Latest Odisha News

BREAKING NEWS

ଦିଦି ନିଖୋଜ ମାମଲା: ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ, ୩ ଜଣ ନିଲମ୍ବିତ

ବଲାଙ୍ଗିର: କଳାହାଣ୍ଡି ଜିଲ୍ଲା ସନସାଇନ୍ ପବ୍ଲିକ୍ ସ୍କୁଲ ଓ କଲେଜର ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଗୋବିନ୍ଦ ସାବୁ । ଗତକାଲି ପୋଲିସ ବ୍ୟାରେକରୁ ସେ ଛୁ ମାରିଛନ୍ତି । ଏହି ଘଟଣାରେ ୩ ପୋଲିସ କର୍ମଚାରୀଙ୍କୁ…

ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ୍ ସୁନା, ୨୪ ଲକ୍ଷ ଟଙ୍କାର ହାର ଜବତ

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆୟ ବର୍ହିଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ଗତକାଲି ୨୩ ଘଣ୍ଟା ଧରି ବିଧାୟକ, ତାଙ୍କ ସମ୍ପର୍କୀୟ ଓ ସହଯୋଗୀଙ୍କ ଘରେ ରେଡ୍ ହୋଇଥିଲା । ଖୋଳତାଡ ବେଳେ ତାଙ୍କ ଘରୁ ୧୪୪୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ଏଥିସହ ୨୪…

ସମୁଦ୍ରରେ ଭାସୁଛି ପଥର, ସୋସିଆଲ ମିଡିଆରେ ଚର୍ଚ୍ଚା

ପୁରୀ : ସମୁଦ୍ରରେ ଭାସମାନ ପଥର ନେଇ ବଢୁଛି ଚର୍ଚ୍ଚା । ମୂର୍ତ୍ତିି ବିସର୍ଜନ ବେଳେ ଏହି ପଥର ଭାସୁଥିବାର ଦେଖିବାକୁ ମିଳିଥିଲା । ପୁରୀ  ମହୋଦଧିରୁ ମିଳିଛି  ଭାସମାନ ପଥର ଖଣ୍ଡ । ସମୁଦ୍ରକୁ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବ‌େଳେ ଶୁଭେନ୍ଦୁ କୁମାର ଜାଲି ନାମକ ଜଣେ ବ୍ୟକ୍ତି ଏହି…

T20 ବିଶ୍ୱକପ: ଓ୍ୱାର୍ମଅପ୍ ମୁକାବିଲାରେ ଟିମ୍ ଇଣ୍ଡିଆର ୩ ଖେଳାଳିଙ୍କ ଉପରେ ନଜର

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆସନ୍ତା ୨୪ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ପାକିସ୍ତାନ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍ । ତାପୂର୍ବରୁ ଆଜି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ । ୨୦ ତାରିଖରେ ଦ୍ୱିତୀୟ ଓ୍ୱାର୍ମଅପରେ ଅଷ୍ଟ୍ରେଲିଆକୁ…

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ପରେ ବି ମରାମତି ଠପ୍

ଯାଜପୁର: ଲାଗି ରହିଛି ବର୍ଷା । ଆଉ ଆତଙ୍କିତ ହୋଇ ପଡୁଛନ୍ତି ନଦୀକୂଳିଆ ଲୋକେ । କେଉଁଠି ସମୁଦ୍ର ଜୁଆର ମାଡି ଆସିଲାଣି ତ ଆଉ କେଉଁଠି ଘାଇ ମରାମତି ହୋଇପାରୁନି । ନଦୀ ବନ୍ଧ ସଜାଡିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଚାଲିଛି । ହେଲେ କାମ କିନ୍ତୁ ଠପ୍ ହୋଇ ପଡ଼ିଛି । ଏଇ ଯେମିତି ଯାଜପୁର…

କେରଳରେ ଜଳ ପ୍ରଳୟ: ଆଖି ପିଛୁଳାକେ ଭାସିଗଲା କୋଠାଘର, ଦେଖନ୍ତୁ ଭିଡିଓ

ଥିରୁବନ୍ତପୁରମ୍: ଭଗବାନଙ୍କ ଘରେ ତ୍ରାହି ତ୍ରାହି । ଦେବଭୂମି କେରଳରେ ବର୍ଷା ଆଣିଛି ଜଳ ପ୍ରଳୟ । ଚାରିଆଡେ ବନ୍ୟା ବିଭୀଷିକା । ଅବିଶ୍ରାନ୍ତ ବର୍ଷାରେ ଘରଦ୍ୱାର ଭାସିଯିବା ସହ ଭାଙ୍ଗି ଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ଓ ଭୂସ୍ଖଳନ ନେଲାଣି ୨୦ରୁ ଅଧିକ ଜୀବନ । ବହୁ ନିଖୋଜ ଅଛନ୍ତି ।…

ୟୁଏଇରେ ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଲେ ମେଣ୍ଟର ମାହି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-୨୦ ବିଶ୍ୱକପରେ ଆସନ୍ତା ୨୪ ତାରିଖରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତାପୂର୍ବରୁ ୟୁଏଇରେ ଦଳ ସହ ସାମିଲ ହେଲେ ମେଣ୍ଟର ମହେନ୍ଦ୍ର ସିଂ ଧୋନି । ପ୍ରଥମ ଅଭ୍ୟାସ ମ୍ୟାଚ ପୂର୍ବରୁ ମାହି ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଚଳିତ…

ମନିଷ ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ସତ ଉଗାରିବ ପୋଲିସ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାରେ ସତ ଉଗାରିବ ପୋଲିସ । ଆଜିଠୁ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ଇନଫୋସିଟି ଥାନା ପୋଲିସ । ଅଭିଯୁକ୍ତ ଦୀନେଶ ମହାପାତ୍ର, ମୃତ୍ୟୁଞ୍ଜୟ ମିଶ୍ର ଓ ଅମ୍ରିତ ପ୍ରୀତମ ବିଶ୍ୱାଳକୁ ନେଇ ରହସ୍ୟ ଭେଦିବ…

ଅଣ-କାଶ୍ମୀର ଶ୍ରମିକଙ୍କୁ ପୋଲିସ/ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର ଆଡଭାଇଜରୀ ମିଛ

କାଶ୍ମୀର: ଅଶ-କାଶ୍ମୀର ଶ୍ରମିକଙ୍କୁ ପୋଲିସ କିମ୍ବା ଆର୍ମି କ୍ୟାମ୍ପକୁ ସ୍ଥାନାନ୍ତର କରିବା ନେଇ ଜାରି ହୋଇଥିବା ଆଡଭାଇଜରୀ ମିଛ । ଏଥିରେ କୌଣସି ସତତ୍ୟ ନାହିଁ । ଆଜି ଏହି ସ୍ପଷ୍ଟୀକରଣ ଦେଇଛି କାଶ୍ମୀର ଜୋନ୍ ପୋଲିସ । ଟ୍ୱିଟ୍ କରି ଆଡଭାଇଡରୀ ଉପରେ ସ୍ପଷ୍ଟୀକପଣରେ ଦେଇ ଏହାକୁ ମିଛ ବୋଲି…

ପୁଣି ବର୍ଷିବ ଜୋର୍, ୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପୁଣି ବର୍ଷିବ ଜୋର୍ । ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମେତ ୧୬ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତର ତେଲେଙ୍ଗାନା ଓ…