ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କଲା ପ୍ରଶାସନ
ଭବାନୀପାଟଣା: କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଯୋଗୁଁ କଳାହାଣ୍ଡି ପ୍ରଶାସନ ପକ୍ଷରୁ ଭବାନୀପାଟଣାରେ ସାପ୍ତାହିକ ହାଟ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହି କଟକଣା ଜାରି ରହିବ।
ଜିଲ୍ଲାପାଳ ଗଭଲି ପରାଗ ହର୍ଷଦ କହିଛନ୍ତି ଯେ ପଡୋଶୀ ରାଜ୍ୟରେ କରୋନା ମାମଲା…