Latest Odisha News

BREAKING NEWS

ବାଲିଘାଟ ନିଲାମ ଆବେଦନରୁ ବାଦ୍ ପଡ଼ିଲେ ଆଶାୟୀ ବ୍ୟକ୍ତି

ବାରିପଦା: ବାଲିଘାଟ ନିଲାମ ପାଇଁ ଆବେଦନ କରିପାରିଲେନି ଆଶାୟୀ ବ୍ୟକ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ବିଭାଗ ଅଧିନସ୍ଥ ମୋରଡ଼ା ତହସିଲ ଜମ୍ଭିରା ନଦୀ ବାଲି ଖାଦାନ ନିଲାମ ପାଇଁ ଇସ୍ତାହାର ପ୍ରକାଶ ପାଇଥିଲା। ବଡ଼ଫେରା, ବରକନ୍ଦ, ଗଡ଼ିଆ, ଗଣ୍ଡଗୁହାଳି ନିମନ୍ତେ ୨୦୨୧-୨୨ ଆର୍ଥିକ ବର୍ଷଠାରୁ ୫ବର୍ଷ…

ବଢୁଛି ସଂକ୍ରମଣ; ପୁଣି ଫେରିଲା ଲକ୍‌ଡାଉନ୍‌

ବେଜିଂ: ପୁଣି ବଢିଲାଣି ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥିବା ଦେଖିବାକୁ ମଳିଛି। ଚୀନ୍‌ରେ ପୁଣି ନିୟନ୍ତ୍ରଣ ହରାଇଲାଣି ସଂକ୍ରମଣ। ଚୀନ୍‌ର ସ୍ଥାନୀୟ ସରକାର ୪ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଉତ୍ତର-ପଶ୍ଚିମ ସହରର ସହର ଲାଞ୍ଝଉରେ ସଂକ୍ରମଣ ରୋକିବା ଲାଗି…

ଆନ୍ତର୍ଜାତୀୟ ସୁଟର୍ ସିମା ତୋମରଙ୍କୁ ଖୋଲା ଧମକ, ୩ ଗିରଫ

ଓଡିଶା ସମ୍ବାଦ ବ୍ୟୁରୋ: ଆନ୍ତର୍ଜାତୀୟ ସୁଟର୍ ସୀମା ତୋମର ଗ୍ରେଟର ନୋଏଡାରେ ଦୁର୍ବ୍ୟବହାରର ଶିକାର ହୋଇଥିବା ସୂଚନା ରହିଛି । ଏହି ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲାବେଳେ ପାର୍କିଂକୁ ନେଇ ଉଭୟ ପକ୍ଷରୁ ବଚସା ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶ ବାଘପତ ବାସିନ୍ଦା ସୀମା…

ବୟସ ମାତ୍ର ୨୪; ହେଲେ ୨୧ଟି ସନ୍ତାନର ମା’

ନୂଆଦିଲ୍ଲୀ: ଋଷର ଜଣେ ୨୪ ବର୍ଷିୟା ବୟସ୍କା ମହିଳା ୨୧ ତମ ସନ୍ତାନର ମା' ହୋଇଛନ୍ତି। ତେବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ। ନିଜର ସବୁ ପିଲାଙ୍କ ସହ ଜଣେ ମହିଳାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଏହି ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ମାତ୍ରେ ଲୋକମାନେ…

ହାଇକୋର୍ଟରେ ୨୦୦୬ ଓଏଏସ୍ ନିଯୁକ୍ତି ମାମଲା: ୩୭୮ ଓଏଏସ୍ ଅଧିକାରୀ ଆଶ୍ୱସ୍ତି

କଟକ: ହାଇକୋର୍ଟରେ ଓଏଏସ୍ ନିଯୁକ୍ତି ବିବାଦ ମାମଲା। ଆଶ୍ୱସ୍ତି ପାଇଛନ୍ତି ରାଜ୍ୟର ୩୭୮ ଓଏଏସ୍ ଅଧିକାରୀ। ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ। ୨୦୦୬ ମସିହାରେ ୩୭୮ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ। ସେମାନଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଚୂଡ଼ାନ୍ତ…

