Latest Odisha News

BREAKING NEWS

ବଲିଉଡ୍‌କୁ ନେଇ ମହିମାଙ୍କ ବଡ଼ ଖୁଲାସା; କହିଲେ…

ନୂଆଦିଲ୍ଲୀ: ଫିଲ୍ମ ପରଦାରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ମହିମା ଚୌଧୁରୀ ସୋସିଆଲ ମିଡିଆରେ ସକ୍ରିୟ ରହିଲେ ମଧ୍ୟ ଦୀର୍ଘ ଦିନ ଧରି ଫିଲ୍ମରୁ ଦୂରେଇ ରହିଛନ୍ତି। ଏକ ସାକ୍ଷାତକାରରେ ମହିମା ବଲିଉଡ୍‌ ବଡ଼ ଗୁମର ଫିଟାଇଛନ୍ତି। ମହିମା ଚୌଧୁରୀ କହିଛନ୍ତି, 'ମୁଁ ଅନୁଭବ କରୁଛି ଯେ…

ବାଲେଶ୍ୱରରେ ମା’ ଙ୍କୁ ମେଲାଣି , ନିରାଡ଼ମ୍ବର ଭାବେ ଚାଲିଛି ଭସାଣ ଉତ୍ସବ

ବାଲେଶ୍ୱର :  ଆଜି ମା’ ଙ୍କ ମେଲାଣି ଉତ୍ସବ। ବିଦାୟ ନେଉଛନ୍ତି ଜଗତଜନନୀ ମା ଦୁର୍ଗା । ବାଲେଶ୍ୱରରେ ବହୁ ଆଡମ୍ବର ସହକାରେ ଦୁର୍ଗା ପୂଜା ଶେଷ ହୋଇଛି । ଆଜି ମା’ଙ୍କ ବିସର୍ଜନ । କରୋନା କଟକଣାକୁ ମାନି ବିଭିନ୍ନ ସ୍ଥାନରେ ଆଜି ମୂର୍ତ୍ତି ବିସର୍ଜନ କରାଯାଉଛି। ସେପଟେ ବାଲେଶ୍ୱରରେ ଚଳିତ ବର୍ଷ…

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯାଜପୁରରେ ସ୍ୱାସ୍ଥ୍ୟ ସେବା ଶିବିର

ଯାଜପୁର : ଆଜି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଯାଜପୁର ନିର୍ବାଚନ ମଣ୍ଡଳୀ ପଣସା ଠାରେ ବିଜୁଜନତା ଦଳ ପକ୍ଷରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିର କୁ ଯାଜପୁର ପୂର୍ବତନ ପୌରାଧକ୍ଷ ଭବପ୍ରସାଦ ଦାସ ଉଦଘାଟନ କରିଥିଲେ। ଏହି ଶିବିର ରେ ଆଖପାଖ…

ହାରିଗଲା ମାନବିକତା ମା’ ର ଅନ୍ତିମ ସଂସ୍କାରରେ ଆସିଲାନି ପୁଅ

ବରଗଡ଼ : ହାରିଗଲା ମାନବିକତା ଜନ୍ମକଲା ମା’ ର ଅନ୍ତିମ ସଂସ୍କାର ପାଇଁ ଆସିଲାନି ପୁଅ । ବରଗଡ଼ ୧୮ ନମ୍ବର ୱାର୍ଡର ଆଶାକିରନ ନିକଟସ୍ଥ ମାତୃବିହାର ଠାରେ ଏପରି ଏକ ହୃଦୟବିତାରକ ଘଟଣା ଦେଖିବାକୁ ମିଳିଛି । ମା’ ର ମୃତ୍ୟୁ ଖବର ପାଇବା ପରେ ମଧ୍ୟ ଶେଷ ଥର ପାଇଁ ମା ମୁହଁ ଦେଖିବା ପାଇଁ…

