Latest Odisha News

BREAKING NEWS

[ଭିଡ଼ିଓ] କଷ୍ଟ ସହୁଛି କଅଁଳ ଛୁଆ, ବଞ୍ଚିିବାକୁ ଦରକାର ୧୬ କୋଟି

ଫୁଲବାଣୀ: ଯନ୍ତ୍ରଣାରେ ଜର୍ଜରିତ ନିରୀହ ନିଷ୍ପାପ ଶିଶୁ । ଅକାଳରେ ଗ୍ରାସିଛି ଦୁସାଧ୍ୟ ରୋଗ । ଆଉ ରୋଗ ଭଲ ହେବାକୁ ସଞ୍ଜିବନୀ ପାଲଟିବ ୧୬କୋଟି । ରୋଗଗ୍ରସ୍ତ ହୋଇ ବିଛଣାରେ ପଡି ରହିଛି ୧୮ ମାସର ଛୁଆ ରାଜବୀର । ନା ପାଟି ଫିଟୁଛି ନା ଖେଳକୁଦ କରିପାରୁଛି । ପିଲାର ଯନ୍ତ୍ରଣାରେ ଅବାକ୍…

ପୁରୀ ଶ୍ରୀମନ୍ଦିର ପରିସରରେ ଚୋରି ଅଭିଯୋଗ, ଜଣେ ମହିଳା ଗିରଫ

ପୁରୀ: ନାନା କଟକଣା ମଧ୍ୟରେ ପୁରୀ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସୁଯୋଗ ପାଉଛନ୍ତି ଲକ୍ଷଲକ୍ଷ ଶ୍ରଦ୍ଧାଳୁ । ସାମାଜିକ ଦୂରତା ଅବଲମ୍ବନ ସତ୍ତ୍ୱେ ଜମୁଛି ଭକ୍ତଙ୍କ ଭିଡ । ଏହି ଭିଡର ଫାଇଦା ଉଠାଇ ଜଣେ ମହିଳା ସୁନା ଚେନ୍ ଚୋରି କରିବାରେ ସଫଳ ହୋଇଥିଲେ । ହେଲେ ମହିଳା ଜଣକ ମନ୍ଦିର ପରିସରରେ…

ଆମେରିକାରେ ହେବ ୨୦୨୪ ଟି୨୦ ବିଶ୍ୱକପ !

ନୂଆଦିଲ୍ଲୀ: ଆମେରିକାରେ ଖୁବ ଶୀଘ୍ର କ୍ରିକେଟର ରାଜୁତି ହେବାକୁ ଯାଉଛି । ସିଡନୀ ମର୍ଣ୍ଣିଂ ହେରାଲ୍ଡରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୨୪ ଟି୨୦ ବିଶ୍ୱକପ କ୍ରିକେଟ ଆୟୋଜନ ଅଧିକାର ଆମେରିକାକୁ ମିଳିବ । ଆମେରିକା ଏବଂ କ୍ରିକେଟ ୱେଷ୍ଟଇଣ୍ଡିଜ ଏହାକୁ ମିଳିତ ଭାବେ ଆୟୋଜନ କରିପାରନ୍ତି ।…

[ଭିଡିଓ] କ୍ଷୀର ଦେଲାନି ମଇଁଷି, ଗୁଣିଗାରେଡି ସନ୍ଦେହରେ ଥାନାରେ ଦ୍ୱାରସ୍ତ ହେଲେ ଚାଷୀ

ଭୁବନେଶ୍ୱର: ଜଣେ ଚାଷୀ ନିଜ ମଇଁଷିକୁ ନେଇ ଚିନ୍ତାରେ ପଡିଥିଲେ । ବାରମ୍ବାର ଚେଷ୍ଟା ସତ୍ତ୍ୱେ ମଇଁଷି କ୍ଷୀର ଦେବାକୁ ଅମଙ୍ଗ ହୋଇଥିଲା । ଘଟଣାକ୍ରମେ ମଇଁଷୀ ଉପରେ କେହି ଗୁଣିଗାରେଡି କରିଥିବା ସନ୍ଦେହ କରି ଶେଷରେ ଚାଷୀ ଜଣକ ଥାନାରେ ଦ୍ୱାରସ୍ତ ହୋଇଥିଲେ । ମଧ୍ୟପ୍ରଦେଶ ଭିଣ୍ଡ ଅଂଚଳରୁ…

