Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ମାର୍ଚ୍ଚ ୩୦ ତାରିଖ ମଙ୍ଗଳବାର ମୀନ ୧୭ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥି ଚିତ୍ରା ନକ୍ଷତ୍ର ତୁଳା ଚନ୍ଦ୍ର ଆଜିର ଘାତ ବାର- ମକର ରାଶିର ଆଜିର ନିଷେଧ ଖାଦ୍ୟ-ବୋଇତି କଖାରୁ ମେଷ ଆଜି ଶାରୀରିକ ମାନସିକ ଅଭିବୃଦ୍ଧି…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ପ୍ରଚାର ମୈଦାନରେ କାହିଁକି ଦୌଡିଲେ ସାୟୋନୀ ଘୋଷ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ସାୟୋନୀ ଘୋଷଙ୍କ ଭାଇରାଲ୍ ଭିଡିଓ ଘୁରିବୁଲୁଛି । ଭିଡିଓ ଦେଖିଲେ ଘଟଣା ସତ ଲାଗୁଛି । ହେଲେ କ୍ୟାପ୍ସନ୍ ସହ ଘଟଣାର ସତ୍ୟତାକୁ ନେଇ ମନ ବୁଝୁନି । କାହିଁକି ନା ତୃଣମୂଳ କଂଗ୍ରେସର ଗଡ ବୋଲାଉଥିବା ରାଜ୍ୟରେ କେତେଦୂର ସମ୍ଭବ ସାୟୋନୀଙ୍କୁ ଅଶାଳୀନ ବ୍ୟବହାର ?

ପାକିସ୍ତାନ ରାଷ୍ଟ୍ରପତିଙ୍କୁ କରୋନା

ଲାହୋର: ପାକିସ୍ତାନ ରାଷ୍ଟ୍ରପତି ଆରଫି ଆଲଭି କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଥିଲେ ବି ତାଙ୍କ ଟେଷ୍ଟ ପଜିଟିଭ ଆସିଛି । ସେ ଟୁଇଟ କରିଛନ୍ତି ଯେ,ସମସ୍ତ କୋଭିଡ-୧୯ ଆକ୍ରାନ୍ତଙ୍କୁ ସୁସ୍ଥ ରଖନ୍ତୁ । ଦ୍ୱିତୀୟ ଡୋଜ ନେବା ପରେ ଆଂଟିବଡି…

ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଓ୍ବାଚରଙ୍କ ଦେହରେ ଲାଗିଲା ନିଆଁ

ମୟୂରଭଞ୍ଜ : ମୟୂରଭଞ୍ଜ ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜ ଅନ୍ତର୍ଗତ ଉକାମପାହାଡ଼ ଜଙ୍ଗଲରେ ଅଭାବନୀୟ ଘଟଣା । ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଣେ ଓ୍ବାଚରଙ୍କ ଦେହରେ ନିଆଁ ଲାଗିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା…

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ଼

ନୂଆପଡ଼ା : ନୂଆପଡ଼ାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ଼ । କୋମନା ଥାନା ଉଦ୍ୟାନବନ୍ଧ ଗାଁ ନିକଟରେ ଥିବ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ । ଛୁରାମାଡ଼ରେ ୨ ଜଣ କର୍ମଚାରୀଙ୍କ ଗୁରୁତର ଅଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ କୋମନା…

ଚାଲିଗଲେ ଟିଏମସି ଗୁଣ୍ଡାଙ୍କ ମାଡରେ ଗୁରୁତର ଆହତ ହୋଇଥିବା ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାର

କୋଲକାତା: ନିର୍ବାଚନରେ କ୍ଷମତା ହାତେଇବା ନିଶାରେ ଏବେ ଅଧିକାଂଶ ପାର୍ଟି ହିଂସାକୁ ଆପଣାଇ ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ପଶ୍ଚିବଙ୍ଗର ୮୫ ବର୍ଷୀୟା ବୃଦ୍ଧା ଶୋଭା ମଜମୁଦାରଙ୍କ ମୃତ୍ୟୁ ଘଟିଛି । କିଛି ଦିନ ତଳେ ଟିଏମସିର କେତେକ ଗୁଣ୍ଡା ବିଜେପି କର୍ମୀ ଗୋପାଳ ମଜମୁଦାର ଏବଂ ତାଙ୍କ ମାଆ…

‘ବେଗମ ପଶ୍ଚିମବଙ୍ଗକୁ ମିନି ପାକିସ୍ତାନ କରିଦେବେ’

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ମୂଖ୍ୟ କେନ୍ଦ୍ର ବିନ୍ଦୁ ସାଜିଥିବା ବିଜେପିର ଶୁଭେନ୍ଦୁ ଅଧିକାରୀ ଆଜି ଟିଏମସି ମୂଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ଯଦି ବେଗମଙ୍କୁ ସୁଯୋଗ ଦିଆଯାଏ ତାହାହେଲେ ସେ ପଶ୍ଚିମବଙ୍ଗକୁ ମିନି ପାକିସ୍ତାନ କରିଦେବେ । ଇଦ୍ ମୁବାରକ କହି କହି…

ରାଜ୍ୟରେ ଉପରମୁହାଁ ପାରଦ, ୪୦ ଡିଗ୍ରି ଉପରେ ୧୪ ଜିଲ୍ଲା

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ପାରଦ । ପ୍ରବଳ ତାତିରେ ସିଝୁଛି ଓଡ଼ିଶା । ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିଥିବା ବେଳେ, ଲୋକେ ହୋଇଛନ୍ତି ହନ୍ତସନ୍ତ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ୪୦ ଡିଗ୍ରି ଉପରେ ରହିଛି ରାଜ୍ୟର ୧୪ ଜିଲ୍ଲା । ତେବେ ଟିଟିଲାଗଡରେ…

ଭୁବନେଶ୍ବରରେ ୩୨ କରୋନା ପଜିଟିଭ୍

ଭୁବନେଶ୍ବର : ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୦୮ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୩୨ କରୋନା ପଜିଟିଭ୍ । ଏଲେନ୍ ଇନଷ୍ଟିଚ୍ୟୁଟରୁ ୭ ଜଣ ଆକ୍ରାନ୍ତ ଥିବା…

ଭବାନୀପାଟଣାର ପ୍ରଗତି କଲେଜରେ ୩୨ କରୋନା ପଜିଟିଭ୍

ଭବାନୀପାଟଣା : ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପଜିଟିଭ୍ ସଂଖ୍ୟା ବଢୁଥିବାରୁ ଚିନ୍ତା ବି ବଢ଼ିଲାଣି । ତେବେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇ ଦେଇଛି । ପୂର୍ବରୁ ରାଜ୍ୟର ବିଭିନ୍ନ କଲେଜରୁ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ଆଜି…