ମମିତା ମେହେର ହତ୍ୟା ମାମଲା: ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼
ଭବାନୀପାଟଣା: ମମିତା ମେହେର ହତ୍ୟା ମାମଲା । ଏ ହତ୍ୟା ମାମଲାକୁ ନେଇ ଶାସକ ବିଜେଡି ଦଳର ନେତାମାନଙ୍କୁ ପ୍ରବଳ ବିରୋଧ କରାଯାଉଛି । ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ କଂଗ୍ରେସ କର୍ମୀ ବିରୋଧ କରିଛନ୍ତି।…