Latest Odisha News

BREAKING NEWS

ଅକ୍ସିଜେନ୍ ବ୍ୟବହାର ନେଇ ଏସଓପି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ବଢୁଛି ଚିନ୍ତା । ଆକ୍ରାନ୍ତ ସଂଖ୍ୟା ଯେତିକି ବଢୁଛି ଅକ୍ସିଜେନର ଅଭାବ ମୁଣ୍ଡବିନ୍ଧାର କାରଣ ସାଜିଛି । ଏଭଳି ସ୍ଥିତିରେ ରାଜ୍ୟରେ ଅକ୍ସିଜେନ୍ ବ୍ୟବହାର ନେଇ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଅକ୍ସିଜେନର ସୁପରିଚାଳନା ପାଇଁ ରାଜ୍ୟ ସରକାର ଏସଓପି…

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଯଶସ୍ୱୀ ସାରସ୍ୱତ ସାଧକ, ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହେଇ ରହିଥିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭାରତୀୟ କଥା…

କେନ୍ଦ୍ର ଦେଉଥିବା ମାଗଣା ଟିକା କେବଳ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ତେବେ ନିଷ୍ପତ୍ତି ଅନୁସାରେ ଟିକା ପ୍ରସ୍ତୁତକାରୀ କମ୍ପାନୀ ଉତ୍ପାଦନର ୫୦ ପ୍ରତିଶତ କେନ୍ଦ୍ରକୁ ଓ ବାକି ୫୦…

ଦିଲ୍ଲୀ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଲା ଆରସିବି

ଅହମ୍ମଦାବାଦ : ଦମ୍ ଦେଖାଇଲେ ଡିଭିଲିୟର୍ସ । ଆଜି ଖେଳାଯାଇଥିବା ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ ରଖିଛି । ମ୍ୟାଚରେ ଡିଭିଲିୟର୍ସଙ୍କ ୪୨ ବଲ୍‌ରୁ ୭୫ ରନର ଅପରାଜିତ ବିସ୍ଫୋରକ ଇନିଂସ ବଳରେ ଆରସିବି ନିର୍ଦ୍ଧାରିତ ଓଭରରେ ୫…

ରାଜ୍ୟରେ ଟିକା ଅଭାବ, ବୁଧବାର ୨ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଭ୍ୟାକ୍ସିନ୍ ଅଭାବ ପାଇଁ ରାଜ୍ୟରେ ଟିକାକରଣ କମିବାରେ ଲାଗିଛି । ଏପ୍ରିଲ୍ ପ୍ରଥମ ସପ୍ତାହରେ ସରକାର ଦୈନିକ ୨ ଲକ୍ଷ ଟିକାକରଣ କରୁଥିବା ବେଳେ ମାସ ଶେଷ ବେଳକୁ ଏହା ୬୫ ହଜାର ପାଖାପାଖି ଖସି ଆସିଛି । ଏହାର ମୁଖ୍ୟ କାରଣ ହେଉଛି ଭ୍ୟାକ୍ସିନ୍ ଅଭାବ । ୨୭ ଏପ୍ରିଲ୍ ମଙ୍ଗଳବାର…

ରାଉରକେଲାରେ ପେଡ୍ କ୍ୱାରେଣ୍ଟାଇନ୍ ସେବା, ୪ଟି ହୋଟେଲକୁ ମହାନଗର ନିଗମ ଦେଲା ଅନୁମତି

ରାଉରକେଲା: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ମହାନଗର ନିଗମ (ଆରଏମସି) ପକ୍ଷରୁ ବିଭିନ୍ନ ହୋଟେଲରେ ପେଡ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ବିଶେଷକରି ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ସହାୟକ ହେବ । ଏଥିପାଇଁ ରାଉରକେଲାର ୪ଟି ହୋଟେଲକୁ…

ରାଜ୍ୟରେ ଯଥେଷ୍ଟ ପରିମାଣରେ ଉପଲବ୍ଧ ଅଛି ରେମଡେସିଭିର ଓ ଫାଭିପିରାଭିର: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିବା ବେଳେ ଏବେ ଯଥେଷ୍ଟ ପରିମାଣର ଔଷଧ ମହଜୁଦ୍ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ରାଜ୍ୟରେ ବର୍ତ୍ତମାନ ଯଥେଷ୍ଟ ରେମଡେସିଭିର ଇଞ୍ଜେକ୍ସନ୍ ଏବଂ ଫାଭିପିରାଭିର ଟାବଲେଟ୍ ରାଜ୍ୟ ଔଷଧ ନିଗମ ନିକଟରେ…

ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଭୁବନେଶ୍ବର : ପ୍ରଖ୍ୟାତ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ପରଲୋକ । ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ପଣ୍ଡିଚେରୀର ଆଶ୍ରମ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ । କିନ୍ତୁ ଆଜି ତାଙ୍କର ବିୟୋଗ ହୋଇଛି । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ…

ଭିଡିଓ କନଫରେନ୍ସିଂ ଜରିଆରେ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, ଅକ୍ସିଜେନ୍ ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହ କଥା ହୋଇଛନ୍ତି । ମହାମାରୀ କରୋନାକୁ ନେଇ ଦେଶରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଏକାଧିକ ରାଜ୍ୟ ଓ ମହାନଗର ଗୁଡ଼ିକରେ ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଛି । ରାଜ୍ୟରେ…

ସଙ୍କଟରେ ସହଯୋଗ

କରୋନା ଭଳି ସଙ୍କଟଜନକ ସ୍ଥିତିରେ ସହଯୋଗ । ସ୍ଥିତି ଉଦବେଗଜନକ ହୋଇପଡିଥିବା ବେଳେ ସହଯୋଗର ହାତ ବଢାଇଛନ୍ତି ବିଶ୍ୱର ଦୁଇ ବଡ଼ କମ୍ପାନୀର ମୁଖ୍ୟ । ଭାରତୀୟ ବଂଶୋଦ୍ଭବ ଗୁଗଲର ମୁଖ୍ୟ ସୁନ୍ଦର ପିଚାଇଙ୍କ ସହିତ ମାଇକ୍ରୋସଫ୍ଟର ସତ୍ୟ ନାଦେଲା ମହାମାରୀ ସଙ୍କଟ କାଳରେ ଦେଲେ ସହାୟତା ।