Latest Odisha News

BREAKING NEWS

ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ପିଲା ଚୋରି ଭଳି ଶବ୍ଦ ଶୁଣିଲେ ମନରେ ଛନକା ପଶିଯାଏ । ଏହି ଅଭିଯୋଗ ଯାହା ବିରୋଧରେ ଥରେ ଆସେ, ସେ ସାରା ଜୀବନ ସମାଜରେ ଅଗ୍ରହଣୀୟର ଆଖ୍ୟା ମୁଣ୍ଡାଇବାକୁ ବାଧ୍ୟ ହୋଇଥାଏ । ବାଲେଶ୍ୱର ଜିଲ୍ଲାରେ ପିଲା ଚୋରିକୁ କେନ୍ଦ୍ର କରି ଉଭୟ ଅଭିଯୋଗ ଓ ପ୍ରମାଣ ଆଧାରରେ ଜଣେ ମହିଳାଙ୍କୁ…

ପାକିସ୍ତାନ ବିଜୟରେ ଖୁସି ମନାଇବା ପଡଲା ମହଙ୍ଗା ,ସ୍କୁଲରୁ ନିଲମ୍ବନ ହେଲେ ଶିକ୍ଷୟତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନ ବିଜୟରେ ଖୁସି ମନାଇବା ଶିକ୍ଷୟତ୍ରୀଙ୍କୁ ପଡ଼ିଲା ମହଙ୍ଗା । ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଦିନକୁ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଉଦୟପୁରରେ ଜଣେ ପ୍ରାଇଭେଟ ସ୍କୁଲ ଶିକ୍ଷୟତ୍ରୀ ପାକିସ୍ତାନ ମ୍ୟାଚ ଜିତିବା ସମର୍ଥନରେ ହ୍ୱାଟସପରେ ଏକ ବାଜି…

ପେଗାସସ୍‌ ମାମଲା; ଆସନ୍ତାକାଲି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାରେ ନିରପେକ୍ଷ ଯାଞ୍ଚ ପାଇଁ ଆବେଦନ ଉପରେ ସୁପ୍ରିମକୋର୍ଟ ବୁଧବାର ଏହାର ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୧୩ ରେ ପ୍ରଧାନ ବିଚାରପତି ଏନ.ଭି ରମଣ, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚ ଏହି ମାମଲାରେ ନିଜର…

ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ମାଗିଲେ ମାଓବାଦୀ

ରାୟଗଡା: ମମିତା ମେହେର ହତ୍ୟା ମାମଲାକୁ ନେଇ ସରଗରମ ରହିଛି ଓଡିଶାର ରାଜନୈତିକ ମହଲ । ବିରୋଧ ଓ ପ୍ରତି-ବିରୋଧକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ଦଳ । ତେବେ ଏହି ମାମଲାରେ ଏବେ ମାଓବାଦୀ ସଙ୍ଗଠନ ବି ସାମିଲ ହୋଇଛନ୍ତି । ପୋଷ୍ଟର ମାରିବା ସହ ମମିତାଙ୍କୁ ନ୍ୟାୟ ଦେବା ଲାଗି ଦାବି…

ଦୁର୍ଘଟଣା ରୋକିବା ପାଇଁ ପ୍ରଶିକ୍ଷଣ ପାଇବେ ରାସ୍ତାକଡ଼ ଦୋକାନୀ

କଟକ: ଦିନକୁ ଦିନ ଦୁର୍ଘଟଣା ବଢ଼ୁଛି। ଦୁର୍ଘଟଣାର ଶିକାର ହୋଇ ଅନେକ ଲୋକ ଆହତ ହେଉଛନ୍ତି। ଅନେକ ଜୀବନ ମଧ୍ୟ ଯାଉଛି। ତେଣୁ ଏହାକୁ ରୋକିବାକୁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପମାନ ନିଆଯାଇଛି। ହେଲେ ଏଥର ସାମିଲ ହେବାକୁ ଯାଉଛନ୍ତି ରାଜପଥ କଡ଼ରେ ଥିବା ପେଟ୍ରୋଲ ପମ୍ପ, ଉଠା ଦୋକାନୀ, ଟାୟାର…

