Latest Odisha News

BREAKING NEWS

ସଂଘମିତ୍ରା ମିଶ୍ର ପାଇଲେ “ଶୈଳଜା” ସମ୍ମାନ

ଭୁବନେଶ୍ୱର : ଶୈଳବାଳା ସାହିତ୍ୟ ସଂସଦର ପଞ୍ଚମ ସାରସ୍ୱତ ସମାରୋହ , ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସମାଲୋଚିକା ସଂଘମିତ୍ରା ମିଶ୍ରଙ୍କୁ ଶୈଳଜା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସାରସ୍ୱତ ସମାରୋହରେ "ସମ୍ବାଦ"ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୭ କ'ଣ ହେଲା ? ପଡିଗଲେ ? ନିଜକୁ ନିଜେ କହୁଥିଲି ...କେମିତି .... ଦାୟିତ୍ୱହୀନ ... ଚା କପରେ ମୋ'ର ଓଠ ଛୁଉଁଥିଲା...।ଧାଇଁଲି ବସିବା ଜାଗାରୁ ଉଠି...ଗୋଟାଏ ସମସ୍ୟାର ସମାଧାନ ନସରୁଣୁ ଆଉ ଏକ ...ଉଃ ... ପ୍ରଭୁ ତୁମେ…

ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ବିଜୟିନୀ-ବିଜୟୀ ଭବଃ’

କଟକ : ଜଣାଶୁଣା ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ଚଳଚ୍ଚିତ୍ର "ବିଜୟିନୀ- ବିଜୟୀ ଭବଃ" କଟକ ବୃନ୍ଦାବନ ହଲରେ ମୁକ୍ତିଲାଭ କରିଛି । ଚିରାଚରିତ କାହାଣୀରୁ ସମ୍ପୂର୍ଣ୍ଣ ଭିନ୍ନ ଏହି ଚଳଚ୍ଚିତ୍ରଟି ମହିଳା ସଶକ୍ତିକରଣର କଥାବସ୍ତୁକୁ ନେଇ ଆଧାରିତ । ବିଜୟ…

ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ: ସୁନ୍ଦରଗଡ଼ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ମନରେ ଭରିଛି ନୂଆ ସ୍ବପ୍ନ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଧାରା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହୋଇଛି । ଏହା ଫଳରେ ଏବେ ରୂପାନ୍ତରିତ ସ୍କୁଲରେ ତିଆରି ହୋଇଛି ସ୍ମାର୍ଟ କ୍ଲାସରୁମ,…

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ଢେଙ୍କାନାଳ ଝିଅ

କାମାକ୍ଷାନଗର : ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ଢେଙ୍କାନାଳ ଝିଅ  । ମାତ୍ର ୧୮ ସେକେଣ୍ଡରେ ପିରିୟଡିକ ଟେବୁଲର ୧୧୮ ମୌଳିକର ନାଁ କହିଲେ ଶର୍ମିଷ୍ଠା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗାଁର ଶତ୍ରୁଘ୍ନ ଭୂୟାଁ ଓ ସୁପ୍ରଭା ଭୂୟାଁଙ୍କର ବଡ଼ ଝିଅ ଶର୍ମିଷ୍ଠା ସୁପ୍ରାଜ ଭୂୟାଁ ।…

[ଭିଡ଼ିଓ] ରଙ୍ଗ ବଦଳାଉଥିବା ମା’ଧାରୀ ଦେବୀ ମୂର୍ତ୍ତି

ଜମ୍ମୁ: ଶୁଣିଲେ ଘଟଣା ବେଶ ଆଶ୍ଚର୍ଯ୍ୟ ଲାଗେ । ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଆମ ସାମନାରେ ପ୍ରତିଦିନ ଏମିତି କିଛି ନା କିଛି ଘଟଣା ଘଟିଚାଲିଛି। ଯାହାର ସତ୍ୟତା କିନ୍ତୁ ଆମକୁ ଅଗୋଚର ରହିଛି । ସେହିଭଳି ଏକ ମନ୍ଦିର ରହିଛି ଉତ୍ତରାଖଣ୍ଡରେ । ଶ୍ରୀନଗରଠାରୁ ପ୍ରାୟ…

ମହାରାଷ୍ଟ୍ରରେ ପୋଲିସ ମାଓବାଦୀ ମୁହାଁମୁହିଁ, ୨୬ ନକ୍ସଲ ନିହତ

ଭୁବନେଶ୍ୱର: ଆଜି ସକାଳୁସକାଳୁ ପୋଲିସ ଓ ମାଓବାଦୀଙ୍କ ଗୁଳିରେ ଗର୍ଜି ଉଠିଥିଲା ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲା । ଜାରି ରହିଥିଲା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଅନବରତ ଗୁଳି ବିନିମୟ । ସଦ୍ୟ ସ୍ଥିତି ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୬ ଜଣ ନକ୍ସଲ ନିହତ ହୋଇଥିବା ସୂଚନା ରହିଛି ।…

ମମିତା ମେହେର ହତ୍ୟା ମାମଲାର ତଦନ୍ତ ଅବହେଳାକୁ ଖଣ୍ଡନ କଲେ ଡିଆଇଜି

ସମ୍ୱଲପୁର : ମମିତା ମେହେର ହତ୍ୟା ମାମଲାରେ ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମମିତା ହତ୍ୟା ନେଇ ଅକ୍ଟୋବର ୧୩ ତାରିଖରେ ଏତଲା ହୋଇଥିଲା । କିନ୍ତୁ କୋର୍ଟକୁ ୧୬ ତାରିଖରେ ଯାଇଥିଲା ମାମଲା । ତଦନ୍ତରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠିବା ପରେ ଏହାର ଉତ୍ତର ରଖିଛନ୍ତି…

ଆପ ପରେ ସୋନୁ ସୁଦ କଂଗ୍ରେସରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା !

ଚଣ୍ଡୀଗଡ: ପଞ୍ଜାବ ନିର୍ବାଚନ ପୂର୍ବରୁ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଲୋକପ୍ରିୟତା ହାତେଇବା ପାଇଁ ବିଭିନ୍ନ ଦଳ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଶୁକ୍ରବାର ସୋନୁ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଚରଣଜିତ ଚନ୍ନୀଙ୍କୁ ଭେଟିଥିଲେ । ଏହା ପରେ ସେ କଂଗ୍ରେସରେ ମିଶିବାକୁ ଯାଉଛନ୍ତି ବୋଲି…

ଦିଲ୍ଲୀରେ ୭ ଦିନ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ସପ୍ତାହେ ପାଇଁ ସ୍କୁଲ ବନ୍ଦ ଘୋଷଣା । ଆସନ୍ତା ସୋମବାରରୁ ସପ୍ତାହେ ପାଇଁ ସ୍କୁଲ୍ ବନ୍ଦ କରାଯାଇଥିବା ନେଇ ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ। ନଭେମ୍ବର ୧୪ରୁ ୧୭ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଇଭେଟ…