ପୁରୀରେ ଦୋଳ ଉତ୍ସବ ପାଳିତ
ପୁରୀ: ‘ଦୋଳ ପୂର୍ଣ୍ଣିମା’ ଅବସରରେ ରବିବାର ଦିନ ଜଗନ୍ନାଥ ମନ୍ଦିରରେ ଦୋଳ ଉତ୍କଳ ପାଳନ କରାଯାଇଛି।
ରୀତିନୀତି ଅନୁଯାୟୀ, ସକାଳ ୫.୪୦ ରେ ମଙ୍ଗଳା ଆଳତୀ ପରେ ଅବକାସ ଏବଂ ସୂର୍ଯ୍ୟ ପୂଜା କରାଯାଇଥିଲା। ତା’ପରେ ଭଗବାନ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ସ୍ୱତନ୍ତ୍ର ସୁନା…