Latest Odisha News

BREAKING NEWS

ରାଜଧାନୀରେ ଘନ କୁହୁଡି, ଦିଶୁନି ରାସ୍ତାଘାଟ

ଭୁବନେଶ୍ୱର: ରାଜଧାନୀରେ ଘନ କୁହୁଡି। ୧୦-୨୦ ମିଟର ଦୂରରୁ ବି କିଛି ଦେଖା ଯାଉ। ଯୁଆଡ଼େ ଦେଖିଲେ ଖାଲି ଧୂଆମୟ ପରିବେଶ ଭଳି ଲାଗୁଛି। ଅତି ନିକଟରେ ଥିବା ଲୋକ ବି ଦେଖା ଯାଉ ନାହାଁନ୍ତି।  ସକାଳୁ ସକାଳୁ ଏମିତି ଦୃଶ୍ୟ ଦେଖା ଯାଇଥିଲା ରାଜଧାନୀ ଭୁବନେଶ୍ୱରରେ। କୁହୁଡି ତଳେ ଲୁଚି ଯାଇଥିଲା ବଡ ବଡ ଅଟ୍ଟାଳିକା।

କୁଡୁଡ଼ି ଯୋଗୁ ରାସ୍ତାଘାଟ କିଛି ଦିଶୁ ନଥିଲା। ଗାଡିମୋଟର ଚଳାଚଳରେ ଅସୁବିଧା ହୋଇଥିଲା। ଭୁବନେଶ୍ୱର ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବ ବିହାର, ପଟିଆ, ଏୟାରପୋର୍ଟ ରୋଡ଼ ଆଦି ସ୍ଥାନରେ ପ୍ରବଳ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଥିଲା।

Comments are closed, but trackbacks and pingbacks are open.