ଭାରତକୁ ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସା ସାମଗ୍ରୀ ପଠାଇବ ଫାଇଜର
ନୂଆଦିଲ୍ଲୀ: ଗ୍ଲୋବାଲ ଫାର୍ମା ପ୍ରମୁଖ ଫାଇଜର ପ୍ରାୟ ୭୦ ମିଲିୟନ ଡଲାର ମୂଲ୍ୟର ଚିକିତ୍ସାରେ ବ୍ୟବହୃତ ଔଷଧ ଭାରତ ପଠାଇବ। ଏ ନେଇ କମ୍ପାନୀର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି।
ସେ ଭାରତରେ ଥିବା କୋଭିଡ-୧୯ ପରିସ୍ଥିତିକୁ ନେଇ ଗଭୀର ଭାବରେ ଚିନ୍ତିତ ବୋଲି…