ଚିତ୍ରକଳାରେ ଚାଚା ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଚିତ୍ରକଳାରେ ଚାଚା ନେହେରୁଙ୍କୁ  ଶ୍ରଦ୍ଧାଞ୍ଜଳି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଚିତ୍ରକଳା ଜରିଆରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଦିବସରେ ଚିତ୍ରଶିଳ୍ପୀ ନିଆରା ଢଙ୍ଗରେ ତିଆରି କରିଛନ୍ତି ନେହେରୁଙ୍କ ଏକ ସୁନ୍ଦର…

ରେଷ୍ଟୁରାଣ୍ଟ, ବାର୍, ଜିମ୍ ଓ ସ୍ପା ଉପରେ ଲାଗିଥିବା କଟକଣା ହଟାଇଲା ହରିୟାଣା ସରକାର

ଗୁରୁଗ୍ରାମ: ମହାମାରୀ କରୋନା ପାଇଁ ବାର୍, ରେଷ୍ଟୁରାଣ୍ଟ, ଜିମ୍, ସ୍ପା ଓ କ୍ଲବ ହାଉସ ଉପରେ ଲାଗିଥିଲା କଟକଣା। ହରିୟାଣା ସରକାର ଏହି କଟକଣାକୁ ହଟାଇଦେଇଛନ୍ତି। ବର୍ତ୍ତମାନ ଏଗୁଡ଼ିକ ପୂର୍ଣ୍ଣ କ୍ଷମତାର ସହ ଚାଲିବ। କଟକଣା ହଟିଥିଲେ ମଧ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ସାମାଜିକ ଦୂରତା…

୨୦୧୯ଠାରୁ ୨୦୨୦ ରେ ପିଲାଙ୍କ ଉପରେ ସାଇବର କ୍ରାଇମ୍‌ ୪୦୦% ବଢିଛି

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶିଶୁମାନଙ୍କ ବିରୁଦ୍ଧରେ କରାଯାଇଥିବା ସାଇବର ଅପରାଧରେ ୨୦୧୯ଠାରୁ ୨୦୨୦ ରେ ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ୨୦୨୦ ରେ ପିଲାମାନଙ୍କୁ ଟାର୍ଗେଟ କରି ସମୁଦାୟ ୮୪୨ଟି ସାଇବର ଅପରାଧର…

ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନ, ୨୬ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ  । ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥିମଧ୍ୟରୁ ୫ଟି ଛୁଟି ଦିବସ ରହିଛି  । ସେହିପରି ମୋଟ ୨୬ଟି କାର୍ଯ୍ୟ ଦିବସ ରହିଛି  । ଏନେଇ ଆଜି…

[ଭିଡିଓ] ଖୋଲିଲା ସ୍କୁଲ, ବ୍ୟାଣ୍ଡ ବାଜା ଧରି ପହଂଚିଗଲେ ଅଭିଭାବକ

ନୂଆଦିଲ୍ଲୀ: କରୋନା ମହାମାରୀରେ ଲୋକେ ଭୟଭୀତ ହୋଇପଡିଥିଲେ । ହେଲେ ଏବେ ଧୀରେଧୀରେ ସାଧାରଣ ସ୍ଥିତିକୁ ଫେରୁଛି ଲୋକଙ୍କ ମାନସିକତା । ପାଖାପାଖି ୨୦ ମାସ ପରେ ଛାତ୍ରଛାତ୍ରୀମାନେ ସ୍କୁଲକୁ ଫେରିଛନ୍ତି । ଏହି ଖୁସୀରେ ଅଭିଭାବକମାନେ ବ୍ୟାଣ୍ଡ ବାଜା ବଜାଇ ସେମାନଙ୍କୁ ପିଲାମାନଙ୍କୁ ସ୍କୁଲ…

CBI ଏବଂ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ : CBI ଏବଂ ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି  । ଜାତୀୟ ତଦନ୍ତକାରୀ ବ୍ୟୁରୋ (CBI) ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ED)ର ନିର୍ଦେଶକଙ୍କ କାର୍ଯ୍ୟକାଳ ୫ ବର୍ଷ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଏ ନେଇ ଅଧ୍ୟାଦେଶ ଜାରି କରିଛନ୍ତି । ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିର…