Latest Odisha News

BREAKING NEWS

ଗାଁରେ ମାତିଛି ହାତୀ, ଆତଙ୍କିତ ଲୋକେ

ବଲାଙ୍ଗୀର: ବିଭିନ୍ନ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ଗାଁରେ ହାତୀ ପଶି ଘରଦ୍ୱାର ଭାଙ୍ଗୁଥିବା ବେଳେ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ବଲାଙ୍ଗୀର ସାଲେଭଟା ନୁନିଅପାଲି ଗାଁରେ ହାତୀ  ଆତଙ୍କ । ଚାଷୀଙ୍କ କ୍ଷେତରେ ବୁଲୁଛନ୍ତି ଦନ୍ତା ହାତୀ । ମଙ୍ଗଳବାର ଭୋରରୁ ସ୍ଥାନୀୟ କିଛି…

ମିଶନ ଶକ୍ତି ଋଣମେଳା:୧୨,୦୧୬ ଏସଏଚଜିଙ୍କୁ ୩୦୫.୭୦କୋଟି ଟଙ୍କାର ଋଣ ପ୍ରଦାନ

। ବାଲେଶ୍ୱର:ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ଋଣମେଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମିଶନ ଶକ୍ତିର ନିର୍ଦ୍ଦେଶକ ତଥା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାକୁ ମୁଖ୍ୟଅତିଥିଭାବେ…

ଆଜିଠୁ ଓଜେଇଇ କାଉନସେଲିଂ

ଭୁବନେଶ୍ୱର: ଆଜିଠୁ ଓଜେଇଇ କାଉନସେଲିଂ । ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା OJEE ପାଇଁ କାଉନସେଲିଂ ପ୍ରକ୍ରିୟା । MBA, MCA, MTech, ଏମ୍ ଆର୍କ, ଏମ୍ ଫାର୍ମା, ଲାଟେରାଲ ଟେକ୍‍ , ଲାଟେରାଲ ଟେକ୍ ବିଏସ୍ ସି, ଲାଟେରାଲ ଫାର୍ମା, ଏମ୍ ଇଣ୍ଟିଗ୍ରେଟେଡ ଏମ୍ ବିଏରେ ନାମ…

୨୧୬ଟି ଫାଣ୍ଡି ଦାୟିତ୍ୱରେ ରହିବେ ସବ୍‌-ଇନ୍ସପେକ୍ଟର

ଭୁବନେଶ୍ୱର : ଏଣିକି ସବ୍‌-ଇନ୍ସପେକ୍ଟର ମାନେ ଓଡ଼ିଶା ପୋଲିସ ବିଭାଗର ଫାଣ୍ଡି ଦାୟିତ୍ୱରେ ରହିବାର ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ୨୧୬ ଟି ଫାଣ୍ଡି ଦାୟିତ୍ୱରେ ସବ୍‌ ଇନ୍‌ସପେକ୍ଟର ମାନେ ରହିବେ । ପୂର୍ବରୁ ସହକାରୀ ସବ୍ଇନିସପେକ୍ଟର ମାନେ ଏହି ଫାଣ୍ଡି ଦାୟିତ୍ୱରେ ରହୁଥିବା ବେଳେ ଏବେ…

ଗହଣା ଦୋକାନରେ GST ଚଢ଼ାଉ

ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳର ଦୁଇଟି ସୁନା ବ୍ୟବସାୟୀଙ୍କ ଦୋକାନରେ GST ବିଭାଗ ତରଫରୁ ଚଢ଼ାଉ କରାଯାଇଛି । ଖଡ଼ିଆଳ ସହରରେ ଥିବା ଗୋବିନ୍ଦ ଅଗ୍ରୱାଲ ଓ ଉମେଶ ଅଗ୍ରୱାଲଙ୍କ ଦୁଇ ଗୋଟି ସୁନା ଅଳଙ୍କାର ଦୋକାନରେ ଜିଏସଟି ବିଭାଗ ନୂଆପଡା ୟୁନିଟ ଡେ଼ପୁଟି କମିଶନର ପ୍ରିୟବ୍ରତ ଗଡତିଆଙ୍କ…

ଟ୍ରେଜେରିକୁ ଯିବ କଳାହାଟ ଦ୍ୱାର ୫ଶହ କେଜି ରୁପା

ପୁରୀ : ଟ୍ରେଜେରିକୁ ଯିବ କଳାହାଟ ଦ୍ୱାର ୫ଶହ କେଜି ରୁପା । ନୀଳାଦ୍ରି ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା ଟ୍ରେଜେରିକୁ ଯିବ ଶ୍ରୀମନ୍ଦିର କଳାହାଟ ଦ୍ୱାର ରୁପା ଚାଦର । ଶ୍ରୀମନ୍ଦିର ପ୍ରଶାସନ କଳାହାଟ ଦ୍ୱାରର ସୁରକ୍ଷା ଦାୟିତ୍ବରୁ ନିଜକୁ ମୁକ୍ତ କରି ଜିଲ୍ଲା ପ୍ରଶାସନକୁ ଏହି ଦାୟିତ୍ବ…

ବେଆଇନ୍ ବିସ୍ଫୋରକ ଗୋଦାମରେ ଚଢ଼ଉ, ୨ଟି ବେଆଇନ୍ ଗୋଦାମ ସିଲ୍‌

ଯାଜପୁର: ବେଆଇନ୍ ବିସ୍ଫୋରକ ଗୋଦାମରେ ଚଢ଼ଉ, ୨ଟି ବେଆଇନ୍ ଗୋଦାମ ସିଲ୍‌ । ଧର୍ମଶାଳା ତହସିଲର କଳାପଥର ଖାଦାନରେ ବିସ୍ଫୋରକ ସାମଗ୍ରୀ । ଗତକାଲିଠାରୁ ଜେନାପୁର ଥାନା ଅଞ୍ଚଳରେ ପୁଲିସ ଚଢ଼ଉ କରି ୨ଟି ବେଆଇନ୍ ଗୋଦାମକୁ ସିଲ୍‌ କରିଛି । ଏହି ଗୋଦାମରୁ ବିପୁଳ ପରିମାଣ ବିସ୍ଫୋରକ ସାମଗ୍ରୀ…

୮ ସୁଦ୍ଧା କାର୍ଯ୍ୟରେ ଯୋଗ ନଦେଲେ କାର୍ଯ୍ୟାନୁଷ୍ଠାନ; ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ…

ଭୁବନେଶ୍ୱର: ନିକଟରେ ପ୍ରଧାନ ଶିକ୍ଷକ ଭାବରେ ପଦୋନ୍ନତି ପାଇଥିବା ଶିକ୍ଷକମାନଙ୍କୁ ଅକ୍ଟୋବର ୮ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ଓଡିଶା ସରକାର କହିଛନ୍ତି। କାର୍ଯ୍ୟରେ ଯୋଗ ନଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୫୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୫୭ ନିଜ ସହ ଯୁଦ୍ଧ, ଆଶ୍ଚର୍ଯ୍ୟ ହେଲେବି ସତ। ଯୁଝିପାରେ ବୋଲି ବୁଝିପାରେ ନିଜକୁ, ପରଖି ପାରେ ଅନ୍ୟକୁ। ଫର୍ଚ୍ଚା ହେଉଣୁ ନହେଉଣୁ ପକ୍ଷୀସବୁ ଆଲର୍ମ ଲଗେଇ ଉଠେଇଦିଅନ୍ତି।ନିତ୍ୟକର୍ମ ପରେ ନିଜପାଇଁ କାମର ସମୟ। ଚାରିହାତ…

କବିତା : ଶୁନ୍ୟତା

ସ୍ମୃତି ରଞ୍ଜନ ତ୍ରିପାଠୀ  ଆ! ଗୋଟେ ଶୁନ୍ୟତାକୁ ପୁର୍ଣ୍ଣ ନାମ ଦେବା ସେ ଶେଯରେ ଆଉ କୋଉ ଜହ୍ନ ବିଛଣା ପାରୁ କିନ୍ତୁ ସ୍ବପ୍ନ ସବୁକୁ ତୋର ମୋର କହିବା, ଡରି ଯିବୁନି ମିତ ସକାଳର ଫର୍ଚ୍ଚା କବାଟ ଶବ୍ଦରେ ବୋଧେ ଅବୋଧ ପ୍ରେମଟେ କିଏ ଅଳସ ଭାଙ୍ଗୁଥିବ।। ହଁ, ଗୋଟେ କବିତା ଲେଖିବା…