Latest Odisha News

ଦୁନିଆର ସବୁଠାରୁ ଲମ୍ବା ନାକ ଥିବା ବ୍ୟକ୍ତି ମେହମେଟ୍‌

ନୂଆଦିଲ୍ଲୀ: ତୁର୍କୀରେ ରହୁଥିବା ଜଣେ ୭୧ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାକ ଦୁନିଆର ସବୁଠୁ ବଡ ନାକ ବୋଲି କୁହାଯାଉଛି। ମେହମେଟ ଓଜୁରେକ ଦୁନିଆର ସବୁଠୁ ବଡ ନାକ ପାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନାକର ଲମ୍ବ ପ୍ରାୟ ୩.୫ ଇଞ୍ଚ। ୧୧ ବର୍ଷ ପୂର୍ବେ ଗିନିଜ ୱାର୍ଲ୍ଡ ରେକର୍ଡ ତାଙ୍କୁ…

ସାପ ଗବେଷଣାରେ ଓଡିଆ ପୁଅ , ୪ ନୂଆ ପ୍ରଜାତିର ପିଟ୍ ଭାଇପର ଆବିଷ୍କୃତ

ଭୁବନେଶ୍ୱର : ସାପ ଗବେଷଣାରେ ଓଡିଆ ପୁଅ ଆଗରେ । ୪ ପ୍ରଜାତିର ନୂଆ ପିଟ୍ ପାଇପର ସାପ ଆବିଷ୍କୃତ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଡିଗ୍ରୀ କଲେଜର ଜୁଲୋଜି ଅଧ୍ୟାପକ ଡଃ ଆଶୋକ ମଲ୍ଲିକ । ସେ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ୍ ସାଇନ୍ସରେ ପିଏଚଡି କରୁଥିବା ବେଳେ ଗୋଟିଏ ପେପରରେ ୪ ଟି ନୂଆ…

ଟାଟା ଗ୍ରୁପ୍‌କୁ ଫେରିଲା ଏୟାର ଇଣ୍ଡିଆ; ୧୮ ହଜାର କୋଟିରେ କିିଣିଲା

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷାର ଅନ୍ତ ହେଲା। ଟାଟା ଗ୍ରୁପ୍‌କୁ ଫେରିଲା ଏୟାର ଇଣ୍ଡିଆ। ପୁଣି ଥରେ ଏୟାର ଇଣ୍ଡିଆର କମାଣ୍ଡ ଟାଟା ହାତକୁ ଦିଆଯାଇଛି। ଏୟାର ଇଣ୍ଡିଆ ପାଇଁ ଟାଟା ପ୍ରାୟ ୧୮ ହଜାର କୋଟି ଟଙ୍କାର ଟେଣ୍ଡର କରିଥିଲା। ସୂଚନା ଅନୁଯାୟୀ ଡିଆଇପିଏଏମ୍‌ ସଚିବ କହିଛନ୍ତି ଯେ…

ଲକ୍ଷ୍ମୀପୁର ଖେରୀ ହିଂସାକାଣ୍ଡ; ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଏସ୍‌ସି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଘଟଣାରକୁ ନେଇ ୟୁପି ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି ଏସ୍‌ସି। ୪ ଜଣ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଲକ୍ଷ୍ମୀପୁର ଘଟଣାରେ ୟୁପି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ…

ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ମୟୁରଭଞ୍ଜ: ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଛି ମୟୁରଭଞ୍ଜ ଜିଲ୍ଲା କୁଡ଼ୁମାଲି ସାଂସ୍କୃତିକ ସଙ୍ଗଠନ। ବାରିପଦା ପୌରାଞ୍ଚଳରେ ଶହୀଦ ରଘୁନାଥ ମାହାତୋଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପୌରାଧିକାରୀଣି ଅନ୍ୟା ଦାସଙ୍କୁ ଭେଟି ଦାବି ପ୍ରଦାନ କରିଛି କୁଡୁମାଲି…

ବର୍ଷା ସହ ବଜ୍ରପାତ ସମ୍ଭାବନା ,୧୧ ଜିଲ୍ଲାକୁ ଜାରିହେଲା ୟେଲୋଓ୍ଵାର୍ଣ୍ଣିଂ

ଭୁବନେଶ୍ୱର : ଆଜି କିଛି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ ରହିଛି । ରାଜ୍ୟରେ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ହେବା ପୂର୍ବାନୁମାନ କରି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଯାଜପୁର, ଢ଼େଙ୍କାନାଳ, ଗଞ୍ଜାମ, ଗଜପତି, ନୂଆପଡା,…

କେନ୍ଦୁଝରରେ ବନ୍ୟପ୍ରାଣୀ ସପ୍ତାହ ପାଳିତ

କେନ୍ଦୁଝର : କେନ୍ଦୁଝର ବନଖଣ୍ଡ ପକ୍ଷରୁ ୬୭ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଡିଏଫଓ ଡି.ଡି ହନୁମତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ହାତୀ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଓ ଖଣି ଏକଜ୍ୟୁକେଟିଭ୍ ମାନଙ୍କ ସମ୍ବେଦନଶୀଳତା ଉପରେ ଏହି ବୈଠକରେ ଆଲୋଚନା…

ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ

ମୟୁରଭଞ୍ଜ: ରାସ୍ତା ନିର୍ମାଣ ଦାବିରେ ଜାତୀୟ ରାଜପଥ ଅବରୋଧ। ମୟୁରଭଞ୍ଜ ଜିଲ୍ଲା ମଧ୍ୟ ଦେଇ ଯାଉଥିବା ୧୮ନମ୍ବର ଜାତୀୟ ରାଜପଥର ବାରିପଦାର ଉପଖଣ୍ଠ କନ୍ୟାଶ୍ରମ ଛକରେ ରାସ୍ତା ଅବରୋଧ କରି ବିକ୍ଷୋଭ କରିଛନ୍ତି ଶତାଧିକ ଗ୍ରାମବାସୀ ଏବଂ ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା। ସକାଳ ୯ଟାରୁ ଜାତୀୟ…

୧୬ରୁ ଟିକା ‌ନ ନେଇଥିଲେ ଅଫିସ୍‌କୁ ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ କରୋନା ଟିକା ନେଇନଥିବା କୌଣସି କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ନୂତନ ଆଦେଶ ଅନୁଯାୟୀ ଟିକା ନେଇନଥିଲେ ୧୬ ଅକ୍ଟୋବରରୁ ଅଫିସରେ ପଶିପାରିବେ ନାହିଁ। ଯେଉଁମାନେ ଟିକା ନେଇନାହାନ୍ତି ଶିକ୍ଷକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପାଇଁ “ଅନ୍‌…

୨ ସାମ୍ବାଦିକ ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି। "ବାକ୍‌ ସ୍ୱାଧୀନତା ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ୨୦୧୨ ରେ ରେସା ଏକ ସମ୍ବାଦ ୱେବସାଇଟ୍ ରାପଲର ସହ-ପ୍ରତିଷ୍ଠାତା ଥିଲେ। ଯାହା…