Latest Odisha News

BREAKING NEWS

କଳାହାଣ୍ଡିରେ ସାମାଜିକ ସେବା କାର୍ଯ୍ୟକ୍ରମ

କଳାହାଣ୍ଡି: କଳାହାଣ୍ଡିରେ ସାମାଜିକ ସେବା କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ଏକମାସ ଧରି ହେବାକୁ ଥିବା ସାମାଜିକ ସେବା କାର୍ଯ୍ୟକ୍ରମ ଚାଲିଛି। ବିଜୁ ଜନତା ଦଳ ଟାଉନ ଉପସଭାପତି ରାଜୀପ ଲୋଚନ ଶତପଥିଙ୍କ ନେତୃତ୍ୱରେ…

ଆଜିଠୁ ଆରମ୍ଭ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: BTech, BArch, BPlan, BCAT ଏବଂ ଇଣ୍ଟିଗ୍ରେଟେଡ୍ MSc ପାଠ୍ୟକ୍ରମ ପାଇଁ ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE) ୨୦୨୧ ପ୍ରକ୍ରିୟା ଆଜିଠୁ ଆରମ୍ଭ ହେବ। ଆଜି ଅପରାହ୍ନ ୫ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ବିସ୍ତୃତ କାର୍ଯ୍ୟସୂଚୀ, ସିଟ୍ ମ୍ୟାଟ୍ରିକ୍ସ ଏବଂ କାଉନସେଲିଂ…

ବେଆଇନଭାବେ ସ୍ଥାନ ସଂରକ୍ଷଣ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ଅଭିଯୋଗ

ସୁବର୍ଣ୍ଣପୁର: ପଞ୍ଚାୟତ ନିର୍ବାଚନ ନେଇ ବଢ଼ୁଛି ଉଷ୍ମତା। ବେଆଇନଭାବେ ସ୍ଥାନ ସଂରକ୍ଷଣ କରାଯାଇଥିବା ନେଇ ଉଠୁଛି ବିବାଦ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଆସିଛି ଏହିଭଳି ଅଭିଯୋଗ। ବିଜେଡ଼ି ଦଳକୁ ସୁହାଇଲା ଭଳି ପଞ୍ଚାୟତ ନିର୍ବାଚନ ପାଇଁ ଅନୂସୂଚିତ ଜାତି, ଅନୂସୂଚିତ ଜନଜାତି, ପଛୁଆ…

ବିୟର୍‌ ଗ୍ରୀଲ୍ସ ଶୋ’ରେ ନଜର ଆସିବେ ଅଜୟ ଦେବଗନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ଙ୍କୁ ୨୨ ଅକ୍ଟୋବରରେ ଡିସ୍‌କଭରି ନେଟୱାର୍କରେ ଦୁଃସାହସିକ ଶୋ ’ଇନଟୁ ଦ ୱାଇଲ୍ଡ ୱିଥ୍‌ ବିୟର୍‌ ଗ୍ରିଲ୍ସ 'ରେ ଦେଖିବାକୁ ମିଳିବ। ଏହି ଶୋ’ରେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନେତା ରଜନୀକାନ୍ତ ଏବଂ ଅକ୍ଷୟ କୁମାର ଅଭିନୟ କରିଛନ୍ତି।…

ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ, ଚିକିତ୍ସା ନପାଇ ରୋଗୀ ନିରାଶ

କେନ୍ଦୁଝର: ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆୟୁଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ। ଏପଟେ ରୋଗୀ ଚିକିତ୍ସା ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବକ୍ସିବାରିଗାଁ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତିଦିନ ୫୦ରୁ ଉର୍ଦ୍ଧ୍ବ ରୋଗୀ ଆୟୁଷ…

କେରଳରେ ବର୍ଷା ବିତ୍ପାତ; ମୃତ୍ୟୁ ସଂଖ୍ୟା ୯ ଛୁଇଁଲା

ଥିରୁବନନ୍ତପୁରମ୍‌: ଭୂସ୍ଖଳନ ଓ ପ୍ରବଳ ବର୍ଷା ଯୋଗୁଁ କେରଳରେ ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି। ଯାହା ଫଳରେ କେରଳରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ ଆହୁରି ଅଧିକ ଲୋକ ନିଖୋଜ ଅଛନ୍ତି। ରିପୋର୍ଟ  ମୁତାବକ, କୋଟାୟାମ ଜିଲ୍ଲାର ଆଉ ତିନିଟି ମୃତଦେହ ଉଦ୍ଧାର କରାଯାଇଛି।…

ରେମତା ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା

ବରଗଡ଼: ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା। ରେମତା ଗାଁ ମଝିରୁ ଉଦ୍ଧାର ହେଲା ବଜ୍ରକାପ୍ତା। ବରଗଡ଼ ଜିଲ୍ଲା ରେମତାଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଜଣେ ସ୍ଥାନୀୟ ଯୁବକ ପ୍ରଥମେ ଏହାର ଶବ୍ଦ ଶୁଣିଥିଲେ। ଅନ୍ୟ ଯୁବକଙ୍କୁ ଏହି ଶବ୍ଦ ବିଷୟରେ ଜଣାଇବା ସହ ସେମାନଙ୍କ ସହଯୋଗରେ ତାଙ୍କ…

ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ ଦାବି, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ନୂଆଦିଲ୍ଲୀ: ସ୍ୱଦେଶ ଦର୍ଶନ ଯୋଜନା ଅନ୍ତର୍ଗତ ବୁଦ୍ଧିଷ୍ଟ ସର୍କିଟରେ ଓଡ଼ିଶାକୁ ସାମିଲ କରାଯାଉ । ଏନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି…

ବିବାହ ବନ୍ଧନରେ ଆବଦ୍ଧ ହେବେ ଭିକି!

ନୂଆଦିଲ୍ଲୀ: ଭିକି କୌଶଲ ଏବଂ କ୍ୟାଟ୍ରିନାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି ଭିକି ଏବଂ କ୍ୟାଟ୍ରିନା ଉଭୟ ଡେଟ୍‌ କରୁଛନ୍ତି। ଭିକି ଓ କ୍ୟାଟ୍ରିନାଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଛି। ଯଦିଓ ଉଭୟ କଳାକାର ଏପର୍ଯ୍ୟନ୍ତ ଖୋଲାଖୋଲି…

ଶେଷଥର ପାଇଁ ପରଦାରେ ନଜର ଆସିବେ ଶିଡ୍‌ନାଜ !

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ତଥା ସ୍ବର୍ଗତଃ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ଶିଡ୍‌ନାଜ୍‌ ଫା୍ୟନ୍ସଙ୍କୁ ଶକ୍ତ ଝଟ୍‌କା ଲାଗିଛି। ତେବେ ଶିଡ୍‌ନାଜଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ସୂଚନା ଅନୁଯାୟୀ ଶେଷ ଥର ପାଇଁ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ୍…