ରୋନ କିଣିବ ଭାରତ; ଖର୍ଚ୍ଚ ହେବ ୨୧ ହଜାର କୋଟି

ନୂଆଦିଲ୍ଲୀ: ଭାରତ ଏବେ ଆମେରିକାଠାରୁ ୩୦ ଟି ପ୍ରିଡେଟର ଡ୍ରୋନ୍ କିଣିବାକୁ ଯାଉଛି। ଏହାକୁ ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିଲା। ସୋମବାର ପ୍ରତିରକ୍ଷା ମନ୍ତ୍ରଣାଳୟରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ ୨୧,୦୦୦ କୋଟି ଟଙ୍କା ଅଧିଗ୍ରହଣ ଉପରେ ଆଲୋଚନା ହେବ। ଇଣ୍ଡିଆ…

ରାଞ୍ଚିରେ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ଓ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରାହାଳୟ ଉଦଘାଟନ କଲେ ମୋଦି

ଦିଲ୍ଲୀ : ବିର୍ସା ମୁଣ୍ଡାଙ୍କ ଜୟନ୍ତ୍ରୀ ଅବସରରେ ରାଞ୍ଚିରେ ଉଦଘାଟିତ ହେଲା ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସି ମାଧ୍ୟମରେ ବିର୍ସା ମୁଣ୍ଡା ସ୍ମୃତି ଉଦ୍ୟାନ ସହ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରାହାଳୟ ଉଦଘାଟନ କରିଛନ୍ତି ।ଏହି ଅବସରରେ…

ଆହୁରି ୧୪ ଦିନ ନ୍ୟାୟିକ ହେପାଜତରେ ରହିବେ ପୂର୍ବତନ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଉ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ଦେଶମୁଖଙ୍କୁ ନଭେମ୍ବର ୨ରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ନଭେମ୍ବର ୬ ରେ, କୋର୍ଟ ୭୧ ବର୍ଷୀୟ ଦେଶମୁଖଙ୍କୁ ନ୍ୟାୟିକ…

ପ୍ରଦୂଷଣର ମୁକାବିଲା ପାଇଁ ଘରୁ କାମ କରିବାକୁ ପରାମର୍ଶ ଦେଲେ ଏସ୍‌ସି

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି। କର୍ମଚାରୀମାନେ ଘରୁ କାମ ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଏନସିଆର ଅଞ୍ଚଳର ରାଜ୍ୟମାନଙ୍କୁ କହିଛନ୍ତି। ନଭେମ୍ବର ପ୍ରଥମ…

ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଲା ଶିମିଳିପାଳ

ମୟୁରଭଞ୍ଜ: ଗତ ୧ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଘନ କୁହୁଡ଼ି ହେଉଛି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ। ଏନେଇ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିପରି ଘୋଷଣା…