Latest Odisha News

BREAKING NEWS

ଡ୍ରଗ୍ସ ର‍୍ୟାକେଟର ପର୍ଦ୍ଦାଫାସ୍, ଗୁଜୁରାଟର ଦ୍ୱାରକାରୁ ୩୦୦କୋଟି ଟଙ୍କାର ଡ୍ରଗ୍ସ ଜବତ

ଗୁଜୁରାଟ: ବଡ଼ ଧରଣର ଡ୍ରଗ୍ସ ର‍୍ୟାକେଟର ପର୍ଦ୍ଦାଫାସ୍ । ଗୁଜୁରାଟର ଦେବଭୂମି ଦ୍ୱାରକା ଜିଲ୍ଲାରେ ଗୁଜୁରାଟ ପୋଲିସ ହାତରେ ଜବତ ହୋଇଛି ବିପୁଳ ପରିମାଣର ଡ୍ରଗ୍ସ। ଡ୍ରଗ୍ସର ମୂଲ୍ୟ ୩ଶହ କୋଟି ଟଙ୍କାରୁ ଅଧିକ ହେବ। ପୋଲିସ ବୁଧବାର ସକାଳେ ୮୮ଲକ୍ଷ ଟଙ୍କାର ୧୯ଟି ପ୍ୟାକେଜ୍ ଜବତ କରିଥିବାବେଳେ…

ଅନିଲ୍‌ ଦେଶମୁଖଙ୍କୁ ପୁଣି ଝଟ୍‌କା; ୧୫ ଯାଏ ଇଡି ହେପାଜତରେ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଆଜି ମଧ୍ୟ ଆଶ୍ବସ୍ତି ମିଳିନାହିଁ। ମୁମ୍ବାଇର PMLA କୋର୍ଟ ଶୁକ୍ରବାର ଦିନ ଅନିଲ ଦେଶମୁଖଙ୍କୁ ନଭେମ୍ବର ୧୫ ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ପଠାଇଛନ୍ତି।…

ଆମେରିକା ସାମ୍ବାଦିକ ଡାନି ଫେନିଷ୍ଟରଙ୍କୁ ୧୧ ବର୍ଷ କାରାଦଣ୍ଡ , ମିଆଁମାର କୋର୍ଟ ଶୁଣାଇଲେ ସଜା

ମିଆଁମାର : ମିଆଁମାର କୋର୍ଟ ଆମେରିକା ସାମ୍ବାଦିକ ଡାନି ଫେନଷ୍ଟରଙ୍କୁ ୧୧ ବର୍ଷ କାରାଦାଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିୟମ ଉଲ୍ଲଙ୍ଘନ କରି ମେଲିଟାରୀ ବିରୋଧରେ ବିଭିନ୍ନ କଥା କହିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସାଧାରଣତଃ ସେ ମିଆମାରରେ ରହି ମିଆଁମାର ସାଧାରଣ ଜନତାଙ୍କୁ ମିଲିଟାରୀ…

ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ

ଭୁବନେଶ୍ୱର: କିମ୍ବଦନ୍ତୀ ଋଷିଆ ସାହିତ୍ୟିକ ଫିଓଡର ମିଖାଇଲୋଭିଚ୍ ଦସ୍ତୋଭସ୍କିଙ୍କ ଜୟନ୍ତୀ ପାଳନ ହୋଇଛି । ଭୁବନେଶ୍ୱର କ୍ଲବ ପରିସରରେ ଏହି ଦ୍ୱିଶତବାର୍ଷିକୀ ଜୟନ୍ତୀ ଗୁରୁବାର ପାଳିତ ହୋଇଯାଇଛି । ଜଣେ ବିଶିଷ୍ଟ ସାହିତ୍ୟିକାର ଭାବେ ତାଙ୍କର ବେଶ ଦବଦବା ରହିଥିଲା । କାଫ୍‌କା ଓ…

ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବାରିପଦା: ବଢ଼ୁଛି ଛାତ୍ର ଅଶାନ୍ତି। ବାରିପଦାର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ୍ ଅଶାନ୍ତ ଥିବା ଦେଖିବାକୁ ମିଳିଛି। ୧୦ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ। କରୋନା ମହାମାରୀ ସମୟରେ ସମସ୍ତଙ୍କ ଆର୍ଥିକ…

ଫୁଡ୍‌ ଷ୍ଟଲ୍‌ରେ ଆମିଷ ଖାଦ୍ୟ ବିକ୍ରି ମନା!

