Latest Odisha News

BREAKING NEWS

ଶାହାରୁଖ୍‌ଙ୍କ ଏହି ଫିଲ୍ମର ଗୀତ ଗାଇଲେ ଆମେରିକା ନୌସେନା ସଦସ୍ୟ ; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମାର୍ଚ୍ଚ ୨୮ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକାର ନୌସେନାର ସଦସ୍ୟମାନେ ଶାହରୁଖ ଖାନଙ୍କ ଅଭିନୀତ ୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ରର'ସ୍ବଦେଶ'ର ଲୋକପ୍ରିୟ ଗୀତ 'ୟୈ ଜୋ ଦେଶ୍‌ ହୈ ତେରା' ଗାଇଥିବାର ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଆମେରିକାରେ…

ଏନଆଇଟି କ୍ୟାମ୍ପସ୍ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ଅନୁମତି

ରାଉରକେଲା: ରାଉରକେଲା ଏନଆଇଟିରୁ ଗତ ୫ ଦିନ ମଧ୍ୟରେ ୧୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପଦକ୍ଷେପ ନେଇଛି । କରୋନା ସଂକ୍ରମଣ ଯେଭଳି ନବ୍ୟାପେ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି ଏନଆଇଟି କର୍ତ୍ତୃପକ୍ଷ । କରୋନା ଟେଷ୍ଟ ନେଗେଟିଭ୍ ଆସିଥିବା ଛାତ୍ରଛାତ୍ରୀ ହଷ୍ଟେଲ ଛାଡ଼ି…

୫୫ ବର୍ଷରୁ କମ୍ ଲୋକଙ୍କ ପାଇଁ ଆଷ୍ଟ୍ରା ଜେନେକା ଟିକା ବ୍ୟବହାରକୁ ସ୍ଥଗିତ ରଖିଲା କାନାଡା

ନୂଆଦିଲ୍ଲୀ: କାନାଡା ସୋମବାର ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା କରୋନାଭାଇରସ୍ ଟିକା ବ୍ୟବହାରକୁ ୫୫ ବର୍ଷରୁ କମ୍ ଲୋକଙ୍କ ପାଇଁ ସ୍ଥଗିତ ରଖିଛି। ପ୍ରତିରକ୍ଷା ସମ୍ବନ୍ଧୀୟ ଜାତୀୟ ପରାମର୍ଶଦାତା କମିଟି ନିରାପତ୍ତା କାରଣରୁ ଏହି ଟିକା ବ୍ୟବହାରକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି। ସମ୍ଭାବ୍ୟ…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୫୬ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ବିଗତ ଦିନରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ଯାହା ଏକପ୍ରକାର ସରକାରଙ୍କ ଚିନ୍ତା ବଢ଼ାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୬…

ମୂଷା ଯନ୍ତାରେ ଫସିଲା ନାଗ ସାପ

ଡେଲାଙ୍ଗ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରତାପଡା ଗାଁରେ ଏକ ମୂଷା ଧରା ଯନ୍ତାରେ ଫସିଛି ନାଗ ସାପ। ସୂଚନା ଅନୁଯାୟୀ, ଉକ୍ତ ଗ୍ରାମର ସୁବାସ ପରିଡା ନିଜ ଗ୍ରୋସରି ଦୋକାନରେ ମୂଷା ଉପଦ୍ରବକୁ ରୋକିବା ପାଇଁ ଯନ୍ତା ବସେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ସେଇ ଯନ୍ତା ଭିତରେ ଏକ ନାଗ…

ଫାରୁକ୍ ଅବଦୁଲ୍ଲା କରୋନା ପଜିଟିଭ

ନୂଆଦିଲ୍ଲୀ: ନ୍ୟାସନାଲ୍‌ କନ୍‌ଫରେନ୍ସ ପାଟ୍ରୋନ୍‌ ଫାରୁକ୍ ଅବଦୁଲ୍ଲା କୋଭିଡ-୧୯ ପାଇଁ ପଜିଟିଭ୍ ଚିହ୍ନଟ ହୋଇଥିବା ତାଙ୍କ ପୁଅ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି। ଏନସି ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ପିତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ପରିବାର…

ନିଆଁ ଆଁରେ ୧୫ ବଖରା ଭସ୍ମ, ୫ ଆହତ

କେନ୍ଦ୍ରାପଡ଼ା/ଭଞ୍ଜନଗର: ବଡ଼ହାଟ ଇମାମବାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ୮ ବଖରା ପୋଡ଼ିପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ୫ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ସମସ୍ତ ୫ ଜଣ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି…

ଭାଇ ୟୁସୁଫଙ୍କ ପରେ ଇରଫାନ ବି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । କରୋନା ମହାମାରୀ ବ୍ୟାପିବା ପରେ ସ୍ରଂକମିତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି । ବଡ଼ ଭାଇ ୟୁସୁଫ ପଠାଣଙ୍କ ପରେ ଏବେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଇରଫାନ୍ ପଠାଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପରେ ଓଡ଼ିଶାକୁ ୨୪ଟି ପଦକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହରିୟାଣାର କର୍ଣ୍ଣଲରେ ଅନୁଷ୍ଠିତ ୧୩ତମ ଜାତୀୟ ହ୍ୱିଲଚେୟାର ଫେନ୍ସିଂ ଚାମ୍ପିଅନସିପରେ ଓଡ଼ିଶାକୁ ୨୪ଟି ପଦକ ମିଳିଛି । ଓଡ଼ିଶା ଦଳ ଉତ୍ତମ ପ୍ରଦର୍ଶନ କରି ୨୪ଟି ମେଡାଲ ପାଇଥିବା ବେଳେ ସେଥିରେ ୯ଟି ସ୍ୱର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୭ଟି ବ୍ରୋଞ୍ଜ ପଦକ ରହିଛି ।…

ଗୁରୁ ଗୋପାଳ ପ୍ରସାଦ ଦୁବେ ପାଇଲେ ‘ଗୁରୁଶ୍ରୀ’ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ପ୍ରଜ୍ଞାନୃତ୍ୟାୟନ ପକ୍ଷରୁ ୧୦ମ 'ଗୁରୁଶ୍ରୀ' ସମ୍ମାନ ନୃତ୍ୟ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପଦ୍ମଶ୍ରୀ ଗୁରୁ ଗୋପାଳ ପ୍ରସାଦ ଦୁବେଙ୍କୁ ୧୦ମ 'ଗୁରୁଶ୍ରୀ ସମ୍ମାନ' ପ୍ରଦାନ କରାଯାଇଛି। ଏହାସହ ଗୁରୁ ଡ.…