ଭିଡ଼ିଓ: :ମହାଦେବଙ୍କ ମନ୍ଦିରରେ ବେଙ୍ଗ ବାହାନ

ଓଡ଼ିଶା ସମ୍ୱାଦ ବ୍ୟୁରୋ:  ତନ୍ତ୍ର ମନ୍ତ୍ରର ମନ୍ଦିର। ମନ୍ଦିର ଭିତରେ ରହଛି ଅନେକ ରହସ୍ୟ। ଆଉ ରହସ୍ୟ ଭିତରେ ପୂଜା ପାଉଛନ୍ତି ମହାଦେବ। ସବୁଠୁ ବଡ଼ କଥା ହେଉଛି ମନ୍ଦିର ସମ୍ମୁଖରେ ରହିଛି ଏକ ବଡ଼ ବେଙ୍ଗ। ଆଉ ଏହି ବେଙ୍ଗ ମନ୍ଦିର ରକ୍ଷକ ବୋଲି କୁହନ୍ତି ଲୋକେ। ମହାଦେବଙ୍କ ଏହି ମନ୍ଦିରକୁ…

ପୁଲୱାମାରେ ସୁରକ୍ଷାବଳର ସର୍ଚ୍ଚ ଅପରେସନ ଜାରି ,ଜଣେ ଆତଙ୍କୀ ନିହତ

ଜମ୍ମୁକଶ୍ମୀର : ଜମ୍ମୁକଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ସୁରକ୍ଷା କର୍ମୀଙ୍କ ଗୁଳି ମାଡରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ପୁଲୱାମା ଜିଲ୍ଲାର ପାମ୍ପୋରର ଡ୍ରାଙ୍ଗବାଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି ।…

ସୈଫ୍‌ ଦୁନିଆର ‘ସବୁଠୁ ସୁନ୍ଦର ପୁରୁଷ’; କରୀନା

ମୁମ୍ବାଇ: ଆଜି ବଲିଉଡ୍‌ ଲୋକପ୍ରିୟ ଷ୍ଟାର ଯୋଡି କରୀନା କପୁର ଓ ସୈଫ୍‌ଙ୍କ ବିବାହ ବାର୍ଷିକୀ। କରୀନା କପୁର ଖାନ ତାଙ୍କ ବିବାହ ବାର୍ଷିକୀରେ ସୈଫଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଦୁନିଆର 'ସବୁଠୁ ସୁନ୍ଦର ପୁରୁଷ' ବୋଲି କହିଛନ୍ତି। କରୀନା ସୈଫ୍‌ଙ୍କ ସହ ଏକ ଫଟୋ ମଧ୍ୟ ସେୟାର…

ମନିଷଙ୍କୁ ହତ୍ୟା କରିଥିବା ୩ ବନ୍ଧୁ, ପ୍ରମାଣ ନଷ୍ଟ ପାଇଁ ପୋଖରୀରେ ଫିଙ୍ଗିଥିଲେ ମୃତଦେହ

ଭୁବନେଶ୍ୱର: ସାଙ୍ଗ ସାଜିଲେ ହତ୍ୟାକାରୀ । ହୋଟେଲରେ ବିଲକୁ ନେଇ ପାଟିତୁଣ୍ଡ ପରେ ହତ୍ୟା । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷ ଅନୁରାଗ ମୃତ୍ୟୁ ମାମଲାର ରହସ୍ୟ ଖୋଲିଛି କମିଶନରେଟ ପୋଲିସ । ମନିଷଙ୍କ ୩ ଜଣ ସାଙ୍ଗଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅମ୍ରିତ ପ୍ରୀତମ୍, ଦୀନେଶ…

ନବୀନଙ୍କୁ ଟ୍ୱିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ୱର: ୭୫ ବର୍ଷ ବୟସରେ ପାଦଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ନବୀନଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ୱିଟ କରି ମୋଦି ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶା ବାସୀଙ୍କ ସେବା କରିଚାଲନ୍ତୁ ବୋଲି କହିଛନ୍ତି।…

ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ: ରାଜ୍ୟରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସରେ ଭଡ଼ା କିଲୋମିଟର ପ୍ରତି ୩ ପଇସା ବୃଦ୍ଧି ହୋଇଛି । ସାଧାରଣ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୯୨ ପଇସା ଦେବାକୁ ହେବ । ପୂର୍ବରୁ ସାଧାରଣ ବସ ଭଡ଼ା ଥିଲା ୮୯ ପଇସା । ସେହିପରି ଏକ୍ସପ୍ରେସ ବସ୍ ଭଡ଼ା…