ଆତ୍ମହତ୍ୟା ନାଟକ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ସେତେବେଳେ ସ୍କୁଲ କଲେଜ ସବୁ ବନ୍ଦ। ବାର୍ଷିକ ପରୀକ୍ଷା ପରେ ଖରାଛୁଟିରେ ସମସ୍ତଙ୍କ ପାଖରେ ପ୍ରାୟ କୌଣସି କାମ ନାହିଁ। ଏହି ସମୟକୁ ଆମେ ଗାଁ ପିଲାମାନେ ଦୁଇଟା ଉପାୟରେ ବିନିଯୋଗ କରୁ। ଦିନବେଳେ ଘରେ ପେଟେ ପଖାଳ ଟାଙ୍କିଦେଇ ଗାଁ ପାହାଡ଼…