Latest Odisha News

BREAKING NEWS

୨୪ ଘଣ୍ଟା ଭିତରେ ରାଜ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ନାଁ ଧରୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୦ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଏହା ଭିତରେ ୧୮ ବର୍ଷରୁ କମ୍ ବୟସ୍କ ଥିବା ବେଳେ ୫୦ ଜଣ ଶିଶୁ ଓ କିଶୋର କରୋନା ପଜେଟିଭ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୯ଜଣ ଆକ୍ରାନ୍ତ…

ନୂଆପଡ଼ା ଓବିସି ମଞ୍ଚ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା: ଆଜି ୧୨ଘଣ୍ଟିଆ ନୂଆପଡ଼ା ବନ୍ଦ। ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆବର୍ଗଙ୍କୁ ଅଣଦେଖା କରାଯାଇଥିବା ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି। ୩୫୩ ଜାତୀୟ ରାଜପଥ ଖଡ଼ିଆଳରୁ ନୂଆପଡ଼ା ଯାଏଁ ବିଭିନ୍ନ ସ୍ଥାନରେ…

ପଶ୍ଚିମବଙ୍ଗରେ ଆଉ ଜଣେ ଯୁବ ବିଜେପି ନେତାଙ୍କୁ ହତ୍ୟା, ଟିଏମସିକୁ ଦାୟୀ କଲେ ଶୁଭେନ୍ଦୁ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପରେ ବି ହିଂସା କମିବାରେ ନାମ ଧରୁନି । ଆଜି ଉତର ଦିନାଜପୁରରେ ବିଜେପିର ଜଣେ ଯୁବ ନେତା ମିଥୁନ ଘୋଷଙ୍କୁ ହତ୍ୟା କରାଯାଇଛି । ଏହା ପଛରେ ଶାସକ ଟିଏମସିର ହାତ ଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ରକ୍ତ ପୀପାସୁ ଅସାମାଜିକ ଶିକାରୀ ତାର…

ସବୁ ରାଜ୍ୟ ପୋଲିସ ମୁଖ୍ୟଙ୍କ ବୈଠକ ଡାକିଲେ ଅମିତ ଶାହ

ନୂଆଦିଲ୍ଲୀ: ସବୁ ରାଜ୍ୟର ପୋଲିସ ମୁଖ୍ୟଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକ । ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିବେ ଗୃହମନ୍ତ୍ରୀ ଅମିତ ଶାହ । ବୈଠକରେ ସବୁ ରାଜ୍ୟର ପୋଲିସ ଡିଜି ଉପସ୍ଥିତ ରହିବେ । ସୁରକ୍ଷା ଓ ସମନ୍ୱୟ ଦିଗରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଏହି ବୈଠକ ଅପରାହ୍ଣ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ସୌକୁମାର୍ଯ୍ୟ  ଅନ୍ତରଙ୍ଗତା, ଶ୍ରଦ୍ଧା,ଭଲ ପାଇବା ଏସବୁ ଶବ୍ଦ ଆମରି ମୁଣ୍ଡରୁ ବାହାରେ। ଆମ ଅନୁଯାୟୀ ତାର ପ୍ରସ୍ଥ , ଆୟତନ , ଦୈର୍ଘ୍ୟ ବାହାରୁ ବାହାରୁ ସେହିସବୁ ସ୍ଥୂଳତାର ରୂପ ପରିଗ୍ରହ କରେ । ମୁଁ ଭାବେ ଏସବୁ ଭାବ ଉପରେ କଣ ମଣିଷର ଏକଚାଟିଆ ଅଧିକାର ? ଏ ସୀମାହୀନ ପ୍ରକୃତିରେ କୋଉ…

ପୁରୀରେ ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ

ପୁରୀ : ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ। ପୁରୀ ରୋଟାରୀ କ୍ଲବ ପକ୍ଷରୁ ନିୟମିତ ଚକ୍ଷୁ ଯତ୍ନକେନ୍ଦ୍ର ଲୋକାର୍ପିତ ହୋଇଯାଇଛି । ପୁରୀ ରୋଟାରୀ କ୍ଲବ ଆନୁକୁଲ୍ୟରେ ଏବଂ କଟକ ସ୍ଥିତ ଜେପିଏମ୍ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ପୁରୀରେ ଏକ ନୂତନ ଚକ୍ଷୁ ଯତ୍ନକେନ୍ଦ୍ର ଆରମ୍ଭ…

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ପକ୍ଷରୁ କର୍ମଶାଳା

ଭଦ୍ରକ: ଓଡ଼ିଶା ସୂଚନା ଅଧିକାର ଅଭିଯାନ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ସୂଚନା କର୍ମୀଙ୍କୁ ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ରାଜ୍ୟ ସଂଯୋଜକ ସୁଧିର ମହାନ୍ତି ଯୋଗଦେଇ ରାଜ୍ୟରେ ସୂଚନା କର୍ମୀଙ୍କ ଉପରେ ହେଉଥିବା ମକଦ୍ଦମା ଓ ଆକ୍ରମଣ…

ପୂଜା ବେଦୀଙ୍କୁ କରୋନା, ଜିଦରେ ନେଇ ନ ଥିଲେ କୋଭିଡ ଟୀକା

ମୁମ୍ବାଇ: ବଲିଉଡର ପୂର୍ବତନ ଅଭିନେତ୍ରୀ ପୂଜା ବେଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ପୂଜାଙ୍କ ଘରେ କାମ କରୁଥିବା ମେଡ ଏବଂ ପ୍ରେମିକ ମଧ୍ୟ ସଂକ୍ରମିତ ହୋଇଛନ୍ତି । ସୋସିଆଲ ସାଇଟରେ ପୂଜା ଏ ନେଇ ସୂଚନା ଦେଇଛନ୍ତି । ନିଜକୁ ସୁସ୍ଥ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ବୋଲି…

ସଂଘମିତ୍ରା ମିଶ୍ରଙ୍କ ସମ୍ପାଦିତ ‘ବିଜୟ ବିଭବ’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ସ୍ମୃତିରେ , ପ୍ରକାଶନୀ ସଂସ୍ଥା ପକ୍ଷୀଘର ଆନୁକୂଲ୍ୟରେ ସଂଘମିତ୍ରା ମିଶ୍ରଙ୍କ ସମ୍ପାଦନାରେ, ବିଜୟ ମିଶ୍ରଙ୍କ ରଚିତ ନାଟକ ସମୂହକୁ ନେଇ ଏକ ସମାଲୋଚନା ପୁସ୍ତକ 'ବିଜୟ ବିଭବ' ଉନ୍ମୋଚିତ ହୋଇଯାଇଛି l ବଟକୃଷ୍ଣ ତ୍ରିପାଠୀଙ୍କ ସଭାପତିତ୍ୱରେ…

ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ ,୨୪ ଘଣ୍ଟାରେ ସର୍ବାଧିକ ବୃଷ୍ଟିପାତ ରେକର୍ଡ

ଦିଲ୍ଲୀ : ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ । ବର୍ଷା ଜାରି ରହିବା ଯୋଗୁଁ ଦିଲ୍ଲୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଆଜି ବି ସହରରେ ବର୍ଷା ଜାରି ରହିଛି। ଘରୋଇ ପାଣିପାଗି ବିଭାଗ ଏଜେନ୍ସି ସ୍କାଏମେୟ ସୂଚନା ଅନୁସାରେ ଗତ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ସର୍ବାର୍ଧିକ ବୃଷ୍ଟିପାତ ରେକର୍ଡ…