କବିତା : ଜୀବନ
ବଳରାମ ପୂଜାରୀ
ଆଞୁଳାଏ ଆୟୁଷରୁ ଉଧାର ଆଣିଥିବା
ବୁନ୍ଦାଏ ଅତଏବ,
ଗାଁରୁ ମଶାଣୀ ମୁହାଁ ସରୁ ପାଦଚଲା
ରାସ୍ତାରୁ ଦୁଇ ପାଦ ଭୂମି ,
ସବୁ ମୋହମାୟାର ଉର୍ଦ୍ଧ୍ବମୁଖୀ
ଅଣଚାଷ ଅବଶୋଷ ମାନେ ,
ସନ୍ଧାନର ସନ୍ଧିରେ ସମାଧିସ୍ଥ
ପାଣି ଫୋଟକା ମାନେ ହିଁ ତ ଜୀବନ ।।
ସବୁ ନିର୍ଣ୍ଣୟମାନଙ୍କୁ…