ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହେଲେ ହିଜବୁଲ ମୁଜାହିଦ୍ଦିନର ୩ ଆତଙ୍କୀ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ହିଜବୁଲ ମାଜାହିଦ୍ଦିନର ୩ ଆତଙ୍କବାଦୀ । ଆତ୍ମଘାତୀ ଆକ୍ରମଣ ଷଡଯନ୍ତ୍ରରେ ଏହି ଆତଙ୍କର ଥିଲେ । ଗୁରୁବାର ରାତିରୁ ଏହି ଆତଙ୍କବାଦୀଙ୍କ ସମ୍ପର୍କରେ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଆତଙ୍କବାଦୀମାନଙ୍କୁ ଆତ୍ମ…