Latest Odisha News

BREAKING NEWS

କରୋନାରେ ଆଉ ଜଣେ ରାଜନେତା ସଂକ୍ରମିତ

ଅହମ୍ମଦାବାଦ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିରୁ ବାଦ୍ ପଡିନାହାନ୍ତି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ସେଲିବ୍ରିଟି ମାନେ। https://twitter.com/ANI/status/1385926319477719044?s=20 ଏବେ ଗୁଜୁରାଟର…

୩୩ ବର୍ଷରେ ଆରପାରିକୁ ଚାଲିଗଲେ କ୍ରିକେଟର ଅଶ୍ୱିନ ଯାଦବ

ହାଇଦ୍ରାବାଦ: ହାଇଦ୍ରାବାଦର ପୂର୍ବତନ ପେସ ବୋଲର ଅଶ୍ୱିନ ଯାଦବଙ୍କ ଆଜି ପରଲୋକ ହୋଇଯାଇଛି । ୩୩ ବର୍ଷୀୟ ଏହି ଯୁବ କ୍ରିକେଟର ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ହଠାତ୍ ହୃଦଘାତ ଯୋଗୁ ଆରପାରିକୁ ଚାଲି ଯାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଓ ୩ ପୁଅ ଉପସ୍ଥିତ ଥିଲେ । ୨୦୦୭ରେ…

ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ ହସପିଟାଲ ପରିଦର୍ଶନ

ଗଞ୍ଜାମ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପଦକ୍ଷେପ ନେଲାଣି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମରେ କୋଭିଡ ହସପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ପିପିଇ କିଟ୍ ପିନ୍ଧି ଏମକେସିଜି…

ଉତ୍ତପ୍ରଦେଶରେ କରୋନାର ଭୟଙ୍କର ଚିତ୍ର, ୨୪ ଘଣ୍ଟାରେ ୨୨୩ ମୃତ, ୩୮୦୫୫ ସଂକ୍ରମିତ

ଉତ୍ତରପ୍ରଦେଶ : ମହାମାରୀ କରୋନାକୁ ନେଇ ସାରା ଦେଶରେ ଭୟ ଓ ଆତଙ୍କ । ପ୍ରତିଦିନ ସଂକଅମଣ ସଂଖ୍ୟା ଉପରମୁହାଁ ଥିବା ବେଳେ, ଜୀବନ ବି ନେଇ ଚାଲିଛି କିଲର ଭାଇରସ୍ । ମହାରାଷ୍ଟ୍ର ଓ ଦିଲ୍ଲୀରେ ସ୍ଥିତି ବିଗୁଡୁଥିବା ବେଳେ, ଏବେ ଉତ୍ତରପ୍ରଦେଶରେ କରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଗତ…

ଦ୍ୱିତୀୟ ଡୋଜ୍ ଟିକା ନେବା ପରେ ଜୁଏଲ ଓରାମଙ୍କୁ କରୋନା

ଭୁବନେଶ୍ୱର: ଜୁଏଲ୍ ଓରାମଙ୍କୁ କରୋନା । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ସାଂସଦ । ଏଥିସହ ବିଗତ କିଛିଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରାଇ ନେବା ଲାଗି ସେ ପରାମର୍ଶ ଦେଇଛନ୍ତି ।…

ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଲା ରାଜସ୍ଥାନ

ମୁମ୍ବାଇ: ଚଳିତ ଆଇପିଏଲରେ ୨ ଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ ଓ ପ୍ରଥମ ସିଜନର ଚାମ୍ପିୟନ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଯାଇଛି । ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଏହାର ମାନେ କୋଲକାତା ଆଗ ବ୍ୟାଟିଂ କରିବ । ଚଳିତ ସିଜନରେ…

ସପ୍ତାହନ୍ତ ସଟଡାଉନ୍ ଯୋଗୁ ରାସ୍ତାଘାଟ ଜନଶୂନ୍ୟ

ଢେଙ୍କାନାଳ:କରୋନା ଯୋଗୁ ପରିସ୍ଥିତି ଅଣାୟତ ହେବାରେ ଲାଗିଛି । କରୋନା ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଢେଙ୍କାନାଳର ବିଭନ୍ନ ସ୍ଥାନ ଜନଶୂନ୍ୟ…

୪୦ ଉପରେ ରାଜ୍ୟର ୧୨ ସହର, ସବୁଠୁ ଉତ୍ତପ୍ତ ଭୁବନେଶ୍ୱର; ୩ ଦିନ ଯାଏ ବଢିବ ତାତି

ଭୁବନେଶ୍ୱର: ତାତିରୁ ମିଳିବନି ନିସ୍ତାର । ୨ରୁ ୩ ଦିନ ଯାଏ ଆହୁରି ବଢ଼ିବ ପାରଦ । ଆଜି ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଆଗାମୀ ୨ରୁ ୩ ଦିନ ଯାଏ ଦିନବେଳାର ତାପମାତ୍ରା ୨ରୁ ୩ ଡିଗ୍ରୀ…

ପୁରୀରେ ସପ୍ତାହନ୍ତ ସଟଡାଉନ୍

କରୋନା ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ପୁରୀରେ ମଧ୍ୟ ରାସ୍ତାଘାଟ ଜନଶୂନ୍ୟ ହୋଇପଡିଥିବା ବେଳେ ପୁଲିସର କଡାକଡି ଯାଂଚ ଚାଲିଛି ।

ଦର୍ପଣ, ଘୋଡା ନାଲ ଓ ଘଂଟିର ଉଚିତ ବ୍ୟବହାର ଜାଣନ୍ତୁ

ପୁରୀ: ଦର୍ପଣ, ଘୋଡା ନାଲ ଓ ଘଂଟିର ଉପଯୁକ୍ତ ବ୍ୟବହାର କରି ଜାଣିଲେ ନିଶ୍ଚିତ ଭାବେ ସକାରାତ୍ମକ ପରିବର୍ତନ ଆସିବ । ଦର୍ପଣ ଆମେ ପ୍ରାୟତଃ ଶରୀର ଓ ମୁହଁ ଦେଖିବା ପାଇଁ ବ୍ୟବହାର କରିଥାଉ । ଯଦି ଘର ନିକଟରେ କୌଣସି ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି ତାହାହେଲେ ମୂଖ୍ୟ ଦ୍ୱାର କବାଟ ଉପରେ…