Latest Odisha News

BREAKING NEWS

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟା ରେଡ୍, ସମ୍ପର୍କୀୟଙ୍କ ଘରୁ ମିଳିଲା ୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରମାଣ ଖୋଜା ଚାଲିଛି । ଗତକାଲି ତାଙ୍କ ଘରେ ୨୩ ଘଣ୍ଟା ଧରି ରେଡ୍ ଚାଲିଥିଲା । ସମ୍ପର୍କୀୟ ଓ ସହଯୋଗୀଙ୍କ ଘର ସମେତ ୧୫ଟି…

ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଂକେତ ଟପିଛି । ମଥାନୀଠାରେ ଏବେ ୬.୦୨ ମିଟର ଜଳସ୍ତର ରହିଛି । ଏଠାରେ ଜଳକାର ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର । ବସ୍ତା ଓ ବାଲେଶ୍ୱର ସଦର…

ଚନ୍ଦ୍ରଶେଖର ହୋତା ପାଇଲେ ‘ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର’

ବାଙ୍ଗାଲୋର : ଯୁବ ପ୍ରାବନ୍ଧିକ ତଥା ସମାଲୋଚକ ଚନ୍ଦ୍ରଶେଖର ହୋତା ବାଙ୍ଗାଲୋରସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ୨୦୨୦ ମସିହା ପାଇଁ "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର" ଗ୍ରହଣ କରିଛନ୍ତି । ପ୍ରସିଦ୍ଧ ହିନ୍ଦୀ କବି ଅରୁଣ କମଳ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି…

ଦେଶ ସାମ୍ପ୍ରଦାୟିକ ଫାସିବାଦ ଆଡ଼କୁ ମୁହାଁଇଛି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଭାରତବର୍ଷର ନାଭିକେନ୍ଦ୍ରରେ ଆଜି କମ୍ପନ ! ଗଣତନ୍ତ୍ର ଆଜି ରକ୍ତାକ୍ତ ! ଯୁଦ୍ଧ, ସାମ୍ପ୍ରଦାୟିକ ଦଙ୍ଗା, ଦୁର୍ନୀତି, ଅନୀତି, ଧର୍ଷଣ, ଗଣହତ୍ୟା ଓ ବିକୃତିର ବର୍ବରତାରେ ଅତିଷ୍ଠ ଦେଶବାସୀଙ୍କ ଦୃଷ୍ଟିକୁ ଅନ୍ୟ ଆଡକୁ ନେଇ ଯିବା ପାଇଁ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୦)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୦ ମୋ ପାଇଁ ଉଦ୍ଦିଷ୍ଟ କୋଠରୀ ଭିତରେ ଗୋଟିଏ ପାଖରେ ଖଟଟିଏ , ତା ପାଖକୁ ଥାକ ଥାକ , ହୋଇ କାନ୍ଥ ଆଲମାରୀ। ମୋତେ ଦେଖାଇ ଦିଆଗଲା ମୋ' ଆଲମାରୀ , ଆଉ ତଉଲିଆ । ଭାରି ସୁନ୍ଦର ବ୍ୟବସ୍ଥା। ପର୍ଦ୍ଦା ପଡିଗଲା ।ସୁଇଚରେ ହାତ…

ବାଇକ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ବଲାଙ୍ଗିର : ବଲାଙ୍ଗିର ପୋଲିସକୁ ସଫଳତା । ରାସ୍ତା ଲିଟିଲ ଫ୍ଲାୱାର ସ୍କୁଲ ନିକଟରୁ ବାଇକ ସହ ଏକ ବସ୍ତାରେ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୋଲିସ ଜଣେ ମାଫିଆକୁ ଗିରଫ କରିଛି । ଦୀର୍ଘ ଦିନରୁ ବଲାଙ୍ଗୀର ଧୁମଭାଟାର…

ରେଭେନ୍ସା ପୂର୍ବ ଛାତ୍ରାବାସ ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ଆସନ୍ତା ଡିସେମ୍ବର ୨୪ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଐତିହ୍ୟ ସମ୍ପନ୍ନ ପୂର୍ବ ଛାତ୍ରାବାସର ଶତବାର୍ଷିକୀ । ଏଥିପାଇଁ ଅନୁଷ୍ଠିତ ହୋଇଛି ପ୍ରାକ୍ ପ୍ରସ୍ତୁତି ବୈଠକ । ଭୁବନେଶ୍ବର ଉପକଣ୍ଠ ଆସୋଟେକ୍ ପ୍ରାଇଡ ସଭାଗୃହରେ ଅନୁଷ୍ଠିତ ବୈଠକରେ ଶତବାର୍ଷିକୀ ପାଳନ ନେଇ…

ପଠାନକୋଟ୍ ହେଲିକପ୍ଟର ଦୁର୍ଘଟଣା ମାମଲା, ୭୫ ଦିନ ପରେ ମିଳିଲା ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ: ଅଗଷ୍ଟ ୩ ତାରିଖ, ପଂଜାବର ପଠାନକୋଟ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗଭୀର ରଂଜିତ ସାଗର ଡ୍ୟାମରେ ହେଲିକପ୍ଟରଟି ନିଖୋଜ ହେବା ପରେ ସେକେଣ୍ଡ ପାଇଲଟ୍ ତଥା କ୍ୟାପ୍ଟେନ୍ ଜୟନ୍ତ ଜୋଶୀଙ୍କର ଖୋଜ ଖବର ମିଳିପାରିନଥିଲା । ଶେଷରେ ଦୀର୍ଘ ୭୫ ଦିନ…

କ୍ରିକେଟର ଯୁବରାଜ ସିଂ ଗିରଫ

ହାଂସୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂଙ୍କୁ ଆଜି ହରିୟାଣା ପୋଲିସ ଗିରଫ କରିଛି । ଏକ ଲାଇଭ ଚାଟ ଶୋରେ ସେ ସ୍ପିନ ବୋଲର ୟୁୁଜଭେନ୍ଦ୍ର ଚହଲଙ୍କ ପ୍ରତି ଜାତି ଭିତିକ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଏ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଲୋକେ ତାଙ୍କ ଉପରେ…

କଶ୍ମୀରରେ ପୁନର୍ବାର ୨ ଶ୍ରମିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

କୁଲଗାମ: କଶ୍ମୀରରେ ଆତଙ୍କବାଦୀମାନେ ଟାଗେର୍ଡ କିଲିଂ କରିବା ଆରମ୍ଭ କରିଛନ୍ତି । ଆଜି ୨ ଜଣ ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୂୁଳି କରି ହତ୍ୟା କରିଛନ୍ତି । ସେମାନେ ହେଲେ ବିହାରର ରାଜା ଦେବ ଓ ଯୋଗୀନ୍ଦର ରେସି ଦେବ ବୋଲି ଜଣାପଡିଛି । ଶ୍ରମିକମାନେ ରହୁଥିବା ଭଡା ଘରେ ପ୍ରବେଶ…