ସତ ମାନିଲେ ଆର୍ୟନ; ପାର୍ଟିକୁ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ ବନ୍ଧୁ ଅରବାଜ
ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଆର୍ୟନ ଚରସ ଖାଇଥିବାର ସ୍ୱୀକାର କରିଛନ୍ତି ଏବଂ ତାଙ୍କ ବନ୍ଧୁ ଅରବାଜ୍ ମର୍ଚାଣ୍ଟ ତାଙ୍କ ସହିତ ୬ ଗ୍ରାମର ଚରସ ଜୋତାରେ ଲୁଚାଇ ନେଇଥିବା ମଧ୍ୟ ସେ ଏନ୍ସିବି ସମ୍ମୁଖରେ ସ୍ବୀକାର କରିଛନ୍ତି। ଏ ନେଇ ଏନ୍ସିବି ପଞ୍ଚନାମା ରିପୋର୍ଟରେ ସ୍ପଷ୍ଟ…