ଫିଲ୍ମ ‘ତଡପ୍‌’ର ଟିଜର୍‌ ରିଲିଜ; କାଲି ଆସିବ ଟ୍ରେଲର୍‌

ନୂଆଦିଲ୍ଲୀ: ଆଜି ଅକ୍ଟୋବର ୨୬ ରେ ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ୍ ଶେଟ୍ଟୀ ଏବଂ ତାରା ସୂତରିଆଙ୍କ ଅଭିନୀତ ଚଳଚ୍ଚିତ୍ର 'ତଡପ୍‌'ର ଟିଜର ମୁକ୍ତିଲାଭ କରିଛି। ଫିଲ୍ମର ଟ୍ରେଲର ଅକ୍ଟୋବର ୨୭ ରେ ମୁକ୍ତିଲାଭ କରିବ। ମିଲନ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ 'ତଡପ୍‌' ଡିସେମ୍ବର ୩ ରେ ପ୍ରେକ୍ଷାଳୟରେ…

ଫ୍ୟାମିଲି ସହ ବର୍ଥ ଡେ’ ପାଳିବେ ବଲିଉଡ ବିୟୁଟି ରବିନା ଟଣ୍ଡନ

ମୁମ୍ବାଇ : ଆଜି ବଲିଉଡ ବିୟୁଟି ରବିନା ଟଣ୍ଡନଙ୍କ ବର୍ଥ ଡେ'। ୪୭ ବର୍ଷ ବୟସରେ ପାଦ ଦେଇଛନ୍ତି ରବିନା । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥର ରବିନା ନିଜ ବର୍ଥ ଡେ କୁ ପରିବାର ସହ ସେଲିବ୍ରେସନ କରିବେ ବୋଲି କହିଛନ୍ତି । ରବିନା ଆମେରିକାରେ ନିଜ ଝିଅ ରଶାଙ୍କ ପାଖରେ…

ପୁଣି ଧଳା ଜହର ଜବତ, ଜଣେ ଗିରଫ

କାମାକ୍ଷାନଗର: ପୁଣି ଜବତ ହେଲା ଧଳା ଜହର। ଢ଼େଙ୍କାନାଳ ପରେ ଏବେ କାମାକ୍ଷାନଗରରେ ଏବେ ଧଳାଜହର କବଜାରେ କାମାକ୍ଷାନଗର। ଅବକାରୀ ବିଭାଗର ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ପାତ୍ର। ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି।…

[ଭିଡ଼ିଓ] ପାଚିଲା ଧାନରେ ରୋଗପୋକ, ଚିନ୍ତାରେ ଚାଷୀ କୁଳ

ନୂଆପଡା : ନୂଆପଡା ଜିଲ୍ଲା ମରୁଡି ପ୍ରପୀଡ଼ିତ ଜିଲ୍ଲା । ଏଠିକାର ଚାଷୀ ପ୍ରାୟ ପ୍ରତିବର୍ଷ ମରୁଡି ପାଇଁ  ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଚଳିତ ବର୍ଷ ବିଳମ୍ବ ହେଲେ ବି ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀ ଧାନ ଚାଷକୁ ବଞ୍ଚାଇ ଭଲ ଅମଳର ଆଶା ବାନ୍ଧି ଥିଲା । ହେଲେ ଅମଳ ସମୟରେ …

ଲଖିମପୁର କେସ୍‌: ରାଜ୍ୟ ସରକାରଙ୍କ ରିପୋର୍ଟ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲଖିମପୁର ମାମଲାରେ ଉତରପ୍ରଦେଶ ସରକାରଙ୍କ ରିପୋର୍ଟ ନେଇ ଆଜି ମାନ୍ୟବର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ୫ ହଜାର ପାଖାପାଖି ଭୀଡ ଭିତରୁ କେବଳ୨୩ ପ୍ରତ୍ୟକ୍ଷଦର୍ଶୀ ତୁମେ ପାଇଲ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କେସ ଲଢ଼ୁଥିବା…