Latest Odisha News

ହାତରେ ରିମୋଟ୍ ରଖନ୍ତୁ, କଂଗ୍ରେସକୁ ଭୋଟ୍ ଦିଅନ୍ତୁ: ରାହୁଲ ଗାନ୍ଧୀ

ଭବାନୀପାଟଣା : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୁଧବାର ଦିନ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଆୟୋଜିତ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଖୁବ୍ ବର୍ଷିଛନ୍ତି । ସେ ନବୀନଙ୍କୁ ମୋଦି ସରକାରର ରିମୋଟ କଣ୍ଟ୍ରୋଲ କହିବା ସହ…

ଭାରତ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୨୦

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ୱେଲିଂଟନଠାରେ ଆରମ୍ଭ ହୋଇଛି ୧ମ ଟି-୨୦ ମ୍ୟାଚ୍ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ନିର୍ଦ୍ଦାରିତ ୨୦ ଓଭରରେ ୨୧୯ ରନ କରିଛି । ଏବେ ସୁଦ୍ଧା ଭାରତ ୫ ଓଭର ଖେଳ ଶେଷ ସୁଦ୍ଧା ୨ଟି ୱିକେଟ ହରାଇ କରିଛି ୫୧ ରନ । ଶିଖର ଧାୱନ ୧୮ ଟି…

ନୂଆପଡ଼ା: ସଡକ ଦୁର୍ଘଟଣାରେ ୧ ମୃତ, ୨୪ ଗୁରୁତର ଆହତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଜୁନାନି ଗ୍ରାମରେ ବୁଧବାର ଦିନ ଏକ ମିନି ଟ୍ରକ୍ ଓଲଟି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୨୪ ଜଣ ଆହତ ହୋଇଛି । ମୃତକଙ୍କ ନାମ ଅଭୟକାନ୍ତ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଉକ୍ତ ମିନିଟ୍ରକ ଯୋଗେ ପ୍ରାୟ ୩୦ରୁ…

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଯୋଗେଶ ସିଂହ

ଭୁବନେଶ୍ୱର : ସୁନ୍ଦରଗଡ଼ ପୂବର୍ତନ ବିଧାୟକ ଯୋଗେଶ ସିଂହ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ବୁଧବାର ଦିନ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଯୋଗେଶ ସିଂହ ନିଜର ସମର୍ଥକଙ୍କ ଗହଣରେ ଆସି ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ…

ବିରାଟ ଓ ଅନୁଷ୍କା ଜଙ୍ଗଲରେ ବୁଲିଲେ, ଟ୍ୱିଟ୍ଟ୍ କରି ଫଟୋ ସେୟାର୍ କଲେ

ୱେଲିଂଟନ: ଏବେ ବେଶ୍ ଚର୍ଚ୍ଚାରେ ଥିବା ସେଲିବ୍ରିଟି ଦମ୍ପତ୍ତି ହ୍ୟାଣ୍ଡସମ୍ ଇଣ୍ଡିଆନ୍ କ୍ରିକେଟର୍ ବିରାଟ କୋହଲି ଓ ବଲିଉଡ୍ ସେନସେସନ୍ ଅନୁଷ୍କା ଶର୍ମା ନ୍ୟୁଜିଲାଣ୍ଡରେ ଥିବା ଏକ ଜଙ୍ଗଲରେ ଦିନ ତମାମ ବୁଲାବୁଲି କରିଛନ୍ତି । ଏନେଇ ଦୁଇଜଣ ବେଶ୍ ଖୁସି ଥିବା ବେଳେ ଉଭୟ ସେଲିବ୍ରିଟି ନିଜ ନିଜର…

ଭବାନୀପାଟଣାରେ ପହଞ୍ଚିଲେ ରାହୁଲ ଗାନ୍ଧୀ, ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦାନ

ଭବାନୀପାଟଣା: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ପୂର୍ବାହ୍ନ ୧୧ଟା ବେଳେ ପହଞ୍ଚିଛନ୍ତି । ଭବାନୀପାଟଣାରେ ପରିବର୍ତ୍ତନ ସଂକଳ୍ପ ସମାବେଶ ପରି ଏକ ବିଶାଳ ର‌୍ୟାଲିରେ ଉଦବୋଧନ ଦେବାପରେ ରାହୁଲ ସିଧା ରାଉରକେଲା ଗସ୍ତ କରିବେ । Hear the DCC…

ଚିଟଫଣ୍ଡ ଓ ଚାଷୀ ପ୍ରସଙ୍ଗରେ ବିଧାନସଭାରେ ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଗତକାଲି ପରି ଆଜି ମଧ୍ୟ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଘଣ୍ଟାକ ଲାଗି ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି । ଆଜି ବିଧାନସଭାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆସିକା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ…

ଆରପାରିରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ଚକ୍ରଧର ସାହୁ

ଭୁବନେଶ୍ୱର : ଓଲିଉଡର ବିଶିଷ୍ଠ ପ୍ରଯୋଜକ ତଥା ନିର୍ଦ୍ଦେଶକ ଚକ୍ରଧର ସାହୁ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଭୁବନେଶ୍ୱରରଏମ୍ସରେ ତାଙ୍କର ଦେହାନ୍ତ ଘଟିଛି । ମିଳିଥିବା ସୂଚନାନୁଯାୟୀ ସ୍ୱର୍ଗତଃ ସାହୁ ଫୁସଫୁସରେ ସଂକ୍ରମଣ ଯୋଗୁଁ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ପ୍ରଥମେ ତାଙ୍କ…

ଆଜିଠୁ ନ୍ୟୁଜିଲାଣ୍ଡ-ଭାରତ ଟି-୨୦ ଟକ୍କର୍: ଏକାଠି ଖେଳିବେ ପାଣ୍ଡ୍ୟା ବ୍ରଦର୍ସ

ୱେଲିଂଟନ: ଭାରତୀୟ କ୍ରିିକେଟ ଦଳ କେବଳ ଟେଷ୍ଟ କି ଦିନିକିଆ ନୁହେଁ ବରଂ ଟି-୨୦ ମ୍ୟାଚରେ ମଧ୍ୟ ବିଶ୍ୱ କ୍ରିକେଟରେ ଶ୍ରେଷ୍ଠତ୍ୱ ବଜାୟ ରଖିପାରିଛି । ନିକଟରେ ଅଷ୍ଟ୍ରେଲିଆକୁ ଉଭୟ ଟେଷ୍ଟ ଏବଂ ଦିନିକିଆ ଶୃଙ୍ଖଳାରେ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ଡକୁ ନିଜ ମାଟିରେ ଧୁଳି ଚଟାଇ ସିରିଜ୍…

ପରଲୋକରେ ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁ

ଭୁବନେଶ୍ୱର : ବରିଷ୍ଠ ବିଜେଡି ନେତା ତଥା ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଦିନ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି । ସେ କିଡନୀ ରୋଗରେ ଆକ୍ରାନ୍ତ ରହିଥିଲାବେଳେ ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ପ୍ରାପ୍ତ…