Latest Odisha News

BREAKING NEWS

ମୟୂରଭଞ୍ଜ ବୈଶିଙ୍ଗାରେ ଲଜ୍ଜା, ଜଙ୍ଗଲରେ +୩ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ମୟୂରଭଞ୍ଜ : ବୈଶିଙ୍ଗା ଥାନା ୧୮ ନମ୍ବର ଜାତୀୟ ରାଜପଥ କଳମାରେ ଲଜ୍ଜା । ପ୍ରେମିକକୁ ମାଡ଼ ମାରି +୩ରେ ପଢୁଥିବା ପ୍ରେମିକାଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଛନ୍ତି ତିନି ଜଣ ଯୁବକ । ଏଭଳି ଏକ ଲଜ୍ଜାଜନକ ଘଟଣାକୁ ନେଇ ମୟୂରଭଞ୍ଜ ବୈଶିଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି…

ଆଇଏଏସ ସ୍ତରରେ ଅଦଳବଦଳ, ପ୍ରଦୀପ୍ତ ମହାପାତ୍ର ହେଲେ OFDC ଅଧ୍ୟକ୍ଷ

ଭୁବନେଶ୍ବର : ଆଇଏଏସ ସ୍ତରରେ ଅଦଳ ବଦଳ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ବ । ପ୍ରଦୀପ୍ତ ମହାପାତ୍ରଙ୍କୁ ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ବା ଓଏଫଡିସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି…

ଲେଖକ ସୁଧୀର ଧଙ୍ଗଡ଼ାମାଝୀଙ୍କୁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ

ଭବାନୀପାଟଣା : ଯୁବ ଲେଖକ, ସମ୍ପାଦକ, ଉପସ୍ଥାପକ, ଅଭିନେତା ତଥା ସଂଗଠକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ପ୍ରଦାନ କରାଯିବ ୨୦୨୧ ମସିହା ପାଇଁ କଳାହାଣ୍ଡି ଯୁବ ପ୍ରତିଭା ସମ୍ମାନ । ମହାବୀର ସାଂସ୍କୃତିକ ଅନୁଷ୍ଠାନର ପ୍ରତିଭା ମନୋନୟନ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । କଳାହାଣ୍ଡି ଜିଲ୍ଲା…

ମୟୂରଭଞ୍ଜରେ ୪ର୍ଥ ଜିଲ୍ଲା ସ୍ତରୀୟ ଉନ୍ନୟନ କିମିଟି ବୈଠକ,୪୧ଟି ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା

ମୟୂରଭଞ୍ଜ : ଜିଲ୍ଲା ସ୍ତରୀୟ ଉନ୍ନୟନ କିମିଟି ବୈଠକ । ଚତୁର୍ଥ ଜିଲ୍ଲା ସ୍ତରୀୟ ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ମୟୁରଭଞ୍ଜ ସାଂସଦ ତଥା କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଇଂ…

ମାଲକାନଗିରିରେ IPL ବେଟିଂ : ଚାରି ଜଣ ବୁକିଙ୍କୁ ଗିରଫ କଲା ପୋଲିସ

ମାଲକାନଗିରି : ଆଇପିଏଲ ଖେଳରେ ବେଆଇନ ବେଟିଂ କରି ଗିରଫ ହେଲେ ମାଲକାନଗିରି ଜିଲ୍ଲାର ଚାରି ଜଣ ଯୁବକ। ଏମାନଙ୍କ ଘର ଖୋଜା ଖୋଜି କରିବା ସମୟରେ ନଗଦ ୯ଲକ୍ଷ ଟଙ୍କା ସହ ବ୍ୟାଙ୍କ ପାସବୁକରୁ ୧୮ ଲକ୍ଷ ଟଙ୍କା ସହ ମୋଟ ୨୭ ଲକ୍ଷ ଟଙ୍କା ଓ  ମୋବାଇଲ ଓ ଏଟିଏମ କାର୍ଡ ମଧ୍ୟ ଜବତ କରିଛି ପୋଲିସ । ଗିରଫ…

