ଧାରାବାହିକ ଉପନ୍ୟାସ : ଦେବୀ (୬)
କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୬
ପୌଷ ମାସର ଶୀତ ରାତି ମୁନିଆ କଣ୍ଟା ପରି ତୀକ୍ଷ୍ଣ। ଯଦି କୁହୁଡି ପଡ଼ିଥାଏ ତେବେ ସେ ରାତି ଲାଗେ ବ୍ୟାଧର ଶିକାର ଫାଶ।ରାତି ଦଶଟା ପାଖାପାଖି ଖାଇସାରି ଦେବ ଘରୁ ବାହାରି ଦାଣ୍ଡ ଉପରେ ଠିଆ ହେଲା।ସାରା ଗାଆଁ ଏକ ଅଭୂତପୂର୍ବ…