Latest Odisha News

BREAKING NEWS

T20 ବିଶ୍ୱକପ୍: ଇଂଲଣ୍ଡକୁ ୫ ଓ୍ୱିକେଟରେ ହରାଇ ଫାଇନାଲରେ ନ୍ୟୁଜିଲାଣ୍ଡ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ଫାଇନାଲିଷ୍ଟ ହୋଇଛି ନ୍ୟୁଜିଲାଣ୍ଡ । ପ୍ରଥମ ସେମି ଫାଇନାଲରେ ଇଂଲଣ୍ଡକୁ ୫ ଓ୍ୱିକେଟରେ ପରାସ୍ତ କରି ଫାଇନାଲ୍ ଟିକେଟ ହାତେଇଛି କିଓ୍ୱି ବାହିନୀ । ରୋମାଞ୍ଚକର ମୁକାବିଲାରେ ହାରିବାକୁ ଥିବା ମ୍ୟାଚର ଶେଷ ଓଭରରେ ବାଜି…

କୁକୁର ଚରା

ଚିନ୍ମୟ କୁମାର ହୋତାଙ୍କ ନିୟମିତ ସ୍ତମ୍ଭ ଏଇ କଥାକୁ …… ପଡୋଶୀଙ୍କ ଘରେ କେବଳ ତାଙ୍କର ସ୍କୁଲ ପଢୁଆ ସାନ ପୁଅ ବ୍ୟତୀତ ବାକି ସମସ୍ତେ ଏକା ସାଙ୍ଗରେ କୋଭିଡ ଆକ୍ରାନ୍ତ ଜଣା ପଡିବା ପରେ ନିଜ ସ୍ୱାସ୍ଥ୍ୟକୁକୁ ନେଇ ଯେତିକି ନୁହେଁ, ସେମାନେ ତା'ଠୁ ଅଧିକ ବିଚଳିତ ହୋଇ ଉଠିଥିଲେ ପୋଷା କୁକୁରକୁ…

ଅନୁବାଦ କବିତା : ମୋ ସଙ୍ଗୀତ

ମୂଳ ରଚନା : ଗ୍ରାବ୍ରିଏଲା ମିସ୍ରାଲ ବ୍ୟଥିତ ଶିଶୁଙ୍କ ପାଇଁ ମୁଁ ଯେଉଁ ଗୀତ ଗାଇଛି ଆଜିଥରେ ଦୟାକରି ମୋ ପାଇଁ ସେଇ ଗୀତ ଗାଅ । ଗୁଣୁ ଗୁଣୁ ହୋଇ ତୁମ ଲାଗି ଯେ ଗୀତ ଗାଇଛି ହେ ବେଦନାକ୍ତ ଶିଶୁଗଣ ମୋ ପାଇଁ ଆଜି ସେଇ ଗୀତ ଗାଅ । ମୁଁ ବି ଆଜି ଆହତ । ଏ ନିଷ୍ଠୁର ଆଲୋକ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୪ ଲତା ଗୁଡେଇଗଲାକି ଗଛ ଦେହରେ.. । ଆଉଜି ପଡିଲେ କେତେ ସୁନ୍ଦର ଆଣ୍ଟି। ଭରସି ପଚାରି ପାରିବିନି କିଛି, ଖାଲି ଅନୁଭବକଲି ସେ ଯେମିତି ଆପଣେଇବାକୁ ଚେଷ୍ଟିତ ...। ମାଆ ଗାଉଥିବା ମଧୁରାଷ୍ଟକମ୍ ଆପେ ଆପେ ଝରିଗଲା...।…

ଅନୁଗୁଳ ଓ ଢେଙ୍କାନାଳରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା

ଅନୁଗୁଳ : ଅନୁଗୁଳ ଓ ଢେଙ୍କାନାଳରେ ଶିଳ୍ପାୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ଉଭୟ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଜିଲ୍ଲାରେ ଚାଷ ଓ ଶିଳ୍ପ ପାଇଁ ଅନେକ ସମ୍ଭାବନା…

କୋଟିଆ ପାଇଁ ସର୍ବଦଳୀୟ ବୈଠକ

କୋରାପୁଟ : ତୁଟିବ କୋଟିଆ କଳି । ଏକାଠି ହେଲେ ସମସ୍ତ ଦଳ । କୋଟିଆ ପ୍ରସଙ୍ଗରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜେଡି, ବିଜେପି ଓ କଂଗ୍ରେସର ନେତାମାନେ ସାମିଲ ହୋଇଛନ୍ତି । ବୈଠକରେ କୋଟିଆରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ…

ଟି୨୦ ବିଶ୍ୱକପ କ୍ରିକେଟ: ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡକୁ ଆବଶ୍ୟକ ୧୬୭ରନ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ୧୬୭ ରନର ବିଜୟ ଲକ୍ଷ୍ୟ ନ୍ୟୁଜିଲାଣ୍ଡ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୦ ଓଭରରେ ୪ ଉଇକେଟ ହରାଇ ୧୬୬ ରନ କରିଥିଲା । ମୋଇନ ଅଲୀ ଦଳ ପକ୍ଷରୁ ସର୍ବାଧିକ ୫୧ (ନଟଆଉଟ) ରନ କରିଥିଲେ । ଡେଭିଡ ମଲାନ ମଧ୍ୟ…

ଏ.ଆର୍ ରେହମାନଙ୍କ ଚଲାପଥରେ ଚାଲିଲେ ଝିଅ ଖତିଜା

ଭୁବନେଶ୍ୱର: ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍ ରେହମାନ ତଥା ବାପାଙ୍କୁ ଗର୍ବିତ ଅନୁଭବ କରାଇଛନ୍ତି ଝିଅ ଖତିଜା ରେହମାନ । ୨୦୨୦ରେ ରିଲିଜ୍ ହୋଇଥିବା ଫରିସ୍ତୋଁ ନାମକ ଏକ ଆନିମେଟେଡ୍ ଭିଡିଓରେ ଗୀତ ଗାଇ ଖତିଜା ଆନ୍ତର୍ଜାତୀୟ ସ୍ତରରେ ଆୱାର୍ଡ ହାସଲ କରିଛନ୍ତି । ଏହି ମ୍ୟୁଜିକ ଭିଡିଓର…

ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ଦେଶ

ନୂଆଦିଲ୍ଲୀ : ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳିବ ସମଗ୍ର ଦେଶ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ । ଏହାଫଳରେ ଆଗାମୀ ପୀଢ଼ି ଦେଶ ପାଇଁ ଏହି ମହାନ ଆଦିବାସୀ…

ବିଶ୍ବଜିତ୍ ସାହୁ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ

ଭୁବନେଶ୍ବର : ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଭାରତୀୟ ରେଳପଥ ଷ୍ଟୋର ସର୍ଭିସ୍ ୨୦୧୩ ବ୍ୟାଚର ଅଧିକାରୀ ବିଶ୍ବଜିତ୍ ସାହୁ । ମରିସସ୍ ରେଳବାଇକୁ ଡେପୁଟେସନରେ ବିଦେଶ ଯାଉଥିବା ବିଦାୟୀ ମୁଖ୍ୟ ଜନ ସଂପର୍କ ଅଧିକାରୀ ତଥା ଭାରତୀୟ ରେଳବାଇ…