Latest Odisha News

BREAKING NEWS

ବନ ବିଭାଗ ପଞ୍ଝାରେ ଅଭିଯୁକ୍ତ, ୨ ଲକ୍ଷ ଟଙ୍କାର ଶାଳ କାଠ ଜବତ

କେନ୍ଦୁଝର : ବନ ବିଭାଗ ହାବୁଡରେ ଧରା ପଡ଼ିଲା ଅଭିଯୁକ୍ତ । ହଳଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଆଜି ବନ ବିଭାଗ ଚଢଉ କରିଛି । କେନ୍ଦୁଝର ହରଚନ୍ଦପୁର ବ୍ଲକ ପିଠାଗୋଳା ଗ୍ରାମର ଏସିଏଫ୍ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ବନ ବିଭାଗ ସ୍କ୍ୱାର୍ଡ ଚଢଉ କରିଥିଲେ। ଅଭିଯୁକ୍ତ ହଳଧର ଘରୁ ବହୁ…

ପିଲାଙ୍କୁ ନିମ୍ନମାନର ଚାଉଳ ଦିଆଯାଉଥିବା ଅଭିଯୋଗ

ଯାଜପୁର: ଚାଉଳରୁ ବାହାରୁଛି ପୋକ। ଏହିପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ। ସୂଚନା ଅନୁସାରେ, ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବରୁଣେଶ୍ୱର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କୁ ଦିଆଯାଉଥିବା ଚାଉଳରେ ପୋକ ବାହାରୁଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ…

[ଭିଡ଼ିଓ] ଇଲେକ୍ଟ୍ରିକ୍ ମିଟର ବାକ୍ସରୁ ନାଗ ସାପ ଉଦ୍ଧାର

ଭୁବନେଶ୍ୱର : ଇଲେକ୍ଟ୍ରିକ୍ ମିଟର ବାକ୍ସରେ ନାଗ ସାପ । ଭୁବନେଶ୍ୱର ବ୍ରହ୍ମେଶ୍ୱର ପାଟଣାର ବଟକୃଷ୍ଣ ଡାଳୁଆଙ୍କ ଘରେ ଲାଗିଥିବା ଇଲେକ୍ଟ୍ରିକ ମିଟର ବାକ୍ସ ଭିତରୁ ୩ ଫୁଟ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି । ଆଜି ଦିନ ପ୍ରାୟ ସାଢେ ୧୨ ଟା ପାଖାପାଖି ହେବ ସାପଟି ଘରର ସିଡି ତଳେ ଶୋଇଥିବା ଘର…

ଜାମ୍ମୁ କାଶ୍ମୀରରେ ଗଠନ ହେଲା ସୁରକ୍ଷା ଏଜେନ୍ସି ଏସଆଇଏ, ଘାଟିରୁ ହେବ ଆଙ୍କବାଦୀଙ୍କ ନିପାତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ସରକାର ଆତଙ୍କବାଦ ସହିତ ସମ୍ବନ୍ଧିତ ମାମଲାକୁ ଶୀଘ୍ର ଏବଂ ପ୍ରଭାବଶାଳୀ ତଦନ୍ତ ପାଇଁ ଗୋଟିଏ ନୂଆ ଅନୁସନ୍ଧାନକାରୀ ସଂସ୍ଥା ଏଜେନ୍ସି ଏସଆଇଏ ଗଠନ କରିଛନ୍ତି। ଏହି ଅନୁସନ୍ଧାନ ଏଜେନ୍ସିକୁ ନେଇ ସରକାର କହିଛନ୍ତି କି ଏସଆଇଏ ଦେଶର ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)…

ମା’ ହେଲେ ଅଭିନେତ୍ରୀ ଚାରୁ

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତ୍ରୀ ଚାରୁ ଆସୋପା ଏବଂ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ନଭେମ୍ବର ୧, ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।  ଏହାର ଗୋଟିଏ ଦିନ ପରେ, ରାଜୀବ ହସ୍ପିଟାଲରୁ ଏକ ଫଟୋ ପୋଷ୍ଟ କରିଛନ୍ତି ଏବଂ ଶିଶୁ କନ୍ୟାର ଫାଷ୍ଟ୍‌ ଲୁକ ମଧ୍ୟ ସେୟାର କରିଛନ୍ତି।…