ଆରମ୍ଭ ହେଲା ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ

ପୁରୀ : ଆଜି ପବିତ୍ର ଆଶ୍ବିନ ଶୁକ୍ଳ ଏକାଦଶୀ ତିଥି । ଏହାସହ ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ । କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଦୀର୍ଘ ଏକ ମାସ ଧରି ପ୍ରତିଦିନ ଆଳତି ଅବକାଶ ନୀତି ପରେ ଏହି ବେଶ ଅନୁଷ୍ଠିତ ହେବ । ଏହାସହ ଶ୍ରୀମନ୍ଦିରରେ ଏଣିକି…

ଜଗତସିଂହପୁରରେ ଅଭାବନୀୟ ଘଟଣା, ବାଇକ୍‌ ଦୁର୍ଘଟଣା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ଅଭାବନୀୟ ଘଟଣା । ବାଇକ୍‌ ଦୁର୍ଘଟଣା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ରଘୁନାଥପୁର ଥାନା ନଦୀବନ୍ଧ ଅଯୋଧ୍ୟାପୁରରେ ଦୁଇ ବାଇକ ମୁଁହାମୁହିଁ ଧକ୍କା ହୋଇଥିଲା । ଯହାକୁ ନେଇ ଘଟଣାସ୍ଥଳରେ ରଘୁନାଥପୁର…

ସ୍କୁଲ ଖୋଲିବା ପୂର୍ବରୁ ତତ୍ପରତା, ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ ବିଇଓ

ଭୁବନେଶ୍ବର : ଆସନ୍ତା ୨୧ ତାରିଖରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ଏସଓପି । ସ୍କୁଲ ଖୋଲିବା ପୂର୍ବରୁ ସ୍କୁଲ ପରିଚାଳନା କମିଟି ସହ ଆଲୋଚନା ହେବ । ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ନିର୍ଦ୍ଦେଶ…

ବଲାଙ୍ଗିର କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଷ୍ଟେନୋଙ୍କ ଘରେ କଳାକନା ବୁଲାଇଲେ ଚୋର

ବଲାଙ୍ଗିର : ବଲାଙ୍ଗିରରେ କଳାକନା ବୁଲାଇଲେ ଲୁଟେରା । ସିଭିଲ କୋର୍ଟ ପଛପଟେ ରହୁଥିବା ବଲାଙ୍ଗୀର କୋଠାବାଡ଼ି ଡିଭିଜନର ଅବସରପ୍ରାପ୍ତ ଷ୍ଟେନୋ ସମାରୁ ନନ୍ଦଙ୍କ ଘରୁ ଲୁଟି ନେଇଛନ୍ତି ଚୋର । ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ସମେତ ସୁନା ଗହଣା, ଦାମୀ ଶାଢ଼ୀ ଓ ମୂଲ୍ୟବାନ ସାମଗ୍ରୀ ଚୋରି…

ସୁପ୍ରିମକୋର୍ଟରେ ପହଞ୍ଚିଲା ସିଂଘୁ ସୀମା ହତ୍ୟା ମାମଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପହଞ୍ଚିଲା ସିଂଘୁ ସୀମା ହତ୍ୟା ମାମଲା । ବୀଭତ୍ସ ହତ୍ୟା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରେ ମାମଲା ରୁଜୁ କରିଛନ୍ତି ଆଇନଜୀବୀ ଶଶାଙ୍କ ଶେଖର ଝା । ତୁରନ୍ତ ସିଂଘୁ ସୀମାକୁ ଖାଲି କରିବାକୁ ନିର୍ଦ୍ଦେଶ ଦେବା ଲାଗି ସେ ପ୍ରାର୍ଥନା କରିଛନ୍ତି । ନିହାଙ୍ଗ ସଙ୍ଗଠନ…