Latest Odisha News

BREAKING NEWS

ଆଜିଠୁ ୟୁଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ। କୋଭିଡ଼୍ କଟକଣା ସହ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି। ୨୦୨୧-୨୨ଶିକ୍ଷାବର୍ଷରେ ନାମ ଲେଖାଇଥିବା ପ୍ରଥମ ବର୍ଷ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ…

ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ

ପୁରୀ: ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବ୍ୟବସ୍ଥା। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥିପାଇଁ ନିଜର ଆଧାର କାର୍ଡ଼, କୋଭିଡ଼ ଦ୍ୱିତୀୟ ଡ଼ୋଜ ଟୀକା ସାର୍ଟିଫିକେଟ୍ ବା କୋଭିଡ଼ ନେଗେଟିଭ ଆରଟିପିସିଆର ରିପୋର୍ଟ…

ଦାନ୍ତେୱାଡ଼ାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୩ମହିଳା ମାଓବାଦୀ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡ଼ା ଜିଲ୍ଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏନକାଉଣ୍ଟରରେ ତିନି ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, କଟେକଲ୍ୟାଣ ଥାନା ଅନ୍ତର୍ଗତ ଅରବାଲ ଜଙ୍ଗଲ ଭିତରେ ମାଓବାଦୀମାନେ ଏକ କ୍ୟାମ୍ପ କରି…

ମୋଟା ସମ୍ବିଧାନ ଛୋଟା ଗଣତନ୍ତ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଆମ ସମ୍ବିଧାନରେ ଲେଖାଅଛି ,ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର । ଆମ ରାଜନେତାମାନେ କେହି ସମ୍ବିଧାନକୁ ମାନୁନାହାଁନ୍ତି ; ସେମାନେ ଜାତି ନାଁରେ ଧର୍ମ ନାଁରେ ବର୍ଣ୍ଣ, ଆଞ୍ଚଳିକତା ନାଁରେ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୮୪)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୮୪ ଅମ୍ଲାନଙ୍କ ସହ ଦେଖା ହେବା ପରଠୁ ଜୀବନର ଗତି ବଦଳି ଯାଇଥିଲା ସତ , କହିବାକୁ ଗଲେ ତାଙ୍କ ମାଙ୍କ ପାଇଁ ଏସବୁ ଗଢିଉଠିଥିଲା ।ପାର୍ଲୋରକୁ ଆସୁଥିଲେ ଆଣ୍ଟି। ତାଙ୍କର ଦାୟିତ୍ୱ ନେଇ ନିଜେ ମୁଁ ଦେଖୁଥିଲି ତାଙ୍କୁ। …

ଉଦ୍ଧାର ହେଲା ୧୩ ଫୁଟର ଅହିରାଜ

ଢେଙ୍କାନାଳ : ଉଦ୍ଧାର ହେଲା ବିରାଟ ଅହିରାଜ। ଢେଙ୍କାନାଳ ଦେଉଳ ସାହି ଅଞ୍ଚଳରେ ଜଣଙ୍କ ଘରୁ ଏହି ଅହିରାଜ ସାପ ଉଦ୍ଧାର ହୋଇଛି । ୧୩ ଫୁଟର ଅହିରାଜ ସାପ ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । ସାପଟି ନିକଟରେ ଥିବା ପାଣି ଓହଳା ପାହାଡରୁ ଖାଦ୍ୟ ଅନ୍ୱେଷଣରେ କିମ୍ବା ଶିକାର ପାଇଁ ପାହଡ ତଳକୁ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ମନମୋହନ ସିଂ

ନୂଆଦିଲ୍ଲୀ : ହସପିଟାଲରୁ ଡିସଚାର୍ଜ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ । ସୁସ୍ଥ ହେବା ପରେ ଆଜି ତାଙ୍କୁ ଦିଲ୍ଲୀ ଏମସରୁ ଡିସଚାର୍ଜ କରାଯାଇଛି । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବା ପରେ ଅକ୍ଟୋବର ୧୩ ତାରିଖରେ ଏମସରେ ଭର୍ତ୍ତି ହୋଇଥିଲେ ମନମୋହନ ସିଂହ । ସେବେଠାରୁ…

ମମିତା ମେହେର ମର୍ଡର କେସ୍ : ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି

ଭୁବନେଶ୍ୱର:  ମମିତା ମେହେର ମର୍ଡର କେସ୍ରେ  ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୁନି ଝିଅର ଚିଠି । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବାକୁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି କୁନି ଝିଅ । ଭୁବନେଶ୍ୱରର ୮ବର୍ଷର ପିହୁ ପ୍ଲାକାର୍ଡ ଧରି ନିଜ ବାପାଙ୍କ ସହ ସାଇକେଲରେ…

ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ

ପୁରୀ : ହେରିଟେଜ ରାଇଡରେ ସାମିଲ ହେଲେ ଉତ୍କଳ ବାଳାଶ୍ରମ ଅନ୍ତେବାସୀ । ବିଭିନ୍ନ ଐତିହ୍ୟ ସ୍ଥଳୀ ବୁଲି ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି ଅନ୍ତେବାସୀ । ଆଜି ନୀଳାଦ୍ରି ବେଳାଭୂମିରୁ ବାଳାଶ୍ରମର ୩୦ ଜଣ ଅନ୍ତେବାସୀ ଗଲ୍ଫକାର୍ଟ ମାଧ୍ୟମରେ ପୁରୀ ମାତାମଠରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କୁ…

ଏୟାରଲିଫ୍ଟ ହେଲେ ମନ୍ତ୍ରୀ ପ୍ରତାପ ଜେନା, ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲେ ମନ୍ତ୍ରୀ ପ୍ରତାପ ଜେନା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫୁଲବାଣୀରେ ଅସୁସ୍ଥ ହେବା ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତୁରନ୍ତୁ ଭୁବନେଶ୍ୱରକୁ…