ନାଇଜେରିଆ ଲାଗୋସରେ ନିର୍ମାଣଧୀନ କୋଠା ଭୁଷୁଡିଲା ,୬ ମୃତ ୧୦୦ ନିଖୋଜ

ଓଡ଼ିଶା ସମ୍ବାଦ ବ୍ୟୁରୋ: ନାଇଜେରିଆର କମରସିଆଲ କ୍ୟାପିଟାଲ ଲାଗୋସ ଠାରେ ଏକ ନିର୍ମାଣଧିନ କୋଠା ଭୁଷୁଡିଯିବା ଫଳରେ ୧୦୦ ରୁ ଅଧିକ ଶ୍ରମିକ ଚାପି ହୋଇଯାଇଥିବା ସୂଚନା ମିଳିଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏକ ଗଣ ମାଧ୍ୟମର…

ସ୍ୱଦେଶୀ ସାମଗ୍ରୀ କିଣି ଦେଶକୁ ଆତ୍ମନିର୍ଭର କରାନ୍ତୁ: କେନ୍ଦ୍ର ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ ପର୍ବ ଧନତେରାସକୁ ଆଜି ବହୁ ଜୋରସୋରରେ ପାଳନ କରାଯାଉଛି। ବାସ୍ତବରେ ଧନତେରାସରେ ଦିପାବଳୀର ମହାପର୍ବର ଆରମ୍ଭ ହୋଇଥାଏ। ଆଜି ଯେଉଁ ଶୁଭ ମୂହୂର୍ତ୍ତ ବାହାରିଥାଏ, ସେହି ମଧ୍ୟରେ କିଣାକିଣି କରାଯାଇଥାଏ। ଏହି ଅବସରରେ ବହୁ ନେତାମାନେ ନିଜ ନିଜ ଶୁଭକାମନା…

ଲଜ୍ଜ୍ୟା ! ବିରୁଷ୍କାଙ୍କ ୧୦ ମାସର ଝିଅକୁ ଦୁଷ୍କର୍ମ ଧମକ

ମୁମ୍ବାଇ: ଟି୨୦ ବିଶ୍ୱକପରେ ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନକୁ ନେଇ ଦର୍ଶକଙ୍କ ମନରେ କୁହୁଳୁଛି ଅସନ୍ତୁଷ୍ଟତାର ନିଆଁ । ଏ ନେଇ ଅନେକ କ୍ରିକେଟ ପ୍ରେମୀ ସୋସିଆଲ୍ ମିଡିଆରେ ଦଳରେ ପରିବର୍ତ୍ତନ ତଥା ଖେଳାଳି ଚୟନ ନେଇ କଟୁ ମନ୍ତବ୍ୟ ଦେଇଥିଲେ । ହେଲେ ନିକଟରେ ଅଧିନାୟକ ବିରାଟ ଓ ଅନୁଷ୍କାଙ୍କ ୧୦…

ପୁସ୍ତକ ପରିଚୟ : ଅହଲ୍ୟା

ଉପନ୍ୟାସ- ଅହଲ୍ୟା ଔପନ୍ୟାସିକା- ସ୍ବର୍ଣ୍ଣଲତା ମହାପାତ୍ର ପ୍ରକାଶକ- ବ୍ଲାକ ଇଗଲ ବୁକ୍ସ,ଉଇସ୍ଡଡ଼ମ୍ ଲେନ୍,ଡ଼ବଲିନ୍,ଆମେରିକା ମୂଲ୍ୟ-୨୧୦ଟଙ୍କା  ପୃଷ୍ଠା-୧୭୬ "ଅହଲ୍ୟା" କହିଲେ ମନକୁ ସ୍ୱତଃ ଚାଲି ଆସନ୍ତି ପ୍ରଭୁ ରାମଚନ୍ଦ୍ର ଓ ଋଷି ଗୌତମ । ଯୁଗ ଯୁଗ ଧରି ଶିଳାରେ ପରିଣତ ହୋଇଥିବା…

ଫରାହ୍‌ ଖାନ୍‌ଙ୍କୁ ମିଳିଲା ୟୁଏଇ ଗୋଲଡେନ ଭିସା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ତଥା କୋରିଓଗ୍ରାଫର ଫରାହ ଖାନ ମଙ୍ଗଳବାର ତାଙ୍କ ସୋସିଆଲ ମିଡିଆ ୟୁଏଇ ଗୋଲଡେନ ଭିସା ଗ୍ରହଣ କରିଥିବା ଘୋଷଣା କରିଛନ୍ତି। ଦୁବାଇର ସରକାରୀ ସଦସ୍ୟ ସୟଦ ଅଲ ଜାନାହିଙ୍କ ଦ୍ୱାରା ଭିସା ପ୍ରଦାନ କରାଯିବାର ଏକ ଫଟୋ ସେୟାର କରିଛନ୍ତି ଫରାହ ଖାନ। ସେ ଏହି…