ନୂଆଦିଲ୍ଲୀ: ଖବର ଅନୁଯାୟୀ ଗୁଜୁରାଟର ଭଦୋଦରା ଆମିଷ ଖାଦ୍ୟକୁ ଖୋଲାଖୋଲି ଭାବେ ବିକ୍ରି କରୁଥିବା ଷ୍ଟ୍ରିଟ୍‌ ଦୋକାନୀଙ୍କୁ ଦଣ୍ଡ ଦେବା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ଭଦୋଦରା ନାଗରିକ ଅଧିକାରୀମାନଙ୍କୁ ଖାଦ୍ୟ ଷ୍ଟଲଗୁଡିକରେ ଖୋଲାଖୋଲି ଭାବେ…

ପୁଣି ସାମ୍ନାକୁ ଆସିଛି ମାଲକାନଗିରି ଗ୍ୟାଙ୍ଗର କାରନାମା ଭିଡ଼ିଓ

ମାଲକାନଗିରି: ପୁଣି ସାମ୍ନାକୁ ଆସିଛି ଆଉ ଏକ ଗ୍ୟାଙ୍ଗର କାରନାମା। ଭୁବନେଶ୍ୱର କେବିଏନ୍, କଟକର ପବ୍ଲିକ ଷଣ୍ଢ, ବଲାଙ୍ଗୀରର କିଙ୍ଗ୍ ଗ୍ରୁପ ଭିଡ଼ିଓ ଭାଇରାଲ ପରେ ମାଲକାନଗିରିରେ ବି ଦେଖିବାକୁ ମିଳିଛି ସମାନ ଷ୍ଟାଇଲର ଦୃଶ୍ୟ। କ୍ୟାମରାରେ କଏଦ ହୋଇ ଏହି ଦୃଶ୍ୟ ଭାଇରାଲ ହେବା ପରେ ସମଗ୍ର…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ଟେଷ୍ଟ ନେତୃତ୍ୱ ନେବେ ରାହାଣେ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ଆଜିଙ୍କ୍ୟ ରାହାଣେ । ଦ୍ୱିତୀୟ ଟେଷ୍ଟରେ ସାମିଲ ହେବେ ବିରାଟ କୋହଲି ।…

ସଲମାନ୍‌ ଖୂର୍ଶୀଦଙ୍କ ନୂଆ ପୁସ୍ତକକୁ ନେଇ ବଢୁଛି ବିବାଦ; ହୋଇପାରେ ବ୍ୟାନ୍‌

ନୂଆଦିଲ୍ଲୀ: ସଲମାନ୍‌ ଖୂର୍ଶୀଦଙ୍କ ନୂତନ ପୁସ୍ତକକୁ ନେଇ ବିବାଦ ବଢିବାରେ ଲାଗିଛି। ବହି ପ୍ରକାଶିତ ହେବା ପରଠାରୁ ଏହି ପୁସ୍ତକକୁ ନେଇ ବିବାଦ ଆରମ୍ଭ ହୋଇଛି। ଗୁଲାମ ନବୀ ଆଜାଦଙ୍କ ପରି କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ପୁସ୍ତକ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥି ସହ ମଧ୍ୟପ୍ରଦେଶ…

ଗବେଷକ ଅରବିନ୍ଦ ପଟ୍ଟନାୟକ ପାଇଲେ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ସ୍ୱର୍ଗତଃ ନଗେନ୍ଦ୍ରନାଥ ପ୍ରାଧାନଙ୍କ ୮୬ ତମ ଜୟନ୍ତୀ , ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶା ଦ୍ୱାରା ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି ଅବସରରେ ସାହିତ୍ୟିକ ତଥା ଗବେଷକ ଅରବିନ୍ଦ ପଟ୍ଟନାୟକଙ୍କୁ ଚତୁର୍ଥ ନଗେନ୍ଦ୍ରନାଥ ସ୍ମୃତି…