Latest Odisha News

BREAKING NEWS

ମମିତା ମେହେରଙ୍କ ଘରେ ରାଜ୍ୟ ବିଜେପି ଟିମ୍

ବଲାଙ୍ଗିର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ତେଜିଛି ରାଜନୀତି । ଘଟଣାର ସିବିଆଇ ତଦନ୍ତ ଦାବି ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପିର ବିଭିନ୍ନ ଜିଲ୍ଲାରେ ବନ୍ଦ ପାଳନ କରୁଛି । ଆଜି ରାଜ୍ୟ ବିଜେପିର ଏକ ପ୍ରତିନିଧି…

ମନ୍ତ୍ରୀ ନୱାବ ମଲ୍ଲିକ ଅଭିଯୋଗକୁ ଖଣ୍ଡନ କଲେ ୱାଙ୍ଖଡେଙ୍କ ବାପା; କହିଲେ ମୋ ନାଁ ଦାଉଦ୍‌ ନୁହେଁ

ମୁମ୍ବାଇ: ଏନସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକଙ୍କ ଦାବିକୁ ଖଣ୍ଡନ କରିବା ସହ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ମୁମ୍ବାଇର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ପିତା ସୋମବାର କହିଛନ୍ତି ଯେ ତାଙ୍କ ନାମ 'ଦ୍ୟାନଦେବ' 'ଦାଉଦ' ନୁହେଁ। ମୋ ପୁଅ ମହାଭାରତର…

ବିବାହ ପୂର୍ବରୁ କାହିଁକି କାଜୋଲଙ୍କୁ ପସନ୍ଦ କରୁନଥିଲେ ଅଜୟ?

ମୁମ୍ବାଇ: ବଲିଉଡ୍‌ର ସଫଳ ଦମ୍ପତିଙ୍କ ତାଲିକାରୁ ଅଜୟ ଦେବଗନ୍ ଏବଂ କାଜୋଲଙ୍କ ଯୋଡି ଅନ୍ୟତମ। ଏହି ଦମ୍ପତି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ନିଜ ସମ୍ପର୍କକୁ ଅତି ସୁନ୍ଦର ଭାବେ ତୁଲାଇ ଆସିଛନ୍ତି। ୯୦ ଦଶକରେ ଏମାନେ ଦୁହେଁ ପ୍ରଥମେ ଡେଟିଂ ଆରମ୍ଭ କରିଥିଲେ। ହେଲେ ଆପଣ ଜାଣନ୍ତି କି ବିବାହ…

ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡରେ ୪ ମୃତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୩୩ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୧୬…

ମଡର୍ନାର ଲୋ ଡୋଜ୍‌ କୋଭିଡ୍‌-୧୯ ଟିକା ପିଲାଙ୍କ ଲାଗି ସୁରକ୍ଷିତ

ୱାଶିଂଟନ୍: କୋଭିଡ ଟିକା ନିର୍ମାତା କମ୍ପାନୀ ମଡର୍ନା ସୋମବାର କହିଛନ୍ତି ଯେ ଏହାର ଲୋ ଡୋଜ୍‌ କୋଭିଡ୍‌-୧୯ ଟିକା ସୁରକ୍ଷିତ ଏବଂ ଏହା ୬ ରୁ ୧୧ ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ଏହା କାମ କରୁଥିବା ଦେଖାଯାଇଛି। ମର୍ଡନା ଟିକା ନିର୍ମାତା କମ୍ପାନି ପିଲାମାନଙ୍କ ଲାଗି ଟିକା ବିକଶିତ…

ଆର୍ୟନଙ୍କ ବେଲ୍ ପାଇଁ ବମ୍ବେ ହାଇକୋର୍ଟରେ ଲଢ଼ିବେ ମୁକୁଲ ରୋହତଗୀ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ କେସରେ ଜୁନିଅର କିଙ୍ଗ ଖାନଙ୍କୁ ଆଜି ବେଲ୍ ମିଳିବ କି ? ବମ୍ବେ ହାଇକୋର୍ଟ ଆର୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି କରିବେ । କୋର୍ଟଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଥିବା ବେଳେ ଆଜି ତାଙ୍କ ପାଇଁ କୋର୍ଟରେ ଠିଆ ହେବେ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ୍…

୨୪ ଘଣ୍ଟାରେ ୪୩୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୯୨୬୯ରେ…

ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଯୋଡା: ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଯୋଡା ବାମବାରୀ କମଳପୁର ଗାଁ ନିକଟରେ ଏହି ମହିଳାଙ୍କ ମୃତ ଦେହ ପଡି ରହିଥିବା ବେଳେ ଶରୀର ଅଧାଭାଗ ନଷ୍ଟ ହୋଇଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ ।…

କର୍କଟ ମୁକ୍ତ ହେଲେ ମହେଶ ମଞ୍ଜରେକର

ମୁମ୍ବାଇ: ଅଭିନେତା, ଚଳଚ୍ଚିତ୍ର ନିର୍ଦ୍ଦେଶକ  ତଥା ନିର୍ମାତା ମହେଶ ମଞ୍ଜରେକର ପୂର୍ବରୁ ୟୁରିନାରୀ ବ୍ଲାଡର କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେ ଅକ୍ଟୋବର ୨୫ ସୋମବାର ଦିନ ଘୋଷଣା କରିଛନ୍ତି ଯେ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ କର୍କଟ ମୁକ୍ତ। ଅସ୍ତ୍ରୋପଚାରର ଦୁଇ ମାସ ପରେ ସେ…

ମନିଷ ଅନୁରାଗ ମୃତ୍ୟୁ ମାମଲା: ୩ ଅଭିଯୁକ୍ତର ଚାଲିଛି ଲାଏ ଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସ । ଜେରା ବେଳେ ଅଭିଯୁକ୍ତଙ୍କ ମୁହଁରୁ ସତ ଉଗାରିଛି ପୋଲିସ । ଆଜି ପୋଲିସ ୩ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ କରାଉଛି । ଏଥିପାଇଁ ଭୁବନେଶ୍ୱର ଷ୍ଟେଟ ଫୋରେନସିକ୍ ଲାବରେ…