Latest Odisha News

BREAKING NEWS

ଅନୁବାଦ ଗଳ୍ପ : ସାଧାରଣ ଲୋକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୭ ମୂଳ ହିନ୍ଦୀ: ଶ୍ରବଣ କୁମାର ମୁଁ ଜାଣେନା ପ୍ରକୃତରେ କେଉଁ ଘଟଣାରୁ ଏପରି ବିବାଦର ସୂତ୍ରପାତ ଘଟିଥିଲା । । କିନ୍ତୁ ମୋ ମନ ଭିତରେ ଗୋଟିଏ ପରେ ଗୋଟିଏ ଘଟଣା ଉଙ୍କି ମାରୁଥିଲା । ସେଇ ଏକା ରାସ୍ତା, ସେଇ ଏକା ଗଳି, ସେଇ ଏକା ପଡ଼ୋଶୀ,…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୨)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୨ ପାଦ ଆଉଁସୁ ଆଉଁସୁ ଅନେକ ସାହସଠୁଳକରି ଜବା ପଚାରିଦେଲା ମିଠାଗଳାରେ ଦାଦାଭାଇଙ୍କୁ ତାଙ୍କ ଅତୀତର କଥା। ଆଃ ,ବିଦ୍ୟୁତ ଆଘାତ ପାଇଲେକି ଆଉ! ରହିଗଲେ ଟିକିଏ। ପଲଙ୍କ ଉପରେ ଆଉଜି ବସିଲେ ନରମ ତକିଆ ଓ କୁସନର ମେଳରେ। ହସିଲେ…

ଆଇପିଏଲ: ଆଜି ଚେନ୍ନାଇ-ଦିଲ୍ଲୀ ମଧ୍ୟରେ କ୍ୱାଲିଫାୟର ମୁକାବିଲା

ଦୁବାଇ: ଆଇପିଏଲ ୨୦୨୧ର ପ୍ରଥମ ପ୍ଲେ ଅଫ ମୁକାବିଲା ଆଜି ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ବିଜେତା ଟିମ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ପରାଜିତ ଟିମକୁ ଏଥି ନିମନ୍ତେ ଆଉ ଏକ ସୁଯୋଗ ମିଳିବ । ଦ୍ୱିତୀୟ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ…

ହୁ ହୁ ଜଳିଗଲା କାର୍

ବାରିପଦା: ହୁ ହୁ ହୋଇ ଜଳିଗଲା ରାସ୍ତାକଡ଼ରେ ଠିଆ ହୋଇଥିବା କାର୍ । କେମିତି ନିଆଁ ଲାଗିଲା କେହି କିଛି ଜାଣି ନାହାନ୍ତି । ଚାହୁଁ ଚାହୁଁ କାରଟି ଜଳିପୋଡି ଛାରଖାର ହୋଇଗଲା । ବାରିପଦା ସହରର ଜଗନ୍ନାଥ ମନ୍ଦିର ନିକଟରେ ଆଜି ସକାଳୁ ଏହି ଘଟଣା ଘଟିଛି । ଏହି ବାଟ ଦେଇ ଯାଉଥିବା ଲୋକ କାରରେ ନିଆଁ…

ଝିଅ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ପରିବାର. ..

କଟକ: ଗରିବ ଅସହାୟ ରୋଗୀ ମାନଙ୍କ ପାଇଁ କେତେ କଣ ସୁବିଧା କରାଯାଉଛି । ହେଲେ ବହୁ ସ୍ଥାନରେ ଅସହାୟ ହୋଇ ଚିକିତ୍ସା । ପାଇପାରୁନାହାନ୍ତି ବହୁ ଗରିବ ରୋଗୀ ମାନେ । ଏମିତି କିଛି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ୍ କଟକରେ ।  ଜଣେ ଅସହାୟ ବାପର କରୁଣ କାହାଣୀ ଦେଖିବାକୁ ମିଳିଛି । ରୋଗ…

ଟାର୍ଗେଟ କିଲିଂ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ସତର୍କ, ୫୭୦ ଅଟକ

ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଅଶାନ୍ତ କରିବା ପାଇଁ ଆତଙ୍କବାଦୀମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଘାଟିରେ ୨୫ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି । ଏହା ମଧ୍ୟରେ ୩ ବାହାର ଲୋକ, ୨ କଶ୍ମୀର ପଣ୍ଡିତ ଓ ୧୮ଜଣ ମୁସଲମାନ ରହିଛନ୍ତି । ସୁରକ୍ଷାକର୍ମୀ ସତର୍କତାମୂଳକ…

କଙ୍ଗନାଙ୍କ ‘ଗଡ୍‌ ମଦର’ ରେଖା

ମୁମ୍ବାଇ: ଭେଟେରାନ ଅଭିନେତ୍ରୀ ରେଖା ୧୦ ଅକ୍ଟୋବରରେ ତାଙ୍କର ୬୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାରକାଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ କଙ୍ଗନା ରାନାୱତ ରେଖାଙ୍କୁ ତାଙ୍କର 'ଗଡ୍‌ ମଦର' ବୋଲି ବର୍ଣ୍ଣନା କରିଛନ୍ତି ଏବଂ…

ଲଖିମପୁର ହିଂସାକାଣ୍ଡ: ୧୪ ଦିନ ପାଇଁ ଜେଲ୍ ଗଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା

ଲକ୍ଷ୍ନୌ: ଜେଲ୍ ଗଲେ ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ଗିରଫ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ଦୀର୍ଘ ୧୨ ଘଣ୍ଟାର ମାରାଥନ୍ ପଚରାଉଚରା ପରେ ଗିରଫ…

ସିବିଆଇ ନିର୍ଦ୍ଦେଶକଙ୍କୁ ପୋଲିସର ସମନ

ମୁମ୍ବାଇ: ଫୋନ୍ ଟ୍ୟାପିଂ-ଡାଟା ଲିକ୍ ମାମଲାରେ ସିବିଆଇ ନିର୍ଦ୍ଦେଶକ ସୁବୋଧ ଜୈସୱାଲଙ୍କୁ ମୁମ୍ବାଇ ପୋଲିସ ନୋଟିସ ଜାରି କରିଛି। ସିବିଆଇ ନିର୍ଦ୍ଦେଶକ ତଥା ମହାରାଷ୍ଟ୍ରର ପୂର୍ବତନ ଡିଜିପି ସୁବୋଧ କୁମାର ଜୈସୱାଲଙ୍କୁ ଫୋନ୍ ଟ୍ୟାପିଂ ଏବଂ ଡାଟା ଲିକ୍ ମାମଲାରେ ସମନ କରିଛି ବୋଲି ଜଣେ…

ମା’ ଭଗବତୀ ଓ ଦେବୀ ଉଗ୍ରତାରାଙ୍କ ସ୍କନ୍ଧମାତା ବେଶ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଦୁଇ ତନ୍ତ୍ର ପୀଠ । ବାଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଏବଂ ଟାଙ୍ଗୀ-ଭୁଷଣ୍ଡପୁରର ମା’ ଉଗ୍ରତାରା ପୀଠ  ଏବେ ଆଉ ଆଗଭଳି ଜନଗହଳି ଦେଖିବାକୁ ମିଳୁ ନାହିଁ । କରୋନା କଟକଣା ପାଇଁ ମା’ଙ୍କୁ ଦର୍ଶନ ସହିତ ମା’ଙ୍କର କୃପା ଲାଭ ପାଇଁ ଭକ୍ତଙ୍କ ଆଗମନ ଉପରେ…