Latest Odisha News

BREAKING NEWS

କଂଗ୍ରେସର ଅଭିନବ ପ୍ରତିବାଦ , ମାଷ୍ଟରକ୍ୟାଣ୍ଟିନ ଛକରେ ଚକୋଲେଟ୍ ବାଣ୍ଟିଲେ କର୍ମୀ

ଭୁବନେଶ୍ୱର : ଆନ୍ଦୋଳନର ଡାକରା ଦେଲେ ହେଲେ ମାଷ୍ଟକ କ୍ୟାଣ୍ଟିନ ଛକରେ ଚକୋଲେଟ୍ ବାଣ୍ଟିଲା କଂଗ୍ରେସ। ମମିତା ମେହେର ହତ୍ୟା ଘଟଣାକୁ ନେଇ ଥମୁନି ରାଜନୀତି । କଂଗ୍ରେସର ଛଅ ଘଣ୍ଟିଆ ବନ୍ଦକୁ ଶାନ୍ତି ପୂର୍ଣ୍ଣ ଭାବେ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜଧାନୀ ମାଷ୍ଟର କ୍ୟାଣ୍ଟିନରେ…

ପେଟ୍ରୋଲ ଦର କମାଇବାରେ ଆଗରେ ରହିଛି ଭାରତ

ନୂଆଦିଲ୍ଲୀ: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆର ସବୁଠାରୁ ଶସ୍ତା ପେଟ୍ରୋଲ ବିକ୍ରି କରୁଥିବା ଦେଶରେ ୧୫ ଦିନ ମଧ୍ୟରେ ମାତ୍ର ୨ ରୁ ୪୦ ପଇସା ଶସ୍ତା ହୋଇଥିବାବେଳେ ଭାରତରେ ଏହାର ମୂଲ୍ୟ ପ୍ରାୟ ୧୯ ଟଙ୍କା ହ୍ରାସ ପାଇଛି। ମୋଦୀ ସରକାର ପେଟ୍ରୋଲ ଉପରେ ଏକ୍ସାଇଜ୍ ଡ୍ୟୁଟି ୫ ଟଙ୍କା ହ୍ରାସ…

କଂଗ୍ରେସର ଅଭିନବ ହରତାଳ: ସାମୁହିକ ମୁଣ୍ଡନ ହୋଇ ପ୍ରତିବାଦ

ନବରଙ୍ଗପୁର: ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ୬ ଘଣିଆ ହରତାଳ କରିଛି । ନବରଙ୍ଗପୁର ଜିଲ୍ଲାରେ ଅଭିନୟ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ କର୍ମୀ । ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ…

ଶାହାରୁଖଙ୍କୁ ଆର୍ୟନଙ୍କ ସୁରକ୍ଷା ଚିନ୍ତା: ପୁଅ ପାଇଁ କଲେ ସ୍ପେଶାଲ୍ ବ୍ୟବସ୍ଥା

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସରେ ଜାମିନରେ ଅଛନ୍ତି ଆର୍ୟନ ଖାନ୍ । ପୁଅ ଫେରିବା ପରେ ସେ ପୁଣି ଥରେ ସୁଟିଂ ଆରମ୍ଭ କରିବେ କିଙ୍ଗ ଖାନ୍ ଶାହାରୁଖ । ତାପୂର୍ବରୁ ଆର୍ୟନଙ୍କ ଦେଖାଶୁଣା ଓ ସୁରକ୍ଷା ପାଇଁ ସ୍ପେଶାଲ୍ ବ୍ୟବସ୍ଥା କରିଛନ୍ତି । କାରଣ ସୁଟିଂ ବେଳେ ସେ ଘରଠାରୁ ବହୁ ଦୂରରେ…

୨୪ ଘଣ୍ଟାରେ ରାଜ୍ୟରେ ୨୬୩ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୪୯୬୨ ରେ ପହଁଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟାଇନର ହୋଇଥିବା…

