Latest Odisha News

BREAKING NEWS

‘ମୋ କଲେଜ’ ପ୍ରକଳ୍ପ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ‘ମୋ କଲେଜ’ ପାଇଁ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ବଣ୍ଟନ ଅଭିଯାନ । ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୨ଟି ଶିକ୍ଷାନୁଷ୍ଠାନକୁ…

କୋଭାକ୍ସିନ ଟିକାକୁ ଆଜି ମିଳିପାରେ ଡବ୍ଲୁଏଚଓର ଅନୁମୋଦନ

ଭାରତର କୋଭାକ୍ସିନ ଟିକାକୁ ଆଜି ଅନୁମୋଦନ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ଆଜି ଡବ୍ଲୁଏଚଓ ବୈଷୟିକ ପରାମର୍ଶଦାତା କମିଟିର ବୈଠକ ବସୁଛି । ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ବିଚାର କରିବ ଏହି କମିଟି ।…

ମମିତା ହତ୍ୟା ମାମଲା: ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ପାଳନ

ସମ୍ୱଲପୁର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ରାଜନୀତି ତେଜିବାରେ ଲାଗିଛି । ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରପ ପରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିକୁ ଜୋରଦାର କରିଛି ବିଜେପି । ଆଜି ସମ୍ୱଲପୁର…

ଷଷ୍ଠୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି : ଅପରାହ୍ଣ ୪ରୁ ବନ୍ଦ ରହିବ ଦର୍ଶନ

ପୁରୀ : ବୁଧବାର କାର୍ତ୍ତିକ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଶ୍ରୀଜିଉଙ୍କ ଶ୍ରୀମୁଖ ସିଂହାର ହେବ । ଏହି ନୀତି ଅପରାହ୍ଣ ୪ଟାରୁ ଆରମ୍ଭ ହେବ । ପ୍ରାୟ ୩ ଘଣ୍ଟା ଧରି ଏହି ନୀତିକାନ୍ତି ଚାଲିବ। ଏହି ଦୃଷ୍ଟିରୁ ବୁଧବାର ଅପରାହ୍ଣ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି…

ବଢୁଛି ଶୀତ , ଆଗକୁ ଥରାଇବ ହାଡଭଙ୍ଗା ଜାଡ

ଭୁବନେଶ୍ୱର: ବଢୁଛି ଶୀତ , ଆଗକୁ ଥରାଇବ ହାଡଭଙ୍ଗା ଜାଡ ।  ଏ ବର୍ଷ ଥରାଇବ ଶୀତ ଲହରୀ । ଜବର ଜାଡ଼ ଅନୁଭୂତ ହେବ ଉତ୍ତର ଭାରତ ସମେତ ଅନେକ ଅଞ୍ଚଳରେ । ଓଡ଼ିଶାରେ ବି ଶୀତ ଲହରୀ ପ୍ରକୋପ ଅସହ୍ୟ ରହିବ । ସ୍ୱାଭାବିକଠାରୁ ପାରଦ ଅଧିକ ଖସିବ । ଖାଲି ସେତିକି ନୁହେଁ, ଶୀତର ଅବଧି ବି ଲମ୍ବା ରହିବ…

ଜେଲରୁ ବାହାରିବେ କି ଆର୍ୟନ୍ ଖାନ୍ ? ଆଜି ବମ୍ବେ ହାଇକୋର୍ଟରେ ବେଲ୍ ଶୁଣାଣି

ମୁମ୍ବାଇ: ଆର୍ୟନ୍ ଖାନ୍ ଜେଲରୁ ବାହାରିବେ କି ? ନା ତାଙ୍କୁ ପୁଣି ଭିତରେ ରହିବାକୁ ପଡ଼ିବ । ଆଜି ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି କରିବେ ବମ୍ବେ ହାଇକୋର୍ଟ । କି ରାୟ ଶୁଣାଇବେ କୋର୍ଟ ତାଉପରେ ସମସ୍ତଙ୍କର ନଜର ରହିଛି । ଗତ ୨୦ ତାରିଖରେ…

ପୁସ୍ତକ ପରିଚୟ : ବିଶ୍ୱରୁପା

ବିଶ୍ୱରୁପା ଗାଳ୍ପିକା : ମଞ୍ଜୁବାଳା ପଣ୍ଡା ପ୍ରକାଶକ : ଇଙ୍କୱାର୍ଲଡ ଓଡ଼ିଆ ଭୁନେଶ୍ୱର ପୃଷ୍ଠା : ୧୭୩ ମୂଲ୍ୟ : ୨୦୦ ଜୀବନର ଅନୁଭବ ଓ ଅନୁଭୂତିକୁ ନେଇ ଗଳ୍ପ ଲେଖୁଥିବା ଗାଳ୍ପିକା ମଞ୍ଜୁବାଳା ପଣ୍ଡାଙ୍କର ଗଳ୍ପ ସଙ୍କଳନ "ବିଶ୍ୱରୂପା" ଏକ ସ୍ୱତନ୍ତ୍ର ସୃଷ୍ଟି । ସମୁଦାୟ ଏଗାରଟି…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୮)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୮ ମନରେ ଥରେ ଭାବି ନେଲି ମୁକ୍ତି ମାନେ ମୁକ୍ତିପାଇଁ ଅପେକ୍ଷା ନୁହେଁ ଏଇକ୍ଷଣି ଆରମ୍ଭ ହେବ ମୁକ୍ତିପଥର ଯାତ୍ରା। ସନ୍ତର୍ପଣରେ ଦେଖି ନେଉଥିଲି ଆଉଥରେ ଅନ୍ଧାରର ସ୍ମୃତିକୁ। ମନେ ରଖିବା ଦିନୁ ମାଆ ଓ ମୁଁ ୟାରି ଭିତରେ…

କବିତା : ଆଶ୍ୱସ୍ତି

ପ୍ରଦୀପ କୁମାର ମହାପାତ୍ର  ଅତିକ୍ରାନ୍ତ ମୁହୂର୍ତ୍ତମାନଙ୍କର ଭିଡ଼ ଭିତରେ ବିଚରଣ କରୁ କରୁ ଜାଣି ମୁଁ ପାରୁଛି ଏବେ କେବେହେଲେ କାହା ଆଢୁଆଳେ, ଲୁଚି ପାରିଲିନି ବୋଲି, ଦୁନିଆଁ ଦୁଆରେ ଜୀବନର ଲୁଚକାଳି ଖେଳରେ ମୁଁ ଏକ ବିଫଳ ଖେଳାଳୀ ପ୍ରଘଟିତ ସଦା, ଘଟ ପରେ ଘଟ ଢାଙ୍କି ମୁଁ…

ଓଡ଼ିଶା ଶିଳ୍ପୀ ମହାସଙ୍ଘ ପକ୍ଷରୁ ବୟନ ଶିଳ୍ପ ମନ୍ତ୍ରାଳୟର ସଚିବଙ୍କୁ ଦାବିପତ୍ର

ଭୁବନେଶ୍ୱର : ଓଡ଼ିଶା ଶିଳ୍ପୀ ମହାସଙ୍ଘ ପକ୍ଷରୁ, ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ପରିସରରେ ଭୁବନେଶ୍ୱର ଗସ୍ତରେ ଆସିଥିବା କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟର ସଚିବ ଉପେନ୍ଦ୍ର ପ୍ରସାଦ ସିଂହଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ରିଜିଓନାଲ ଟେକ୍ସାଟାଇଲ କମିଟିର…