ପ୍ରଭାସଙ୍କ ୨୫ତମ ଫିଲ୍ମର ନାମ ସ୍ପିରିଟ
ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ତାଙ୍କ କ୍ୟାରିୟରର ୨୫ତମ ଫିଲ୍ମର ନାମ ଘୋଷଣା କରିଛନ୍ତି । ବାହୁବଳୀ ଫେମ ପ୍ରଭାସଙ୍କ ଆଗାମୀ ଫିଲ୍ମର ନାମ ସ୍ପିରିଟ ରଖାଯାଇଛି । ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ହିନ୍ଦୀ, ଜାପାନୀ, ଚାଇନିଜ ଓ କୋରିଆ ଭାଷାରେ ଏହି ଫିଲ୍ମ ରିଲିଜ ହେବ । ଟି ସିରିଜ…