ପୋଲିସରେ ଚାକିରି ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ: ୨ ନକଲି ଅଫିସର ଗିରଫ

ଭୁବନେଶ୍ୱର: ଚାକିରି କରାଇ ଦେବାକୁ କହି ଠକେଇ ଅଭିଯୋଗ । ୩୮ ଜଣ ଚାକିରି ଆଶାୟୀଙ୍କଠାରୁ କୋଟିଏ ୪୭ ଲକ୍ଷ ଟଙ୍କାର ଠକେଇର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଏହି ଘଟଣାରେ ଦୁଇ ଜଣ ନକଲି ଅଫିସରଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବୈକୁଣ୍ଠନାଥ ନାଏକ ଓ…

ଆମେରିକାରେ ଏଚ୍ -୪ ଭିସା ଧାରକଙ୍କୁ ସାମାନ୍ୟ ଆଶ୍ବସ୍ତି; ହଜାର ହଜାର ଭାରତୀୟ ହେବେ ଉପକୃତ

ନୂଆଦିଲ୍ଲୀ: ଜୋ ବାଇଡେନ ପ୍ରଶାସନ ଇମିଗ୍ରେସନ ନିୟମକୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ବର୍ତ୍ତମାନ ଏକ ଏଚ୍‌-୧ବି ଭିସା ଧାରକଙ୍କ ପାର୍ଟନର୍‌କୁ ସ୍ୱୟଂଚାଳିତ ଭାବେ କାର୍ଯ୍ୟ ପ୍ରାଧିକରଣ ଅନୁମତି ପାଇପାରିବେ। ଏହାର ଅର୍ଥ ହେଉଛି, H-1B ଭିସା ମାଧ୍ୟମରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ…

ବାହାଘର ମଜା

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ବାହା ହେଲା ବେଳକୁ ଏତେ ସବୁ କଥା ଜାଣିନଥିଲା ନବୀନ। ଜାଣିଥିଲେ ହୁଏତ ଜୀବନ ତମାମ କଷ୍ଟ ପାଇବା ପାଇଁ କେବେ ବି ରାଜି ହୋଇନଥାନ୍ତା। ବପା ମାଆ ବାହାଘର ଠିକ୍ କରିଥିଲେ। ସେଥିପାଇଁ ସେମାନଙ୍କ ପସନ୍ଦ ଉପରେ ପ୍ରଶ୍ନ ନଉଠାଇ ବାହା…

ଆନ୍ଦୋଳନକୁ ପ୍ରଭାବହୀନ କରିବାକୁ ବିଜେଡ଼ି ଚକ୍ରାନ୍ତ କରୁଛି: ଜୟଦେବ ଜେନା

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସର ୬ଘଣ୍ଟିଆ ହରତାଳ। ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ହରତାଳ କରାଯାଉଛି। ଧାରଣାରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ଜୟଦେବ ଜେନା। ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, ଆଜିର ଆନ୍ଦୋଳନର ପ୍ରଭାବ ପଡ଼ିଛି।…

‘ଗୋବିନ୍ଦା ମେରା ନାମ୍‌’ରେ ଏକାଠି ନଜର ଆସିବେ ଭିକି, ଭୁମି ଓ କିଆରା

ମୁମ୍ବାଇ: ସୁଜିତ ସିରକାରଙ୍କ ଚଳଚ୍ଚିତ୍ରରେ ସର୍ଦ୍ଦାର ଉଦାମ ସିଂଙ୍କ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିଣିଥିବା ଅଭିନେତା ଭିକି କୌଶଲଙ୍କ ଶୁକ୍ରବାର ଦିନ ତାଙ୍କର ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି। ଏଥର ଭିକି ପ୍ରଶଂସକମାନେ ତାଙ୍କୁ ଗୋବିନ୍ଦା ୱାଗମେର ନାମକ ଏକ ମଜାଳିଆ ଚରିତ୍ରରେ ଦେଖିବାକୁ…