Latest Odisha News

BREAKING NEWS

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ; ମନ୍ତ୍ରୀ ସାମାନ୍ୟ ଆହତ

ବାଲେଶ୍ବର: କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ। ରବିବାର ଦିନ ନୀଳଗିରି ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି। ତେବେ ଏହି ଦୁର୍ଘଟଣାରେ ମନ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା…

ମେ ୧୨ରୁ ଆରମ୍ଭ ହେବ ସେବାୟତଙ୍କ କୋଭିଡ୍‌ ଟେଷ୍ଟ

ପୁରୀ: ମେ ୧୨ରୁ ଶ୍ରୀମନ୍ଦିର ସେବାୟତଙ୍କର ହେବ କରୋନା ଟେଷ୍ଟ୍‌। ଏ ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ସୂଚନା ଦେଇଛନ୍ତି। ଯେଉଁ ସେବାୟତମାନେ ଚନ୍ଦନ ଯାତ୍ରା, ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟରେ  ସାମିଲ ହେବେ ସେମାନଙ୍କର କୋଭିଡ୍‌ ‌ପରୀକ୍ଷା କରାଯିବ। ମେ ୧୨ରୁ ଏହି ଟେଷ୍ଟ୍‌…

ଦିଲ୍ଲୀ ଏବଂ ବିଶାଖାପାଟନମକୁ ୮ଟି ଅକ୍ସିଜେନ ଟ୍ୟାଙ୍କର ପଠାଇଲା ଓଡ଼ିଶା

ଭୁବନେଶ୍ୱର: ଆଜି ଓଡ଼ିଶା ସରକାର ଆଉ ୮ଟି ଅକ୍ସିଜେନ ଟ୍ୟାଙ୍କର ଦିଲ୍ଲୀ ଏବଂ ବିଶାଖାପାଟନମକୁ ପଠାଇଛନ୍ତି। ରବିବାର ଦିନ ଯାଜପୁରରୁ ଦିଲ୍ଲୀ ଏବଂ ବିଶାଖାପାଟନମକୁ ୮ଟି ଟ୍ୟାଙ୍କରରେ ଭର୍ତ୍ତି 153.8 MT ଅମ୍ଳଜାନ ପଠାଯାଇଛି। ସେଥିରୁ ୭ଟି ଅକ୍ସିଜେନ ଟ୍ୟାଙ୍କର୍‌କୁ ଟ୍ରେନ ଯୋଗେ ଦିଲ୍ଲୀ…

ବୁଲା ଗାଈ ଓ କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଯାହା ଫଳରେ ବୁଲା ପଶୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ବୁଲା ଗାଈ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏମ୍‌…

କରୋନାରୋ ବିଜେପିର ପୂର୍ବତନ ରାଜ୍ୟ ଉପ ସଭାପତି ବୃନ୍ଦାବନ କଳସଙ୍କ ପରଲୋକ

ଭୁବନେଶ୍ବର: କରୋନାରୋ ବିଜେପିର ପୂର୍ବତନ ରାଜ୍ୟ ଉପ ସଭାପତି ବୃନ୍ଦାବନ କଳସଙ୍କ ପରଲୋକ। ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଏମ୍‌ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୯୯୦ ମସିହାରୁ ୨୦୧୦ ପର୍ଯ୍ୟନ୍ତ ସେ…

ମାଟିର ମଣିଷ ଓ ସତ୍ୟଜିତ ରାୟ

ଚିଠିର ସ୍ପଷ୍ଟରେଖକୁ ଆଗ ପଢନ୍ତୁ , ଏହା ମୂଳ ଚିଠିର ଅବିକଳ । ତେବେ କାଗଜ ଚିରି ଥିବାରୁ ଦୁଇଟି ସ୍ଥାନରେ XXX ଚିହ୍ନ ଦେଇଛି । ଏହାକୁ ମୁଁ ଅନୁମାନ କରି ଲେଖି ପାରିଥାନ୍ତି କିନ୍ତୁ ଜାଣିଶୁଣି କଲି ନାହିଁ, ଆପଣମାନେ ଅନୁମାନ କରିପାରିବେ ଓ ଜାଣିପାରିବେ । SATYAJIT RAY 3 LAKE…

ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଗୌହାଟୀ: ହିମନ୍ତ ବିଶ୍ବ ଶର୍ମା ଆସାମ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବ ଶର୍ମା। ରବିବାର ଦିନ ବିଜେପି ବିଧାନସଭା ପାର୍ଟି ଗୌହାଟୀରେ ଭେଟିବା ପରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

ସ୍ୱପ୍ନକୁ ଏମିତି ସଫଳତାର ରଙ୍ଗ ଦିଅ, ଯାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ହୋଇ ଝଟକୁଥିବ : ଗଦାଧର ମିଶ୍ର

ଗଦାଧର ମିଶ୍ର ଜଣେ ନିଆରା  ବ୍ୟକ୍ତିତ୍ୱ । ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ , ନିଷ୍ଠାପର ସାମ୍ବାଦିକ, ଲୋକପ୍ରିୟ ସାମାଜିକ କର୍ମୀ ,  ସଫଳ ସଂସ୍କୃତି ସଙ୍ଗଠକ ଏବଂ ନିରପେକ୍ଷ ସାହିତ୍ୟ ସମାଲୋଚକ ଭାବରେ ସୁପରିଚିତ । ତାଙ୍କର ସାହିତ୍ୟ ଆଲୋଚନା ପୁସ୍ତକଗୁଡିକ ଶିକ୍ଷାର୍ଥୀଙ୍କ ଗହଣରେ ବେଶ୍ ଆଦୃତ…

ଦିଲ୍ଲୀରେ ବଢିଲା ଲକ୍‌ଡାଉନ୍ ଅବଧି; ଆସନ୍ତାକାଲିଠୁ ମେଟ୍ରୋ ସେବା ବନ୍ଦ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସଙ୍କଟାପନ୍ନ ରହିଥିବା ବିଭିନ୍ନ ରାଜ୍ୟ ଏବେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରୁଛନ୍ତି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ରବିବାର ଦିନ ପୂର୍ବରୁ ଲାଗୁ ହୋଇଥିବା ଲକଡାଉନକୁ ଆଉ ଏକ ସପ୍ତାହ ପାଇଁ…

ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର: ଓଡ଼ିଶାର ଆଉ ଦୁଇଟି ଜିଲ୍ଲାରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ । ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ଦୁଇଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଏମସିଏଲ୍ ଦ୍ୱାରା ସୁନ୍ଦରଗଡ଼ ଜିଲ୍ଲା ବସୁନ୍ଧରାରେ ଗୋଟିଏ ଏବଂ ଅନୁଗୋଳ ଜିଲ୍ଲାର ଜଗନ୍ନାଥ ଓ ସୁଭଦ୍ରା ଅଞ୍ଚଳରେ…