ନିଳାଦ୍ରୀ ବେଳାଭୂମିରେ ଅଲ ଓଡିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ

ପୁରୀ : ଅଲ ଓଡ଼ିଶା ବିଚ୍ କୁସ୍ତି ଚାମ୍ପିଅନସିପ୍ ଉଦଘାଟିତ । ଦୁଇଦିନିଆ ଅଲ ଓଡିଶା ବିଚ କୁସ୍ତି ଚାମ୍ପିଅନସିପ୍ ନିଳାଦ୍ରୀ ବେଳାଭୂମିରେ ଉଦଘାଟିତ ହୋଇଛି। ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡା ସଂସଦ, ଓଡିଶା କୁସ୍ତି ସଂଘ ଓ ଜିଲ୍ଲାର ସମସ୍ତ ଯାଗା ଓ ଆଖଡାର ମିଳିତ ଆନୁକୂଲ୍ୟରେ ଏହି…

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୮୭ ବିଲିୟନ ଡଲାର କ୍ଷତି ସହିଛି ଭାରତ

ନୂଆଦିଲ୍ଲୀ: ବିଶ୍ୱ ପାଣିପାଗ ବିଭାଗ (WMO) ର ରିପୋର୍ଟ ଅନୁଯାୟୀ ଗତ ବର୍ଷ ବାତ୍ୟା, ବନ୍ୟା ଏବଂ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ସମଗ୍ର ବିଶ୍ବ ୬୫୩୫ ବିଲିୟନ ଟଙ୍କାର କ୍ଷତି ସହିଛି। ଚୀନ୍ ସର୍ବାଧିକ ୨୩୮ ବିଲିୟନ ଡ଼ଲାର କ୍ଷତି ସହିଥିବା ବେଳେ ଭାରତ ୮୭ ବିଲିୟନ ଡ଼ଲାର ସହିତ…

କେବଳ ଡ୍ରଗ୍ସ ବ୍ୟବହାର ନୁହେଁ , ଡ୍ରଗ୍ସ ଚୋରା କାରବାରରେ ବି ଜଡିତ ଅଛନ୍ତି ଆର୍ୟନ; ଏନ୍‌ସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମଙ୍ଗଳବାର ଦିନ ବମ୍ବେ ହାଇକୋର୍ଟରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ବିରୋଧ କରିଛି। ଏନସିବି ଅଭିଯୋଗ କରିଛି ଯେ ଆର୍ୟନ କେବଳ ଡ୍ରଗ୍ସ ବ୍ୟବହାର କରୁନାହାଁନ୍ତି, ବରଂ ସେ ବେଆଇନ ଭାବେ ଡ୍ରଗ୍ ଚୋରା କାରବାରରେ ମଧ୍ୟ ଜଡିତ…

[ଭିଡିଓ] ଯାଜପୁରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଯାଜପୁର : ଦେଶରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ମିଶନ। ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତ୍ୟେକ ଘରକୁ ସରକାର ପାଇଖାନା କରବା ପାଇଁ ଆର୍ଥିକ ସହୟତା ଯୋଗାଇ ଦେଉଛନ୍ତି । ହେଲେ  ଯାଜପୁର ସଦର ମହକୁମା ଡାକ୍ତରଖାନାଠାରୁ ଆରମ୍ଭ କରି ବସ୍ ଷ୍ଟାଣ୍ଡ ଅଚଂଳରେ ଶୌଚାଳୟ…

କର୍‌ବା ଚୌଥ୍‌ ବିଜ୍ଞାପନ ପ୍ରତ୍ୟାହାର ନେଇ କମ୍ପାନୀ ଉପରେ ବର୍ଷିଲେ ପୂଜା

ନୂଆଦିଲ୍ଲୀ: କର୍‌ବା ଚୌଥ୍‌କୁ ଧ୍ୟାନରେ ରଖି ଡାବର ଏକ ବିଜ୍ଞାପନ ପ୍ରକାଶ କରିଥିଲେ ଯେଉଁଥିରେ ଦୁଇଜଣ ସମଲିଙ୍ଗୀ ମହିଳା ପରସ୍ପର ପାଇଁ ଉପବାସ କରୁଥିବା ଦେଖିବାକୁ ମିଳିଥିଲା। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହି ବିଜ୍ଞାପନକୁ ସମାଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ…