Latest Odisha News

ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ

ଭୁବନେଶ୍ୱର: ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ପ୍ରାକ୍ତନ ସଭାପତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ତମ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ଗୋପବନ୍ଧୁ ଛକରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ନିକଟବର୍ତ୍ତୀ ନୂଆଗାଁରେ…

ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ପୁରୀ: ନାବାଳିକାଙ୍କୁ ଅସଦାଚରଣ କରି ଶ୍ରୀମନ୍ଦିର ପୂଜକ ଗିରଫ  । ଧର୍ମର ସ୍ଥାନରେ ଅଧର୍ମ କାମ ।  ପୁରୀ ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ କରି ପୂଜକ ଗିରଫ । ଅସଦାଚରଣ କରିଥିବା ପୂଜକଙ୍କ ନାଁ ସଂଗ୍ରାମ ଦାସ । ପୁଲିସ ଅଭିଯୋଗର ତଦନ୍ତ କରି ଶ୍ରୀମନ୍ଦିର ପରିସରରେ ଥିବା ଦଧିବାମନ…

ଶାହାରୁଖଙ୍କ ଡ୍ରାଇଭରଙ୍କୁ ଜେରା କଲା ଏନସିବି

ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ଆଜି ଏନସିବି ଶାହାରୁଖ ଖାଁଙ୍କ ଡ୍ରାଇଭରକୁ ପଚରା ଉଚରା କରିଛି । ପୂର୍ବରୁ ଡ୍ରାଇଭରଙ୍କୁ ଏଥିନେଇ ସମନ ଜାରୀ କରାଯାଇଥିଲା । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଏନସିବି ତଦନ୍ତ ପ୍ରକ୍ରିୟାକୁ ଆହୁରି ବୃଦ୍ଧି କରିଛି । ଘଟଣା ଦିନ ଆର୍ଯ୍ୟନଙ୍କୁ…

ଦୁଇଟି କଲେଜରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର, ସ୍ବାକ୍ଷରିତ ହେଲା ଚୁକ୍ତିପତ୍ର

ଭୁବନେଶ୍ବର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ବ୍ରହ୍ମପୁରର ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଓ କେନ୍ଦୁଝରର ଜିସିଇରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ଓ୍ବାର୍ଲଡ ସ୍କିଲ୍ ସେଣ୍ଟରରେ ୩ଟି ଚୁକ୍ତିନାମା ସ୍ବାକ୍ଷର ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ…

ସିନେମା ‘ଅର୍ଦ୍ଧସତ୍ୟ’ର ସ୍ପେଶାଲ ସ୍କ୍ରିନିଂ

ଭୁବନେଶ୍ବର : କୌସ୍ତଭ ଡ୍ରିମଓ୍ବାର୍କ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନରରେ ନିର୍ମିତ ଭିନ୍ନ ଧରଣର ସିନେମା ‘ଅର୍ଦ୍ଧସତ୍ୟ’ର ସ୍ପେଶାଲ ସ୍କ୍ରିନିଂ ହୋଇଛି । ଏକ୍ସପ୍ଲାନେଡ୍ ମଲର ସିନେପଲିସରେ ଏହି ସିନେମାର ପ୍ରମିୟର କରାଯାଇଛି । ଆୟୋଜିତ ଏହି ସ୍ପେଶାଲ ସ୍କ୍ରିନିଂରେ ଚଳଚ୍ଚିତ୍ର କଳାକାର ଓ…

ବାଲେଶ୍ବର ତାଳକୁରୁଣିଆରେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍, ଦୁଇ ରାଉଣ୍ଡ ଗୁଳି ଫୁଟାଇ ଖସିଗଲେ ଦୁର୍ବୃତ୍ତ

ବାଲେଶ୍ବର : ବାଲେଶ୍ବରରେ ମାତିଛନ୍ତି ଲୁଟେରା । ବାହାନଗା ବ୍ଲକ ତଳକୁରୁଣିଆ ଛକରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହିଳା ଜଣକ ସ୍କୁଟିରେ ଯାଉଥିବା ବେଳେ ଦୁଇ ଜଣ ତାଙ୍କୁ ଅଟକାଇଥିଲେ । ପରେ ଛୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ବେକରୁ ସୁନା ଚେନ ଛିଡ଼ାଇ ନେଇ ପଳାଇ…

ପୋଖରୀରେ ବୁଡି ଚାଲିଗଲା ୨ ଭଉଣୀଙ୍କ ଜୀବନ

ମାଲକାନଗିରି : ପୋଖରୀରେ ଗାଧୋଇବା ହେଲା କାଳ। ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡିଯାଇ ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଯାଇଛି । ମାଲକାନଗିରି ଜିଲ୍ଲା ପେଡ଼ାକୋଣ୍ଡା ପଞ୍ଚାୟତର ମଙ୍ଗ ଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବାପା ମାଆ ଜମିକୁ ଚାଷ କାର୍ଯ୍ୟ ପାଇଁ ଯାଇଥିବା ବେଳେ ବଡ…

ପାର୍ବଣ ପାଇଁ କଡ଼ା ହେଲା କଟକଣା : ସୋମବାରରୁ ଟ୍ବିନ୍ ସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ବର : ପାର୍ବଣ ପାଇଁ କଡା ହେଲା କଟକଣା । ଦୁର୍ଗାପୂଜାରେ ଭିଡ ହେବାର ସମ୍ଭାବନା ଥିବାରୁ ଆସନ୍ତା ସୋମବାରରୁ ଟୁଇନ୍ ସିଟି ଭୁବନେଶ୍ବର ଓ କଟକରେ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାତି ୮ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲାଗୁ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା…

ନନ୍ଦନକାନନକୁ ଆସିଲେ ୮ ରାଜସ୍ଥାନୀ ଜନ୍ତୁ

ଭୁବନେଶ୍ବର : ନନ୍ଦନକାନନକୁ ଆସିଲେ ରାଜସ୍ଥାନ ଜନ୍ତୁ । ରାଜସ୍ଥାନ ନହରଘର ବାୟୋଲୋଜିକାଲ ପାର୍କରୁ ନନ୍ଦନକାନନକୁ ଆସିଛନ୍ତି ୮ଟି ନୂଆ ଅତିଥି । ଏମାନଙ୍କ ମଧ୍ୟରେ ଦୁଇଟି ଗଧିଆ, ଦୁଇଟି ଘଡିଆଳ କୁମ୍ଭୀର, ଦୁଇଟି କଲରା ପତରିଆ ବାଘ ଏବଂ ୨ଟି ଚିଙ୍କାରା ହରିଣ ରହିଛନ୍ତି । ଏମାନେ ଗତକାଲି…

ଆଫଗାନିସ୍ତାନ କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କଲା ଆଇଏସ-କେ

ଆଫଗାନିସ୍ତାନ : ଆଫଗାନିସ୍ତାନର କୁଣ୍ଡୁଜ ମସଜିଦ ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଛି ଆଇଏସ-କେ । ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରଠାରୁ ଏହି ବିସ୍ଫୋରଣ ସବୁଠାରୁ ବଡ଼ ବିସ୍ଫୋରଣ । ସ୍ଥାନୀୟ ସୟଦ ଆବାଦ ମସଜିଦରେ ଏହି ବିସ୍ଫୋରଣ ଘଟିଥିଲା । ଉକ୍ତ ମସଜିଦ ସଂଖ୍ୟାଲଘୁ ସିହା…