Latest Odisha News

BREAKING NEWS

କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ବାରହା

କାମାକ୍ଷାନଗର : କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ବାରହା । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ସମାଟାଙ୍ଗୀ ଗାଁରେ ଥିବା ଏକ କୂଅରୁ ଗୋଟିଏ ଜଙ୍ଗଲୀ ବାରହାକୁ ଉଦ୍ଧାର କରିଛି ବନ ବିଭାଗ । ଖାଦ୍ୟ ଅନ୍ୱେଷଣରେ ଆସି ଜଙ୍ଗଲୀ ବାରହାଟି କୂଅରେ ଖସି ପଡ଼ିଥିଲା । ଏ ନେଇ ସ୍ଥାନୀୟ…

ବାନ୍ଦିପୋରା ଟ୍ୟାକ୍ସି ଷ୍ଟାଣ୍ଡରେ ଗ୍ରେନେଡ଼୍ ଆକ୍ରମଣ, ୬ଜଣ ଆହତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ଆକ୍ରମଣ।  ଏଥିରେ ୬ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଜାମ୍ମୁ-କାଶ୍ମୀରର ବାନ୍ଦିପୋରାରେ ଗ୍ରେନେଡ଼ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣର ଉଦ୍ଦେଶ୍ୟ ସୁରକ୍ଷା ବାହିନୀକୁ ଟାର୍ଗେଟ୍ ବୋଲି କୁହାଯାଇଛି। ଜାମ୍ମୁ-କାଶ୍ମୀର ପୋଲିସଙ୍କ ସୂଚନା…

[ଭିଡ଼ିଓ] ହରଗୌରୀ ଯାତ୍ରାରେ କୁମ୍ କୁମ୍ ପୂଜା

ସୋନପୁର: ସହରର ତେଲଗୁ ସଂପ୍ରଦାୟଙ୍କ ସଂସ୍କୃତି, ଲୋକ ପରମ୍ପରାକୁ ନେଇ ମହିଳାଙ୍କ କୁମକୁମ ପୂଜାର ରହିଛି ସ୍ୱତନ୍ତ୍ରତା । ସ୍ୱାମୀଙ୍କ ମଙ୍ଗଳ ମନାସି କରାଯାଉଥିବା କୁମ କୁମ ବ୍ରତ ଦେବାଙ୍ଗ ସଂସ୍କୃତିର ଏକ ଅନନ୍ୟ ବିଭବ । କୋଭିଡ କଟକଣା ମଧ୍ୟରେ ଏଥର ପାଳିତ ହୋଇଛି  ହରଗୈାରୀ ଯାତ୍ରା । ନଅ ଦିନ…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ,ଘର ଭିତରେ ପରିବାରର ୪ଜଣ ସଦସ୍ୟ ଜଳିଗଲେ

ଦିଲ୍ଲୀ : ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଘର ଭିତରେ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଛି। ଅଗ୍ନିମସ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଛି । ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଏପରି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳ ପ୍ରାୟ ୪…

ହାର୍ଦ୍ଦିକ ଫିଟ, ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିପାରନ୍ତି !

ଦୁବାଇ: ଟି୨୦ ବିଶ୍ୱକପର ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ଶୋଚନୀୟ ଭାବେ ପରାଜୟବରଣ କରିଥିବା ଟିମ୍ ଇଣ୍ଡିଆ ପରବର୍ତୀ ମ୍ୟାଚଗୁଡିକ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ନେଇ ସନ୍ଦେହ ଥିବା ବେଳେ ଆଜି ତାଙ୍କୁ ଫିଟ ଘୋଷିତ କରାଯାଇଛି । ୩୧…

ଭୁବନେଶ୍ୱର ବିମାନବନ୍ଦରରେ CISF ଟିମକୁ କାହିଁକି କୃତଜ୍ଞତା ଜଣାଇଲେ ଦିଲ୍ଲୀପ ରାୟ ?

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ CISF ଟିମକୁ କୃତଜ୍ଞତା ଜଣାଇଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟ । ଏନେଇ ଫେସବୁକରେ ସେ ଧନ୍ୟବାଦ ଜଣାଇବା ସହ ଏହା ପଛର କାରଣ ଜଣାଇଛନ୍ତି । CISF ଟିମ୍ ତାଙ୍କ ନାତିକୁ କରିଥିବା ସାହାଯ୍ୟ ଓ ସହଯୋଗ ପାଇଁ…

ବରଗଡ଼ରୁ ନକଲି ଆରଟିଓ ଗିରଫ

ବରଗଡ଼: ବରଗଡ଼ରେ ନକଲି ଆରଟିଓ ଗିରଫ। ନିଜକୁ ଆରଟିଓ କହି ଲୁଟୁଥିଲେ ଟଙ୍କା। ଏନଏଚ ଯାଉଥିବା ଟ୍ରକ ଓ ଅନ୍ୟ ଗାଡ଼ିକୁ ଅଟକାଇ ନିଜକୁ ଆରଟିଓର ପରିଚୟ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ବିକ୍ରମ ବେହେରା। ସୂଚନା ଅନୁଯାୟୀ, ବରଗଡ଼ ଜାତୀୟ ରାଜପଥରେ ଏକ ଟ୍ରକକୁ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଜାପାନ ରାଜକୁମାରୀ ମାକୋ, ପ୍ରେମ ପାଇଁ ସବୁ କିଛି ଛାଡିଦେଲେ

ଟୋକିଓ: ଜାପାନ ରାଜକୁମାରୀ ମାକୋ ଏବଂ କେଇ କୋମୁରା ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ । ତେବେ କୋମୁରା ଜଣେ ସାଧାରଣ ନାଗରିକ ହୋଇଥିବାରୁ ଏହି ବିବାହ ପାଇଁ ମାକୋଙ୍କୁ ବହୁତ କିଛି ଛାଡିବାକୁ ପଡିଥିଲା । ରାଜବଂଶର ନିୟମ ଅନୁସାରେ ସେମାନେ…

୮୦ ହଜାର ମୂଲ୍ୟର ଡ୍ରଗ୍ସ ଅର୍ଡର କରିଥିଲେ ଆର୍ୟନ; ସାଙ୍ଗମାନଙ୍କୁ ଧମକ ବି ଦେଇଥିଲେ

ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍‌ଙ୍କ ଜାମିନ ଆବେଦନ ଉପରେ ଆଜି ବମ୍ବେ ହାଇକୋର୍ଟରେ ଶୁଣାଣି ହେବ। ଏହି ସମୟରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅନନ୍ୟା ପାଣ୍ଡେ ଏବଂ ଆର୍ଯ୍ୟନ ଖାନଙ୍କ ଭିତରେ ହ୍ବାଟସ୍‌ ଆପ୍‌ରେ ଡ୍ରଗ୍ ସମ୍ପର୍କରେ ହୋଇଥିବା…

ଘରେ ଲାଗିଲା ନିଆଁ, ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ତେଲକୋଇ  : ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡିଗଲା ଝିଅ ବାହାଘର ପାଇଁ ରଖାଯାଇଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।   ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଟ ଗାଁରେ ଘଟିଛି ଏଭଳି ଅଘଟଣ । ବିଳମ୍ବିତ ରାତିରେ ନୀଳମଣି ବେହେରାଙ୍କ ଘରେ କୌଣସି…