ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୯)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୯
ଆରେ ଆମକୁ ସାଧାରଣ ଭାବୁଛ କାହିଁକି ....ଟିକିଏ ଆଦର ଦେଇ ଦେଖ,ଆମେ ମହକେଇଦେବୁ ତୁମ ପୃଥିବୀକୁ। ପରସ୍ତ ପରସ୍ତ କ୍ଷୋଭ ଆମର ତରଳିଯାଏ ସାମାନ୍ୟ ଆଦରର ଉଷ୍ଣ ପରଶରେ । ଅଥଚ , ତୁମେସବୁ କ୍ଷତାକ୍ତ କରିପାର ଅନେକ ପ୍ରକାରେ।…