ଉଦୀୟମାନ ରେସଲର ନିଶା ଦାହିୟାଙ୍କ ମୃତ୍ୟୁ ନେଇ ଗୁଜବ: ସେ ସୁସ୍ଥ ଏବଂ ସୁରକ୍ଷିତ ଅଛନ୍ତି
ଚଣ୍ଡୀଗଡ: ଉଦୀୟମାନ ମହିଳା ରେସଲର ନିଶା ଦାହିୟାଙ୍କ ମୃତ୍ୟୁ ଖବର ଗୁଜବ ପ୍ରମାଣିତ ହୋଇଛି । ବିଭିନ୍ନ ନ୍ୟୁଜ ସରବରାହ ସଂସ୍ଥା ଏହି ଖବର ପ୍ରକାଶିତ କରିଥିଲେ । ପରେ ନିଜେ ନିଶା ସୁସ୍ଥ ଅଛନ୍ତି ବୋଲି କହିବା ପରେ ଲୋକଙ୍କ ମନରେ ବିଶ୍ୱାସ ଆସିଥିଲା । ଭାରତୀୟ ରେସଲିଂ ଫେଡେରେଶନ ମଧ୍ୟ ସେ ସୁସ୍ଥ…